Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗିରଫ ପୂର୍ବରୁ ଅଭିଯୁକ୍ତଙ୍କୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।…

ଏନିଡିଏରେ ବିଆରଏସ ଯୋଗ ଦେବା ପ୍ରସଙ୍ଗ: ମୋଦୀଙ୍କ ଦାବିକୁ ମିଛ କହିଲେ କେସିଆର

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ଗସ୍ତକୁ ନେଇ ରାଜନୀତି ସରଗରମ। ଚଳିତ ବର୍ଷ ଶେଷରେ ତେଲେଙ୍ଗାନାରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ତେଲେଙ୍ଗାନାର ନିଜାମବାଦରେ ପହଞ୍ଚି ରାଜ୍ୟବାସୀଙ୍କୁ ଆଠ ହଜାରରୁ…

ଅବକାରୀ ଦୁର୍ନୀତି ମାମଲାରେ ଆପ ସାଂସଦ ସଞ୍ଜୟ ସିଂହ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଛି । ଇଡି ସାଂସଦଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ଘରେ ବୁଧବାର ସକାଳ ୭ଟାରେ ଛାପା ମାରିଥିଲେ । ସେଠାରୁ କିଛି କାଗଜପତ୍ର ମଧ୍ୟ ଜବତ…

ଉଜ୍ଜ୍ୱଳା ଯୋଜନାକୁ ନେଇ ବଡ଼ ଘୋଷଣା, ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟ (ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ) ରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ସହାୟତା ଯୋଗାଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦୀ ସରକାର ବର୍ତ୍ତମାନ ଏହି ଯୋଜନା…

ନୋବେଲ ପୁରସ୍କାର ୨୦୨୩: କ୍ୱାଣ୍ଟମ ଡଟସର ଆବିଷ୍କାର ଓ ସିନ୍ଥେସିସ ପାଇଁ ୩ ରସାୟନ ବିଜ୍ଞାନୀଙ୍କୁ ନୋବେଲ

ଷ୍ଟକହୋମ୍ : ରୟାଲ ସ୍ୱିଡିଶ ଏକାଡେମୀ ପକ୍ଷରୁ ୨୦୨୩ ପାଇଁ ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ଜଣ ବୈଜ୍ଞାନିକଙ୍କ ନାଁ ମନୋନୀତ କରାଯାଇଛି । ମାଉଙ୍ଗି ଜି. ବାୱେଣ୍ଡି, ଲୁଇସ ଇ. ବ୍ରୁସ ଓ ଆଲେକ୍ସି ଆଇ. ଏକିମୋଭଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପ୍ରଦାନ କରାଯିବ ।…

ନିର୍ବାଚନ ପୂର୍ବରୁ ଶିବରାଜ ସରକାରଙ୍କ ବଡ଼ ଘୋଷଣା, ସରକାରୀ ଚାକିରିରେ ମହିଳାଙ୍କୁ ୩୫% ସଂରକ୍ଷଣ

ଭୋପାଳ: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାର ମହିଳାଙ୍କୁ ନେଇ ଆଉ ଏକ ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରେ ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୫% ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ପ୍ରତ୍ୟକ୍ଷ ନିଯୁକ୍ତିରେ ମହିଳାମାନେ ୩୫ ପ୍ରତିଶତ ସଂରକ୍ଷଣ…

ବାରଣାସୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୮ଜଣଙ୍କ ଜୀବନ

ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ । ଗାଜିପୁର କର୍ଖିଆଭରେ ଏକ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ୩ ବର୍ଷର ଶିଶୁ ଗୁରୁତର ଆହତ ହୋଇଛି ।…

ଗାନ୍ଧୀ ପରିବାରରେ ନୂଆ ଅତିଥି ନୁରୀଙ୍କ ଏଣ୍ଟ୍ରି, ସୋନିଆଙ୍କୁ ଉପହାର ଦେଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଜଣେ ନୂତନ ସଦସ୍ୟ ପ୍ରବେଶ କରିଛନ୍ତି। ଏହି ସଦସ୍ୟ ହେଉଛି ଏକ କୁକୁର। ବିଶ୍ୱ ପ୍ରାଣୀ ଦିବସ ଅବସରରେ ରାହୁଲ ଗାନ୍ଧୀ ମାଆ ସୋନିଆ ଗାନ୍ଧୀଙ୍କୁ ଜ୍ୟାକ୍ ରସେଲ ଟେରିୟର ପ୍ରଜାତିର ଏକ କୁକୁର ଉପହାର ଦେଇଛନ୍ତି। କୁହାଯାଉଛି ଯେ ଏହି କୁକୁରର…

ରାଜସ୍ଥାନର ଦୌସା ଜିଲ୍ଲାରେ ଚାଞ୍ଚଲ୍ୟ: ପବ୍ଲିକ୍ ଟଏଲେଟ୍ ସଫା କରି ସ୍ବଚ୍ଛତାର ବାର୍ତ୍ତା ଦେଲେ ବିଧାୟକ

ରାଜସ୍ଥାନ : ପ୍ରଥମେ ଜୋତା ପଲିସ୍ ଆଉ ଏବେ ପବ୍ଲିକ ଟଏଲେଟ୍ ସଫା   କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ବିଧାୟକ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ଜିଲ୍ଲାରେ  ।  ଜଣେ ବିଧାୟକ ଉପ ଜିଲ୍ଲା ହସ୍ପିଟାଲରେ ପବ୍ଲିକ ଟଏଲେଟ୍‌ ସଫା କରୁଥିବା ନଜର ଆସିଛନ୍ତି  ।…

ଭୟଙ୍କର ଦୁର୍ଘଟଣା, ଟ୍ରେନ ଲାଇନକୁ ବସ ଖସି ୨୧ ମୃତ

ଇଟାଲି: ଇଟାଲି ଭେନିସରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ । ଅକାଳରେ ଚାଲିଗଲା ୨୧ ଜୀବନ । ମୃତକଙ୍କ ମଧ୍ୟରେ ୨ ଶିଶୁ ରହିଥିବା ସୂଚନା ରହିଛି । ଦୁର୍ଘଟଣାରେ ପାଖାପାଖି ୨୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି…