Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଜବ ନିୟମ: ସ୍କୁଲରେ ଶୌଚାଳୟ ବ୍ୟବହାର କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଦେଖାଇବାକୁ ହେବ ପାସ୍

ବେଜିଂ: ଗୁଆଙ୍ଗଡଙ୍ଗ ପ୍ରଦେଶର ୟାଙ୍ଗଜିଆଙ୍ଗ ସହରର ଏକ ଚାଇନିଜ୍ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୌଚାଳୟ ବ୍ୟବହାର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ 'ଶୌଚାଳୟ ପାସ୍' ଦେଖାଇବା ବାଧ୍ୟତାମୂଳକ ବୋଲି ନିୟମ କରିବା ପରେ ସମାଲୋଚିତ ହୋଇଛି। ଏକାସାଙ୍ଗରେ ଶ୍ରେଣୀ ଛାଡ଼ି ଯାଉଥିବା ଛାତ୍ରଛାତ୍ରୀଙ୍କ…

ଇସ୍ରାଏଲରେ ଯୁଦ୍ଧ ବେଳେ ଫସିଥିବା ବଲିଉଡ ଅଭିନେତ୍ରୀ ନୁସରତ ସ୍ବଦେଶ ମୁହାଁ

ନୂଆଦିଲ୍ଲୀ: ଇସ୍ରାଏଲରେ ହମାସ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ରହିଛନ୍ତି। ସେ ହାଇଫା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଥିଲେ, ଯେଉଁଠି ତାଙ୍କ ଫିଲ୍ମ 'ଅକେଲୀ'କୁ ଚୟନ କରାଯାଇଥିଲା। ଶନିବାର ଅପରାହ୍ନରେ ଭରୁଚାଙ୍କୁ ଶେଷ…

୯୧ ତମ ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ପରାକ୍ରମ: ଆଜି ଲୋକାର୍ପିତ ହେବ IAFର ନୂଆ ପତାକା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଇଏଏଫ୍ ଏହାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଆଜି ପ୍ରୟାଗରାଜରେ ବାର୍ଷିକ ବାୟୁସେନା ଦିବସ ପରେଡରେ ନିଜର ନୂତନ ପତାକା ଉନ୍ମୋଚନ କରିବ। ଏକ ବର୍ଷ ପୂର୍ବରୁ ଭାରତୀୟ ନୌସେନା ନିଜର ଔପନିବେଶ ଅତୀତକୁ ଛାଡି ପତାକା ପରିବର୍ତ୍ତନ କରିଥିଲା ।  …

ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ଶତାଧିକଙ୍କ ମୃତ୍ଯୁ, ହଜାରେରୁ ଅଧିକ ଆହତ

ଜେରୁଜେଲମ୍: ଦୀର୍ଘ ଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗାଜାରେ ଇସ୍ରାଏଲର ପାଲଟା ଆକ୍ରମଣରେ ଅନ୍ୟୂନ ୧୯୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୬୧୦ ଜଣ ଆହତ ହୋଇଛନ୍ତି। ଗାଜା…

ଆଫଗାନିସ୍ତାନରେ ଭୂମିକମ୍ପ; ଶତାଧିକ ମୃତ, ହଜାରେରୁ ଅଧିକ ଆହତ

କାବୁଲ: ଶନିବାର ପଶ୍ଚିମ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂକମ୍ପରେ ମୃତ୍ୟୁସଂଖ୍ୟା ପ୍ରାୟ ୧୨୦କୁ ବୃଦ୍ଧି ପାଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି। ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ କହିଛି ଯେ, ଏହି ଅଞ୍ଚଳର ସବୁଠାରୁ ବଡ଼ ସହର ହେରାତର ଉତ୍ତର-ପଶ୍ଚିମରେ ଏହାର…

ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ: ଇସ୍ରାଏଲର ସାଥ ଦେଲା ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହମାସ ଉଗ୍ରବାଦୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଇସ୍ରାଏଲ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି । ଇସ୍ରାଏଲ ଉପରେ ହୋଇଥିବା ହମାସର ଆକ୍ରମରକୁ ଆତଙ୍କବାଦୀ ଆକ୍ରମଣ ବୋଲି କହି ଏହାର କଡା ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ…

ଯୁଦ୍ଧ ବେଳେ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଶନିବାର ପାଲେଷ୍ଟାଇନରୁ ହାମସ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିବା ପରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ଆମ ଅତିଥି ଓ କ୍ରୁ ସଦସ୍ୟଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର 7 ତାରିଖରେ ଦିଲ୍ଲୀରୁ ତେଲ ଆବିବ ଅଭିମୁଖେ AI139 ଏବଂ ତେଲ…

ଇସ୍ରାଏଲ-ପାଲେଷ୍ଟାଇନ ଶତ୍ରୁତାର ଲମ୍ବା କାହାଣୀ: କାହିଁକି ଘଟିଲା ସଂଘର୍ଷ

ନୂଆଦିଲ୍ଲୀ:ଯୁଦ୍ଧମୁହାଁ ହୋଇଛନ୍ତି ଇସ୍ରାଏଲ୍-ପାଲେଷ୍ଟାଇନ ।   ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଆକ୍ରମଣର ଯବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛି ଇସ୍ରାଏଲ । ଆଜି ସକାଳେ ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ୍ । ପ୍ରାୟ ୫୦୦୦ ରକେଟ୍ ମାଡ଼ରେ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମୃତକଙ୍କ ପାଇଁ ଯୁବତୀ ଦେଲେ ପିଣ୍ଡଦାନ

ଗୟା : ସମ୍ପ୍ରତି ପିତୃପକ୍ଷ ଜାରି ରହିଛି । ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରୁଥିବା ନଜର ଆସିଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସେ ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ସୈନିକ ଓ ସାଧାରଣ ଲୋକଙ୍କ ଆତ୍ମାକୁ ଶାନ୍ତି…

୫୨ତମ ଜିଏସଟି ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ମିଲେଟ ଉପରୁ ହଟିବ ଟାକ୍ସ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୨ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମିଲେଟ ଉପରୁ ଟିକସ ଛାଡ, ଚିନି ସିରା ଉପରେ ଜିଏସଟି ହ୍ରାସ ପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି ।  ଏହାବ୍ୟତୀତ ଜିଏସଟି…