Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଇଭ ସୋ’ ବେଳେ ବାଡାବାଡି ହେଲେ ଦୁଇ ପାକ୍ ନେତା: ଦେଖୁଥିଲା ସାରା ବିଶ୍ୱ

ଇସଲାମବାଦ: ପୁଣି ପାକିସ୍ତାନର ଅଭଦ୍ରାମୀ ସାମ୍ନାକୁ ଆସିଲା । ଏଥର ଭାରତ ବିରୋଧରେ ବିଷୋଦଗାର କରି ନୁହେଁ ବରଂ ନିଜ ନିଜ ଉପରକୁ କାଦୁଅ ଛାଟି ପଦାରେ ପକାଇଛି ନିଜର ଦୁର୍ଗୁଣ । ପାକିସ୍ତାନରେ ଏକ ରାଜନୈତିକ ଟକ ସୋ ଚାଲିଥାଏ ଟିଭିରେ । ସୋର ଲାଇଭ ଚାଲିଥାଏ । ହଠାତ ଦେଖିବାକୁ ମିଳିଲା…

କାବେରୀ ବିବାଦ: କର୍ଣ୍ଣାଟକ ବନ୍ଦ, ବିଭିନ୍ନ ସଙ୍ଗଠନର ସମର୍ଥନ

ବେଙ୍ଗାଲୁରୁ : ଥମୁନି କାବେରୀ ନଦୀ ଜଳ ବିବାଦ । ତାମିଲନାଡ଼ୁକୁ କାବେରୀ ନଦୀ ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ କରାଯାଉଛି  । ଆଜି ଏନେଇ କର୍ଣ୍ଣାଟକରେ ବନ୍ଦ ପାଳନ କରାଯାଉଛି  ।  ବିଭିନ୍ନ କନ୍ନଡ ଚାଷୀ ସଂଗଠନ ଏହାକୁ ସମର୍ଥନ କରୁଛନ୍ତି   । ରାଜ୍ୟର ସମସ୍ତ ହୋଟେଲ,…

ଶୀତ ଦିନ ପାଇଁ ୱିଣ୍ଟର ଆକ୍ସନ ପ୍ଲାନ ଜାରି: ଯାଞ୍ଚ ହେବ ଗାଡି, ଫୁଟିବନି ଆତସବାଜି

ନୂଆଦିଲ୍ଲୀ: ଆସୁଛି ଶୀତ ଋତୁ। ଶୀତ ଦିନେ ଦିଲ୍ଲୀରେ ବାୟୁ ପ୍ରଦୂଷ ବୃଦ୍ଧି ହୁଏ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରତିବର୍ଷ କିଛି ନା କିଛି ପଦକ୍ଷେପ ନେଇଥାନ୍ତି। ଚଳିତ ବର୍ଷ ବାୟୁ ପ୍ରଦୂଷଣରୁ ଆଶ୍ୱସ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ…

ପାକିସ୍ତାନରେ ମସ୍ଜିଦ ନିକଟରେ ଆତ୍ମଘାତୀ ବିସ୍ଫୋରଣ: ୩୪ ମୃତ

ଇସଲାମବାଦ:ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ବି ଅଛନ୍ତି । ଅନେକ ଲୋକ ଆହତ ହୋଇଛନ୍ତି । ପାକିସ୍ତାନୀ ଖବରକାଗଜ ଡନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିବିସି…

ସୁନା ଦୋକାନରୁ ୨୫ କୋଟିର ଗହଣା ଲୁଟ ଘଟଣାର ପର୍ଦ୍ଦାଫାଶ; ୩ ଚୋର ଛତିଶଗଡରୁ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜୁଏଲରୀ ଦୋକାନରୁ ୨୫ କୋଟି ଟଙ୍କାର ସୁନାଗହଣା ଲୁଟ ମାମଲାର ପର୍ଦ୍ଦାଫାଶ ହୋଇଛି । ପୋଲିସ ଛତିଶଗଡରୁ ୩ ଦୁର୍ବୃତ୍ତଙ୍କୁ ଗିରଫ କରିଛି । ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରୁ ରବିବାର ଦିନ ଏକ ଜୁଏଲରୀ ସପରୁ ୨୫ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିଲା । ଏହି…

ଦବୁଛି ଆମେରିକାର ନ୍ୟୁୟର୍କ ସହର : ସ୍ପଷ୍ଟ କଲା ନାସା

ନ୍ୟୁୟର୍କ: ଦବୁଛି ଆମେରିକାର ନ୍ୟୁୟର୍କ ସହର  । ନିକଟରେ ନାସା ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ।  ଯାହା ସମସ୍ତଙ୍କୁ ଅତ୍ୟନ୍ତ ଚକିତ କରିଛି। ରିପୋର୍ଟ ଅନୁଯାୟୀ, ଆମେରିକାର ନ୍ୟୁୟର୍କ ସିଟି ନିଜ ଓଜନ ହେତୁ ଧୀରେ ଧୀରେ ଚାପ ପକାଉଛି। ଏହାଦ୍ବାରା ସର୍ବ  ପ୍ରଥମେ ନ୍ୟୁୟର୍କରେ ଅବସ୍ଥିତ…

ଛାତ୍ରଙ୍କୁ ସହପାଠୀକୁ ଚାପୁଡା ମାରିବାକୁ କହି ଶିକ୍ଷୟତ୍ରୀ ଗିରଫ

ବେରେଲି: ଜଣେ ଛାତ୍ରୀ ପ୍ରଶ୍ନର ଉତ୍ତର ନଦେବାରୁ ଅନ୍ୟ ସମ୍ପ୍ରଦାୟର ଜଣେ ସହପାଠୀଙ୍କୁ ଚାପୁଡ଼ା ମାରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଗୁରୁବାର ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି। ୟୁପି ସମ୍ଭଲ ଜିଲ୍ଲା ଅସମୋଲି ଥାନା ଅନ୍ତର୍ଗତ…

ଝିଅ ବାହାଘର ପାଇଁ ଲକରରେ ରଖିଥିଲେ ୧୮ ଲକ୍ଷ ଟଙ୍କା; ସବୁ ଖାଇଦେଲା ଉଇ

ନୂଆଦିଲ୍ଲୀ: ବ୍ୟାଙ୍କ ଲକରରେ କ୍ୟାସ ରଖୁଛନ୍ତି କି? ଯଦି ରଖୁଛନ୍ତି ହୁଏତ ମହଙ୍ଗା ପଡିପାରେ । କାରଣ ଉତ୍ତରପ୍ରଦେଶ ମୁରାଦବାଦରେ ଜଣେ ମହିଳା ବ୍ୟାଙ୍କ ଲକରରେ ରଖିଥିବା ୧୮ ଲକ୍ଷ ଟଙ୍କାକୁ ଖାଇଯାଇଛି ଉଇ । ଟଙ୍କା ବଦଳରେ ଲକରରୁ ମହିଳାଙ୍କୁ ମିଳିଛି କେବଳ କାଗଜ ଗୁଣ୍ଡ । ମହିଳାଙ୍କ ଅଭିଯୋଗ…

ଉଜେୟନୀ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଅଟୋ ଚାଳକ ଗିରଫ

ଇନ୍ଦୋର: ନାବାଳିକା ଦୁଷ୍କର୍ମ ମାମଲାରେ ଅଟୋ ରିକ୍ସା ଚାଳକ ଗିରଫ। ଉଜ୍ଜେୟନୀ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ଜଣେ ଅଟୋ ଚାଳକ। ଯାହାଙ୍କ ଅଟୋରେ ଦୁଷ୍କର୍ମ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ଗିରଫ ହେବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ…

ଯଦି ଏଥର ଯାଞ୍ଚରେ କିଛି ନମିଳେ ତେବେ ପ୍ରଧାନମନ୍ତ୍ରୀ କଣ ଇସ୍ତଫା ଦେବେ? : କେଜ୍ରିୱାଲ

ନୂଆଦିଲ୍ଲୀ: ଘର ମରାମତି ମାମଲାରେ ସିବିଆଇ ତଦନ୍ତ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ ପଚାରିଛନ୍ତି ଯେ ଯଦି ଏଥର ତଦନ୍ତରେ କିଛି ମିଳୁନାହିଁ ତେବେ ପ୍ରଧାନମନ୍ତ୍ରୀ କଣ ଇସ୍ତଫା ଦେବେ ? ଏହା ପ୍ରଥମ ଘଟଣା…