Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘କୁଲି’ ଙ୍କ ପାଇଁ ରାହୁଲଙ୍କୁ ଆକ୍ରମଣ କଲା ବିଜେପି !

ଭୁବନେଶ୍ୱର: କୁଲିମାନଙ୍କ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ। କେନ୍ଦ୍ର ସରକାର ଦେଶର କୁଲି ମାନଙ୍କ ମଜୁରି ବୃଦ୍ଧି କରିଛନ୍ତି। ଏ ବର୍ଗର ଷ୍ଟେସନ ଗୁଡିକରେ କୁଲିଙ୍କ ମଜୁରୀ ଶହେ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବି ବର୍ଗରେ ଶହେ ଟଙ୍କା କରାଯାଇଛି। ମଜୁରୀ…

ଲାଲକିଲ୍ଲାରେ କରିଥିବା ଘୋଷଣାର କାର୍ଯ୍ୟକାରୀ ନିମନ୍ତେ ସମୀକ୍ଷା ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲାଲ୍ କିଲ୍ଲା ଭାଷଣରେ କରିଥିବା ଘୋଷଣାର ସମୀକ୍ଷା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ, ଆଜି ଏହି ସମୀକ୍ଷା ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ।…

ପାଲେଷ୍ଟାଇନକୁ ଜବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଲା ଇସ୍ରାଏଲ, ଗାଜା ଉପରେ କଲା ଆକ୍ରମଣ

ନୂଆଦିଲ୍ଲୀ: ଇସ୍ରାଏଲ୍ ଉପରେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଆକ୍ରମଣର ଯବାବ ଦେବାକୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛି ଇସ୍ରାଏଲ । ଆଜି ସକାଳେ ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଉପରେ ଘନ ଘନ ରକେଟ୍ ମାଡ଼ କରିଛି ପାଲେଷ୍ଟାଇନ୍ । ପ୍ରାୟ ୫୦୦୦ ରକେଟ୍ ମାଡ଼ରେ କମ୍ପି ଉଠିଥିଲା ଇସ୍ରାଏଲ୍ । ଏହାର…

ବନ୍ୟାରେ ଭାସି ଯାଇଥିଲା ସେନା କ୍ୟାମ୍ପର ଗୋଳାବାରୁଦ: ଏବେ ତିସ୍ତା ନଦୀ ଗର୍ଭରେ ହେଉଛି ଭୟଙ୍କର ବିସ୍ଫୋରଣ

ଗଙ୍ଗଟକ: ସିକ୍କିମର ପ୍ରଳୟଙ୍କରୀ ବନ୍ୟା ସେନା କ୍ୟାମ୍ପରେ ରଚିଥିଲା ମୃତ୍ୟୁର ତାଣ୍ଡବ । ଅନେକ ଗାଡି ଭାସି ଯାଇଥିବାବେଳେ ୨୩ ଜଣ ଯବାନ ନିଖୋଜ ହେଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ଗାଡିକୁ ବି ଠାବ କରାଯାଇଛି । ଏବେ ସାମ୍ନାକୁ ଆସିଛି ଆହୁରି ଭୟଙ୍କର…

କାନାଡାରେ ବିମାନ ଦୁର୍ଘଟଣା: ୨ ଭାରତୀୟ ଟ୍ରେନି ପାଇଲଟ ମୃତ

ନୂଆଦିଲ୍ଳୀ:ଦୁଇ ଭାରତୀୟ ଟ୍ରେନି ପାଇଲଟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି ବୋଲି ଶନିବାର ସରକାରୀ ସ୍ତରରେ କୁହାଯାଇଛି । ଦୁଇ ମୃତ ଟ୍ରନି ପାଇଲଟ ହେଲେ ଅଭୟ ଗାଡ୍ରୁ  ଏବଂ ବିଜୟ ରାମୁଗଡେ ।  ଦୁଇ ୨…

ଏସୀୟ ପଦକରେ ଶତକ, ଭାରତର ଐତିହାସିକ ସଫଳତାକୁ ନେଇ ପୁରା ଦେଶ ଗର୍ବିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏସୀଆନ୍ ଗେମ୍ସରେ ଭାରତକୁ ୧୦୦ ପଦକ  । ହାଙ୍ଗଝୌରେ ଇତିହାସ ରଚିଛି ଭାରତ । ପ୍ରଥମଥର ପାଇଁ ଭାରତ ୧୦୦ ପଦକ ଜିତିଛି । ଏସୀୟ କ୍ରୀଡାରେ ଭାରତର ନୂଆ କୀର୍ତ୍ତିମାନ  । ମହିଳା କବାଡିରେ ଭାରତ ସ୍ବର୍ଣ୍ଣ ହାସଲ କରିଛି । ଚାଇନିଜ୍ ତାଇପେକୁ ୨୬-୨୫ରେ ଭାରତ ହରାଇଛି  । ଭାରତକୁ ୨୫…

ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ସେହି ବ୍ୟକ୍ତିର ଫୋନ ନମ୍ବର ଟ୍ରାକ କରି ବାଙ୍ଗାଲୁରୁରରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗିରଫ ପରେ ଅଭିଯୁକ୍ତକୁ ଦିଲ୍ଲୀ ଅଣାଯାଇଥିବା ସୂଚନା…

ସିକ୍କିମ ବନ୍ୟା: ୫୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଫସିଛନ୍ତି ୩ହଜାର ପର୍ଯ୍ୟଟକ, ଖରାପ ପାଗ କାରଣରୁ ଉଦ୍ଧାର…

ସିକ୍କିମ: ଉତ୍ତର-ପୂର୍ବ ସିକ୍କିମରେ ପ୍ରକୃତିର ଭୟଙ୍କର ରୁପ ଦେଖିବା ପାଇଁ ମିଳିଛି । ବାଦଲ ଫଟା ବର୍ଷା ଯୋଗୁଁ ହଠାତ୍ ବନ୍ୟା ଆସିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ସୁରକ୍ଷା କ୍ଷେତ୍ରରେ ନିୟୋଜିତ ଯବାନ ମଧ୍ୟ ଭାସିଯାଇଛନ୍ତି । ବର୍ତ୍ତମାନ…

ସାଇନବୋର୍ଡ କିମ୍ବା ଟାଇଟେଲରେ ଅପବ୍ୟବହାର ନକରିବାକୁ ଡାକ୍ତରଙ୍କୁ ଏନଏମସିର ଚେତାବନୀ

ନୂଆଦିଲ୍ଲୀ: ଜାତୀୟ ମେଡିକାଲ କମିସନ (ଏନ୍ଏମସି) ଡାକ୍ତରଙ୍କ ବୃତ୍ତିଗତ ଆଚରଣ ଉପରେ ଏକ ଇ-ବୁକ୍ ଜାରି କରିଛନ୍ତି, ଯେଉଁଥିରେ ଟାଇଟଲ୍ ଓ ସାଇନବୋର୍ଡ (ନାମଫଳକ)ର ଅପବ୍ୟବହାର ବିରୋଧରେ ଚେତାବନୀ ଦିଆଯାଇଛି। ଏହି ଇ-ବୁକରେ କୁହାଯାଇଛି ଯେ, ଡାକ୍ତରମାନେ ଅସ୍ବାଭାବିକ ଭାବେ ବଡ଼ ସାଇନବୋର୍ଡ…

ଟୁଇଟର, ୟୁଟ୍ୟୁବ ଏବଂ ଟେଲିଗ୍ରାମକୁ ନୋଟିସ୍ କରି ଶିଶୁ ଯୌନ ନିର୍ଯାତନା କଣ୍ଟେଣ୍ଟ ହଟାଇବାକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଏକ ନୋଟିସ ଜାରି କରିଛନ୍ତି। ଜେଡ୍ (ପୂର୍ବରୁ ଟୁଇଟର), ୟୁଟ୍ୟୁବ ଏବଂ ଟେଲିଗ୍ରାମ ଭଳି ସୋଶିଆଲ ମିଡିଆ କମ୍ପାନୀକୁ ନୋଟିସ୍ ଜାରି କରି ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର…