Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ‘ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ’: ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍

ନୂଆଦିଲ୍ଲୀ: ପରିବେଶ ଆମକୁ ବଞ୍ଚିବା ପାଇଁ ସବୁକିଛି ଯୋଗାଇଥାଏ । ଯେପରିକି ଖାଦ୍ୟ, ବାସଗୃହ ଏପରିକି ପୋଷାକ ମଧ୍ୟ ପରିବେଶରୁ ମିଳୁଥିବା ଜିନିଷରୁ ତିଆରି କରାଯାଏ । ତେଣୁ ଆମକୁ ସୁସ୍ଥ ରହିବା ପାଇଁ ପ୍ରକୃତି ଏବଂ ପରିବେଶର ଯତ୍ନ ନେବା ନିହାତି ଆବଶ୍ୟକ | ଆମେ ରହୁଥିବା ସ୍ଥାନ କିପରି ସବୁବେଳେ…

ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବା ପ୍ରସଙ୍ଗ: ଆଜି ବେଙ୍ଗାଲୁରୁ ବନ୍ଦ ଡାକରା, ୧୪୪ ଧାରା ଲାଗୁ , ସ୍କୁଲ କଲେଜ ଛୁଟି

ବେଙ୍ଗାଲୁରୁ : ପଡୋଶୀ ତାମିଲନାଡୁକୁ କାଭେରୀ  ନଦୀ ଜଳ ଛାଡିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିରୋଧ ଚାଲିଛି  । ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।    ଆଜି କର୍ଣ୍ଣାଟକ କାର୍ଯ୍ୟକର୍ତ୍ତା ବତ୍ତଲ ନାଗରାଜଙ୍କ ନେତୃତ୍ୱରେ 'କନ୍ନଡ ଓକୁଟା' ବ୍ୟାନରରେ କର୍ଣ୍ଣାଟକ ବନ୍ଦ…

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ: ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ଉତ୍ସବରେ ହେବେ…

ଗୁଜୁରାଟ : ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥାତ୍ ୨୬ ଏବଂ ୨୭ ତାରିଖ ଗୁଜୁରାଟରେ ରହିବେ । ଏହି ସମୟରେ ସେ ଗୁଜୁରାଟ ବିଶ୍ୱସ୍ତରୀୟ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଦୁଇ ଦିନିଆ ଗସ୍ତ…

ଆର୍ଥିକ ସଙ୍କଟ ବେଳେ ସରକାରୀ ଜମିରେ ଚାଷ କରିବ ପାକିସ୍ତାନ ସେନା, ଯୋଜନାକୁ ନେଇ ଭିନ୍ନମତ

ନୂଆଦିଲ୍ଲୀ: ଶତ୍ରୁ ଦେଶ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନ ସେନା ୧ ନିୟୁତ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ଖାଦ୍ୟଶସ୍ୟ ଚାଷ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେତେକ ସେନାର ଦେଶକୁ ସାହାଯ୍ୟ କରିବା ପାଇଁ…

୮ ଦିନ ବିଳମ୍ବରେ ଦେଶରୁ ଫେରିବା ଆରମ୍ଭ କଲା ମୌସୁମୀ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୧୭ ତାରିଖର ସ୍ୱାଭାବିକ ତାରିଖଠାରୁ ୮ ଦିନ ବିଳମ୍ବରେ ଅର୍ଥାତ୍ ୨୦୨୩ ସେପ୍ଟେମ୍ବର ୨୫ ତାରିଖ ସୋମବାର ଦିନ ଭାରତରୁ ମୌସୁମୀ ଫେରିଯିବା ଆରମ୍ଭ କରିଛି। ଏହା ହେଉଛି ଲଗାତର ୧୩ତମ ବିଳମ୍ବିତ ମୌସୁମୀ…

ନିର୍ବାଚନ ପୂର୍ବରୁ ନିମ୍ନ ମଧ୍ୟବିତ୍ତ ପରିବାରର ଭୋଟ୍ ହାତେଇବାକୁ ମୋଦୀ ସରକାରର ମେଗା ପ୍ଲାନ୍!

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଆସନ୍ତା ୫ ବର୍ଷ ମଧ୍ୟରେ କ୍ଷୁଦ୍ର ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସବସିଡି ଯୁକ୍ତ ଋଣ ପ୍ରଦାନ କରିବା ପାଇଁ ୬୦୦ ବିଲିୟନ୍ ଟଙ୍କା ଖର୍ଚ୍ଚ କରିବାକୁ ବିଚାର କରୁଛନ୍ତି। ଖବର ସରବରାହ ସଂସ୍ଥା ରୟଟର୍ସ ପକ୍ଷରୁ ଏହି ସୂଚନା ମିଳିଛି। ଏହି ଯୋଜନା ଦୁଇ ମାସ…

ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରିତାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ଗତ ସପ୍ତାହରେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ପୁଣି ଥରେ ରାଜନୈତିକ ବିବାଦ ଦେଖାଦେଇଛି। ଆଜି କଂଗ୍ରେସର ୨୧ ନେତ୍ରୀ ୨୧ ସହରରେ ଏହି ପ୍ରସଙ୍ଗରେ ପ୍ରେସମିଟ୍ କରି କେନ୍ଦ୍ରର ମୋଦୀ ସରକାରକୁ ଟାର୍ଗେଟ କରିଥିବା ବେଳେ ପ୍ରଧାନମନ୍ତ୍ରୀ…

ବିଜେପି ସହିତ ସମ୍ପର୍କ ଛିନ୍ନ କରି ଏନଡିଏରୁ ଓହରିଲା ଜୟଲଳିତାଙ୍କ ଦଳ ଏଆଇଏଡିଏମକେ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ଶାସକ ଦଳ ଏଆଇଏଡିଏମକେର ସୁପ୍ରିମୋ ଏ. କେ. ପଲାନିସ୍ୱାମୀ ବିଜେପି ସହ ମେଣ୍ଟ ଭାଙ୍ଗି ଏନଡିଏରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ସୋମବାର  ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମକର୍ତା ଓ ଜିଲ୍ଲା ସମ୍ପାଦକମାନଙ୍କ…

ଓଡ଼ିଶା ସମେତ ୫ ରାଜ୍ୟରେ ଇଏମଆରଏସ ପାଇଁ ‘ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ’ର ୨ୟ ପର୍ଯ୍ୟାୟ ଆରମ୍ଭ

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଜାତୀୟ ଆଦିବାସୀ ଛାତ୍ର ସୋସାଇଟୀ (ଏନଇଏସଟିଏସ୍) ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଥିବା ୫୪ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ)ରେ 'ଆମାଜନ ଫ୍ୟୁଚର…

ଏହି ରାଜ୍ୟରେ ଅର୍ଗାନ ଡୋନର୍ସଙ୍କୁ ମୃତ୍ୟୁ ପରେ ମିଳିବ ରାଜକୀୟ ସମ୍ମାନ

ମାଡ୍ରାସ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସୋମବାର ଏକ ବଡ ଘୋଷଣା କରିଛନ୍ତି । ଆଗକୁ ରାଜ୍ୟର ଅର୍ଗାନ ଡୋନର୍ସଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନରେ କରାଯିବ । ଯେଉଁମାନେ ଅଙ୍ଗଦାନ କରନ୍ତି ସେମାନେ ଅନେକ ବ୍ୟକ୍ତିଙ୍କ ଜୀବନ ବଂଚାଇଥାନ୍ତି । ଏହା ଏକ ବଳିଦାନ ସଦୃଶ…