Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିପଦ ଯଦି ବିଶ୍ଵବ୍ୟାପୀ ହୁଏ, ମୁକାବିଲାର ଉପାୟ ମଧ୍ୟ ବିଶ୍ୱସ୍ତରୀୟ ହେବା ଉଚିତ୍: ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ…

ନୂଆଦିଲ୍ଲୀ: ଆଇନ ବୃତ୍ତିର ଅଭିଜ୍ଞତା ସ୍ୱାଧୀନ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କାମ କରିଛି  ।  ଆଜିର ନିରପେକ୍ଷ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଭାରତ ପ୍ରତି ବିଶ୍ୱର ବିଶ୍ୱାସକୁ ସୁଦୃଢ଼ କରିବାରେ ସହାୟକ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଭାରତରେ ମହିଳାଙ୍କ ନେତୃତ୍ବାଧୀନ…

ଲୁଚାଛପାରେ ନ୍ୟୁକ୍ଲିୟର କ୍ଷମତା ବୃଦ୍ଧି କରୁଛନ୍ତି ଚୀନ, ରୁଷିଆ, ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱକୁ ପରମାଣୁ ଅସ୍ତ୍ର ସମ୍ପର୍କରେ ପାଠ ପଢ଼ାଉଥିବା ଚୀନ, ଆମେରିକା ଓ ରୁଷିଆ ଲୁଚାଛପାରେ ଏହାର କ୍ଷମତା ବୃଦ୍ଧି କରୁଥିବା ଜଣାପଡିଛି । ଏହି ୩ଟି ଦେଶ ପରମାଣୁ ପରୀକ୍ଷଣ ପାଇଁ ସ୍ଥାନ ଚିହ୍ନଟ କରିଥିବା ସାଟେଲାଇଟ ଚିତ୍ରରୁ ଜଣାପଡିଛି । ଚୀନ ଜିନଜିଆଙ୍ଗ ପ୍ରଦେଶରେ, ରୁଷିଆ…

ଏକକାଳୀନ ନିର୍ବାଚନ ଆୟୋଜନ ସମ୍ପର୍କିତ କମିଟିର ପ୍ରାଥମିକ ବୈଠକ: ରାଜନୈତିକ ଦଳ ଓ ଲ’ କମିଶନଙ୍କୁ ମାଗିଲେ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨ ତାରିଖର ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।…

ଟ୍ରେନରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଗୁଜରାଟ: ଟ୍ରେନରେ ଲାଗିଲା ନିଆଁ । ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍‌ସଫର ଏକ୍ସପ୍ରେସର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କ୍ଷଣି ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଜେନେରେଟର କମ୍ପାର୍ଟମେଣ୍ଟ ପ୍ରଥମେ ନିଆଁ…

ୟୁପିରେ ସୋନିଆଙ୍କ ରାଏବରେଲି ଦଖଲ ପାଇଁ ବିଜେପିର ପ୍ଲାନ !

ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଅଧିକ ସିଟ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ପୂର୍ବରୁ ୟୁପି ଉପରେ ଦଳର ଫୋକସ ଥିଲେ ମଧ୍ୟ ଘୋଷି ଉପନିର୍ବାଚନରେ ଦଳ ହାରିବା ପରେ ପୁଣିଥରେ ସ୍ୱତନ୍ତ୍ର ରଣନୀତି ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁଥିପାଇଁ…

ନୂଆ ସଂସଦ ଭବନକୁ ମୋଦି ମଲ୍ଟିପ୍ଲେକ୍ସ କହିଲେ ଜୟରାମ, ବିଜେପି କହିଲା ଏହା ଭାରତୀୟଙ୍କୁ ଅସମ୍ମାନ

ଭୁବନେଶ୍ୱର: ନୂଆ ସଂସଦ ଭବନରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ନୂଆ ସଂସଦ ଭବନକୁ ନେଇ ଜୋରଦାର ପ୍ରଚାର ପ୍ରସାର କରାଯାଉଥିବା ବେଳେ ଏହାକୁ ନେଇ ରାଜନୈତିକ ଲଢେଇ ଜୋର ଧରିଛି । ନୂଆ ସଂସଦ ଭବନର ନିର୍ମାଣଶୈଳୀକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ପ୍ରଶ୍ନ ଉଠାଇଛନ୍ତି। ନୂଆ…

ରାଜସ୍ଥାନରେ ସ୍କୁଟିରେ ବୁଲିଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଭିନ୍ନ ବର୍ଗଙ୍କ ସହ ଭିନ୍ନ ଭିନ୍ନ ବେଶରେ ଦେଖିବାକୁ ମିଳୁଛି। ସାଧାରଣ ଲୋକଙ୍କ ସହ ସାମିଲ ହୋଇ ଚର୍ଚ୍ଚାରେ ରହିଛନ୍ତି ରାହୁଲ। ପୂର୍ବରୁ ଡେଲିଭରି ବୟଙ୍କ ସହ ସ୍କୁଟିରେ ବୁଲିବା ସହ ଟ୍ରକ ଚାଳକଙ୍କ ସହ ଟ୍ରକରେ ଯାତ୍ରା କରିବା। ପରେ…

ଦେଶକୁ ମିଳିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ, ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଲଗାତାର ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ସଂଖ୍ୟାକୁ ବୃଦ୍ଧି କରୁଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏକା ସାଙ୍ଗରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଇବେ ।…

ମୁମ୍ବାଇରେ ଚାଞ୍ଚଲ୍ୟ: ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡି ମାରିଲା ମାଆ

ମୁମ୍ବାଇ: ରକ୍ଷକ ସାଜିଲା ଭକ୍ଷକ  । ୪୦ ଦିନର ପିଲାକୁ ନିଜ ହାତରେ ହତ୍ୟା କରିଛି ଜନ୍ମକଲା ମାଆ  । ଏମିତି କିଛି ଘଟଣା ଘଟିଛି  ମୁମ୍ବାଇ ସହରରେ  । ସୂଚନା ମୂତାବକ ମୁମ୍ବାଇର ମୁଲୁନ୍ଦ ଅଞ୍ଚଳର ଜଣେ ଭିନ୍ନକ୍ଷମ ମହିଳା ନିଜର ଶିଶୁ କନ୍ୟାକୁ ୧୪ ମହଲା କୋଠାରୁ ଫୋପାଡି ହତ୍ୟା କରିଛନ୍ତି ।…

ବାରଣାସୀରେ ଇଣ୍ଟନାଶନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; କହିଲେ, ଏହାର ଡିଜାଇନ ମହାଦେବଙ୍କ…

ବାରାଣାସୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଗସ୍ତରେ ଯାଇ ସେଠାରେ  ଇଣ୍ଟରନାଶନାଲ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବହୁ ବଡବଡ ନେତା ସାମିଲ ହୋଇଥିଲେ । ଏକ ସାଧାରଣ ସଭାକୁ ସମ୍ବୋଧିତ କରି…