Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ନେତା ଶାହନଓ୍ବାଜ ହୁସେନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନଓ୍ୱାଜ ହୁସେନଙ୍କୁ ମଙ୍ଗଳବାର ହୃଦଘାତ ହୋଇଥିବାରୁ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ଏହି 54 ବର୍ଷୀୟ ନେତା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ମଧ୍ୟ କାମ କରିଛନ୍ତି। ଶାହନଓ୍ୱାଜ…

ଶର୍ମିଳାଙ୍କ ହାତ ଧରୁନାହାନ୍ତି ରାହୁଲ, ଆଉ ବିଳମ୍ବ ହେଲେ ଦୁରେଇଯିବେ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତେଲେଙ୍ଗାନା ରାଜନୀତି ସେତିକି ସରଗରମ ହେଉଛି। ଦେଶର ପ୍ରମୁଖ ଚାରୋଟି ରାଜ୍ୟର ନିର୍ବାଚନ ଉପରେ ରାଜନୈତିକ ଦଳଗୁଡିକର ନଜର ରହିଥିବା ବେଳେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ ଉଦ୍ୟମକୁ ଜୋରଦାର କରୁଛି। ଲଗାତର ଶାସନ କ୍ଷମତାରେ ଥିବା…

୪୦ ବର୍ଷୀୟ ବ୍ୟକ୍ତଙ୍କ ପେଟରୁ ବାହାରିଲା ଇୟରଫୋନ, ଲକେଟ …ଆହୁରି ଅନେକ କିଛି

ମୋଗା: ପଞ୍ଜାବର ମୋଗା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ପେଟରେ ଯନ୍ତ୍ରଣା ହେଉଥିବା ନେଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ପ୍ରାରମ୍ଭିକ ଚିକିତ୍ସାରେ ସେ ସୁସ୍ଥ ନ ହେବାରୁ ତାଙ୍କର ସ୍କାନ କରାଯାଇଥିଲା । ସ୍କାନ ରିପୋର୍ଟ ଦେଖି ଡାକ୍ତର…

୨୬/୧୧ ଆକ୍ରମଣର ଦୋଷୀ ତହବ୍ବୁର ରାଣା ବିରୋଧରେ ୪୦୫ ପୃଷ୍ଠା ଚାର୍ଜ ସିଟ୍ ଦାଖଲ

ମୁମ୍ବାଇ: ମୁମ୍ବାଇ କ୍ରାଇମ ବ୍ରାଞ୍ଚ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଦୋଷୀ ତହବ୍ବୁର ରାଣାଙ୍କ ବିରୋଧରେ ୪୦୫ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ପାକିସ୍ତାନୀ ମୂଳର କାନାଡିୟ ନାଗରିକଙ୍କ ବିରୋଧରେ ଏହା ହେଉଛି ଚତୁର୍ଥ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍। ୟୁଏପିଏ ଏବଂ ଏକ୍ସପ୍ଲେସିଭ ଅଧିନିୟମ…

ଷ୍ଟାର ପ୍ରଚାରକ ମୋଦୀ; ଯେଉଁଠାରେ ମୋଦୀଙ୍କ ପାଦ ପଡିଛି, ସେଠି କଂଗ୍ରେସ ଜିତିଛି: ପୱନ ଖେଡ଼ା

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ମଙ୍ଗଳବାର କଂଗ୍ରେସ ଦାବି କରିଛି ଯେ ବିଜେପି ପରାଜୟ ଗ୍ରହଣ କରିଥିବାରୁ ନିର୍ବାଚନ ପୂର୍ବରୁ ଫଳାଫଳ ସ୍ପଷ୍ଟ ହୋଇଛି। ମୁଖ୍ୟ ବିରୋଧୀ ଦଳର ଗଣମାଧ୍ୟମ ବିଭାଗର ମୁଖ୍ୟ ପୱନ ଖେଡା ମଧ୍ୟ…

୭୦୦ଫୁଟ ଗଭୀର ଗୁମ୍ଫାରୁ ମିଳିଲା ରହସ୍ୟମୟ ପୋଖରୀ, ଲୋକେ ଦେଖି ହୋଇଗଲେ ତାଜୁବ

ନୂଆଦିଲ୍ଲୀ: ଆମେରିକାର ନିଉ ମେକ୍ସିକୋରେ ଆବିଷ୍କୃତ ହୋଇଛି 'କ୍ଷୀରରେ ପରିପୂର୍ଣ୍ଣ' ଏକ ରହସ୍ୟମୟ ପୋଖରୀ | ଲେଚୁଗୁଇଲା ଗୁମ୍ଫାରେ କାର୍ଲସବେଡ କେଭର୍ସର ୭୦୦ ଫୁଟ ତଳୁ ଏହାର ଆବିଷ୍କାର ହୋଇଛି । ଏହା ଦୁନିଆର ସବୁଠୁ ବଡ ଏବଂ ଗଭୀର ଗୁମ୍ଫା ମଧ୍ୟରୁ ଅନ୍ୟତମ । ଆଜି ଯାଏଁ ଏହି ରହସ୍ୟମୟୀ ପୋଖରୀ…

ନିୟମରେ ବଦଳି କଲା FCRA; ଏଣିକି ବିଦେଶୀ ଚାନ୍ଦାରୁ ସୃଷ୍ଟି ସମ୍ପତ୍ତି ତାଲିକା ଦେବେ ବେସରକାରୀ ସଙ୍ଗଠନ

ନୂଆଦିଲ୍ଲୀ: ବୈଦେଶିକ ଯୋଗଦାନ ନିୟମାବଳୀ ଅଧିନିୟମ (FCRA) ଅନୁଯାୟୀ ପଞ୍ଜୀକୃତ ଏନଜିଓଗୁଡ଼ିକୁ ବର୍ତ୍ତମାନ ବିଦେଶୀ ପାଣ୍ଠି ବ୍ୟବହାର କରି ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ପ୍ରଦାନ କରିବେ। ଅର୍ଥାତ୍ ଏଫସିଆରଏ ନିୟମରେ ବଦଳି କରିଛି। ବିଦେଶୀ…

କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

ମୁମ୍ବାଇ: ଘୋଷଣା ହୋଇଛି ଭରତୀୟ ସିନେମାର ସବୁଠାରୁ ବଡ ସମ୍ମାନଜନକ ପୁରଷ୍କାର “ଦାଦା ସାହେବ ଫାଲକେ ପୁରସ୍କାର” । ବର୍ଷିୟାନ କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଦାଦା ସାହେବ ଫାଲ୍‌କେ ପୁରସ୍କାର । ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ।…

ରୋଜଗାର ମେଳା: ୫୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୫୧ ହଜାର କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନ ମନ୍ତ୍ରୀ ମୋଦି । ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ୪୬ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାର ଉଦଘାଟନ କରିବା ସହ ସେଠାରେ ଉପସ୍ଥିତ ସମସ୍ତ ଯୁବକ-ଯୁବତୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ବିଶେଷ…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ୯୧ତମ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ,…

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ୯୧ତମ ଜନ୍ମଦିନ । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ମୋଦି ସୋସିଆଲ ମିଡିଆ ଏକ୍ସରେ…