Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାରାଷ୍ଟ୍ର ସରକାରୀ ଡାକ୍ତରଖାନାରେ କମୁନି ମୃତ୍ୟୁର ତାଣ୍ଡବ: ନାନ୍ଦେଡ, ଔରଙ୍ଗାବାଦ ପରେ ଏବେ ନାଗପୁର ୨୫ ରୋଗୀଙ୍କ…

ନାଗପୁର: ମହାରାଷ୍ଟ୍ରର ନାନ୍ଦେଡ, ଔରଙ୍ଗାବାଦ ପରେ ଏବେ ନାଗପୁର ସରକାରୀ ଡାକ୍ତରଖାନାରେ ମୃତ୍ୟୁର ତାଣ୍ଡବ । ୨୪ ଘଣ୍ଟାରେ ୨୫ ରୋଗୀଙ୍କର ମୃତ୍ୟୁ ଘଟିସାରିଲାଣି   । ଏଠିକାର ୨ଟି ଭିନ୍ନ ଭିନ୍ନ ସରକାରୀ ଡାକ୍ତରଖାନାରେ ଏହି ୨୫ ରୋଗୀଙ୍କର ମୃତ୍ୟୁ ଘଟିଛି । ତେବେ ଏ ସଂକ୍ରାନ୍ତରେ ସବିଶେଷ…

ଲାଣ୍ଡ ଫର ଜବ୍ ଦୁର୍ନୀତି: ଲାଲୁ, ରାବଡିଙ୍କ ସମେତ ପରିବାରର ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ପାଟନା:ଲାଣ୍ଡ ଫର ଜବ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ତାଙ୍କ ପରିବାରକୁ ମିଳିଛି କୋର୍ଟ ଆଶ୍ୱସ୍ତି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ, ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ମିଳିଛି ଜାମିନ । ଲାଲୁ, ରାବଡୀଙ୍କ ସମେତ…

ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡଧରଣର ବନ୍ୟା : ଭାସିଗଲେ ୨୩ ଯବାନ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ସିକିମରେ ବାଦଲଫଟା ବର୍ଷା ଯୋଗୁଁ ବଡ ଅଘଟଣ ସାମ୍ନାକୁ ଆସିଛି  । ଉତ୍ତର ସିକ୍କିମର ଲାଚେନ୍ ଘାଟି ତୀସ୍ତା ନଦୀରେ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଛି  । ଫଳରେ ବନ୍ୟା ପାଣି ରେ ଫାସିଯାଇ ୨୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । କେବଳ ଯବାନ ନୁହଁନ୍ତି , ବହୁ ସଂଖ୍ୟାରେ ଗାଡି ମଟର…

ଅବକାରୀ ଦୁର୍ନୀତି ମାମଲାରେ ଆପ୍ ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ରେଡ୍

ନୂଆଦିଲ୍ଲୀ : ଦିଲ୍ଲୀର ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବାସଭବନରେ ଇଡି ରେଡ୍  । ଆଜି ସକାଳୁ ତାଙ୍କ ଝରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ ଜାରି ରହିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସେ ସମ୍ପୃକ୍ତ ଅଛନ୍ତି  । ଚଢାଉରେ ଇଡିର ବହୁ ବରିଷ୍ଠ…

ଅଳିଆଗଦାରେ ପକାନ୍ତୁନି ଏହି ୫ଟି ଜିନିଷ, ନହେଲେ ହେବ ଜେଲ

ୱାଶିଂଟନ୍‌: ଲୋକସଂଖ୍ୟା ବୃଦ୍ଧି ସହିତ ଆମର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେଉଛି । କିନ୍ତୁ ଏହି ସାମଗ୍ରୀ ଯେତେବେଳେ ବର୍ଜ୍ୟବସ୍ତୁ ପାଲଟୁଛି ତାର ପରିଚାଳନା ଏବେ ସମସ୍ୟା ଭାବେ ଉଭା ହୋଇଛି । ବିଶେଷକରି ପୁରୁଣା ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ସଠିକ ପରିଚାଳନା…

ହାଇଦ୍ରାବାଦ ପୌର ନିର୍ବାଚନ ପରେ ଏନଡିଏରେ ସାମିଲ ହେବାକୁ ଚାହୁଁଥିଲେ କେସିଆର: ମୋଦୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦାବି କରିଛନ୍ତି ଯେ ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ଚାହୁଁଥିଲେ। କିନ୍ତୁ ସେ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ…

ନ୍ୟୁଜ କ୍ଲିକ୍ ଉପରେ ରେଡ୍, ମୋଦୀ ସରକାରକୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ମୋଦୀ ସରକାର କ୍ଷମତାକୁ ଆସିବା ପରେ ସତ କହୁଥିବା ସାମ୍ବାଦିକଙ୍କୁ ଟାର୍ଗେଟ୍ କରି ଗଣମାଧ୍ୟମର କଣ୍ଠରୋଧ କରୁଥିବା ବିରୋଧୀ ଦଳ ଇଣ୍ଡିଆ ଗ୍ରୁପ୍ ଅଭିଯୋଗ କରିଛି। ବାମପନ୍ଥୀ ନ୍ୟୁଜ୍ ଓ୍ୱେବସାଇଟ୍ NewsClick ସହ ଜଡ଼ିତ 30 ଜଣ ସାମ୍ବାଦିକଙ୍କ ଘରେ ଦିଲ୍ଲୀ ପୁଲିସ ଚଢ଼ଉ କରିବା ପରେ…

‘ହଜାର ହଜାର ଆଫ୍ରୀକିୟଙ୍କ ଜୀବନ ବଞ୍ଚାଇବ ମ୍ୟାଲେରିଆ ଟିକା’

ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏକ ମ୍ୟାଲେରିଆ ଟିକା ପ୍ରସ୍ତୁତ କରିଛନ୍ତି ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦ୍ୱାରା ବ୍ୟବହାର ପାଇଁ ସୁପାରିଶ କରାଯାଇଛି। ଉଭୟ ସଂସ୍ଥାର ମିଳିତ ଉଦ୍ୟମ ଫଳପ୍ରଦ ହୋଇଛି ବୋଲି…

ଏମପିରେ ପରିସ୍ରା ଯୋଗୁ ବିଜେପି ଟିକେଟ କାଟିଲା, ଏବେ ଶୁକ୍ଳା ହେବେ ସ୍ୱାଧୀନ ପ୍ରାର୍ଥୀ!

ଭୁବନେଶ୍ୱର: ଛିଡୁନି ମଧ୍ୟପ୍ରଦେଶରେ ବିଜେପିର ଟିକେଟ ଅଡୁଆ। ଆଗାମୀ ନିର୍ବାଚନ ପାଇଁ ଦଳ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଟିକେଟ ଦେଇ ନୂଆ ଏକ୍ସପେରିମେଂଟ କରିଥିବା ବେଳେ ବହୁ ସିଟରେ ବିରୋଧ ଓ ବିଦ୍ରୋହ ଦେଖିବାକୁ ମିଳିଛି। ଏମପିର ଏମିତି ଏକ ଚର୍ଚ୍ଚିତ ସିଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା।…