Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକାବେଳେ ୧୦ଟି ସିଲିଣ୍ଡରରେ ଲଗିଲା ନିଆଁ, ପ୍ରଚଣ୍ଡ ବିସ୍ଫୋରଣରେ ଥରିଲା ପୁଣେ

ପୁଣେ: ମହାରାଷ୍ଟ୍ରର ପୁଣେ ନିକଟ ବିମାନ ନଗରରେ ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକା ସାଙ୍ଗରେ ୧୦ ସିଲିଣ୍ଡରରେ ନିଆଁ ଯିବାରୁ ପ୍ରଚଣ୍ଡ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଛି । ସିମ୍ବାୟୋସିସ୍ କଲେଜ ନିକଟରେ ଘଟିଛି ଏଭଳି ଘଟଣା। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା…

ମୁସଲିମ ଲିଗ୍‌ ଜମ୍ମୁ-କଶ୍ମୀରକୁ ବ୍ୟାନ୍ କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ: ମୁସଲିମ ଲିଗ ଜମ୍ମୁ କଶ୍ମୀର-ମସରତ ଆଲମ ଗ୍ରୁପ୍‌ (MLJK-MA) ମେଣ୍ଟ ଉପରେ ବ୍ୟାନ ଲଗାଇଛନ୍ତି କେନ୍ଦ୍ର ସରକାର। UAPA ଅଧୀନରେ ଏହାକୁ ବେଆଇନ ସଙ୍ଗଠନ ଭାବରେ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଦେଶ ବିରୋଧୀ କାର୍ଯ୍ୟକଳାପ ବିରୋଧରେ କଡା ନିଷ୍ପତ୍ତି ନେଇଛନ୍ତି।ସଙ୍ଗଠନ ଏବଂ ଏହାର…

୧୪ ଜାନୁୟାରୀରୁ ‘ଭାରତ ନ୍ୟାୟ ଯାତ୍ରା’: ମଣିପୁରରୁ ହେବ ଆରମ୍ଭ

ନୂଆଦିଲ୍ଲୀ;  ‘ଭାରତ ଯୋଡ ଯାତ୍ରା’ ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରମ୍ଭ କରିବେ 'ଭାରତ ନ୍ୟାୟ ଯାତ୍ରା' । ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଭାରତ ଯୋଡା ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। …

ଡିପ୍‌ଫେକ୍ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କ କଲେ ସରକାର

ନୂଆଦିଲ୍ଲୀ: ଡିପ୍‌ଫେକ୍ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସତର୍କ କଲେ ସରକାର । ଏହାକୁ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏପରି ଏକ…

ବରଫ ମହୋତ୍ସବ : ମାଇନସ ୧୨ରୁ ୨୩ ଡିଗ୍ରି ତାପମାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ

ଚୀନ: ଉତ୍ତର-ପୂର୍ବ ଚୀନ୍‌ର ହିଲଂଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାର୍ବିନ୍‌ଠାରେ ଧୂମ୍‌ଧାମ୍‌ରେ ଆରମ୍ଭ ହୋଇଛି ହାର୍ବିନ୍ ଆନ୍ତର୍ଜାତିକ ବରଫ ଓ ତୁଷାର ମହୋତ୍ସବ । ବିଯୁକ୍ତ ୧୨ ଡିଗ୍ରି ସେଲସିଅସ୍‌ରୁ ୨୩ ଡିଗ୍ରି ସେଲସିଅସ ତାପମାତ୍ରା ଯାଏ ଖସି ଆସୁଥିବା ହାର୍ବିନ୍ ସହରରେ ପ୍ରତି ବର୍ଷ ବିଶ୍ୱର…

ଅର୍ଥାଭାବ ଯୋଗୁ ଆଫଗାନିସ୍ତାନରେ ହେଉଛି ସାମୂହିକ ବିବାହ

କାବୁଲ: ଚାଲିଛି ବିବାହ ଋତୁ । ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ । ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ । କିନ୍ତୁ ପୃଥିବୀର ସବୁଠାରୁ ଗରିବ ଦେଶ କୁହାଯାଉଥିବା ଆଫଗାନିସ୍ତାନ ଏବେ ଅର୍ଥାଭାବ ସଙ୍ଗେ ଜୁଝି…

ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ କରିବା ସ୍ତ୍ରୀ ବାଧ୍ୟ ନୁହେଁ

ନୂଆଦିଲ୍ଲୀ : ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ କରିବା ସ୍ତ୍ରୀ ବାଧ୍ୟ ନୁହେଁ । ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । କରୱା ଚୌଥ ପାଳନ ନ କରିବା ଜଣେ ମହିଳାଙ୍କର ନିଜ ଇଛା ଉପରେ ନିର୍ଭର କରେ । ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା ପାଇଁ…

ୟୁ ଟ୍ୟୁବରେ ୨ କୋଟି ସବସ୍କ୍ରାଇବର ଥିବା ବିଶ୍ୱର ପ୍ରଥମ ନେତା ହେଲେ ମୋଦି, ଚଳିତ ମାସରେ ମିଳିଲା ୨୨ କୋଟି ଭିଉଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି । ସାରା ବିଶ୍ୱର ପ୍ରଥମ ନେତା ହେଉଛନ୍ତି ମୋଦି ଯାହାଙ୍କ ୟୁ ଟ୍ୟୁବ ଚାନେଲ((PM Modi YouTube Channel))ର ସବସ୍କ୍ରଇବର ୨ କୋଟିରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ୟୁଟ୍ୟୁବ…

ଭାରତୀୟ ନୌସେନା ଯୁଦ୍ଧ ବିମାନର ଫାଟିଲା ଟାୟାର

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ଯୁଦ୍ଧ ବିମାନର ଟାୟାର ଫାଟିଯାଇଛି । ଗୋଆର ଡାବ୍ରୋଲିମ ବିମାନ ବନ୍ଦରରେ ଏହା ଉଡାନ ଭରିବା ପୂର୍ବରୁ ଟ୍ୟାକ୍ସିୱେରେ ମିଗ-୨୯ର ଚକ ଫାଟି ଯାଇଥିଲା । ଏଥିରେ କେହି ଆହତ ହୋଇ ନାହାନ୍ତି । ଏୟାରପୋର୍ଟ ଅଧିକାରୀ ସଙ୍ଗେ ସଙ୍ଗେ ଫସି ରହିଥିବା ବିମାନ ଯୋଗୁ ରନୱେକୁ…

RBI କାର୍ଯ୍ୟାଳୟକୁ ବମ ଲଗାଇ ଉଡେଇଦେବାକୁ ଧମକ, ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ଦାବୀ

ମୁମ୍ବାଇ; ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କାର୍ଯ୍ୟାଳୟକୁ ଏକ ଧମକପୁର୍ଣ୍ଣ ମେଲ ମିଳିଛି । ଏହି ଇମେଲରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି। ଯଦି ଇସ୍ତଫା ନଦିଅନ୍ତି ତେବେ RBI କର୍ଯ୍ୟାଳୟକୁ…