Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆକାଶମାର୍ଗରେ ଦାଦାଗିରି ଦେଖାଇଲା ଚୀନ: ଆମେରିକା ବିମାନକୁ ଖସାଇବାକୁ ଚେଷ୍ଟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ପୁଣି ତେଜିଲା ଆମେରିକା-ଚୀନ ବିବାଦ ।  ତାଇବାନକୁ ନେଇ ଚୀନ-ଆମେରିକା ବିବାଦ ଦିନକୁ ଦିନ  ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ଦାବି କରିଛି, ଚୀନ ଦକ୍ଷିଣ ଚୀନ ସାଗରରେ ରୁଟିନ ଅପରେଶନ ଜାରି ରଖିଛି । ସେତିକି ନୁହେଁ, ଆମେରିକା ବୟୁସେନାର ବି-୫୨ ବିମାନକୁ  ରୋକିବାକୁ…

ହଠାତ ଦୁଇ ମନ୍ତ୍ରୀଙ୍କୁ ଚୀନ୍ ରାଷ୍ଟ୍ରପତି କଲେ ବହିଷ୍କାର, ଅସୁରକ୍ଷିତ ନା ଶକ୍ତିଶାଳୀ ହେବାକୁ ପଦକ୍ଷେପ?

ବେଜିଂ: ତିନି ମାସ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ମନୋନୀତ ଦୁଇ ଜଣ ହାଇ ପ୍ରୋଫାଇଲ୍ ମନ୍ତ୍ରୀଙ୍କୁ ବିନା କୌଣସି ସରକାରୀ ସ୍ପଷ୍ଟୀକରଣରେ ହଟାଇ ଦିଆଯାଇଛି। ଏହା ସି ଜିନପିଙ୍ଗଙ୍କ କ୍ଷମତା ଓ ରାଜନୈତିକ ଅଭିଳାଷ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେତେକ ବିଶ୍ଳେଷକ ମତ…

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ହିମନ୍ତ ଏବଂ ପ୍ରିୟଙ୍କାଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ…

କତାରରେ ଆଠ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ନ୍ୟାୟଗତ ଲଢ଼େଇ କରିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଆଠ ଜଣ ପୂର୍ବତନ କର୍ମଚାରୀଙ୍କୁ ଗୁପ୍ତଚର ଅଭିଯୋଗରେ କାତାରରେ ଫାଶୀ ଦଣ୍ଡାଦେଶ ନିଷ୍ପତ୍ତିକୁ ଭାରତ ନିନ୍ଦା କରିଛି। ଏପରିକି ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏକଦା ପ୍ରମୁଖ ଭାରତୀୟ…

ମହୁଆଙ୍କ ବିଦେଶ ଗସ୍ତ ବାବଦରେ ଗୃହମନ୍ତ୍ରାଳୟକୁ ରିପୋର୍ଟ ମାଗିପାରେ ଏଥିକ୍ସ କମିଟି

ନୂଆଦିଲ୍ଲୀ: ଲୋକସଭାର ଏଥିକ୍ସ କମିଟି ଗୃହ ମନ୍ତ୍ରାଳୟକୁ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରାଙ୍କ 5 ବର୍ଷର ବିଦେଶ ଗସ୍ତର ସବିଶେଷ ତଥ୍ୟ ଦେବାକୁ କହିପାରେ। ଆଜି ଏଥିକ୍ସ କମିଟି ବୈଠକ ବସିବା ପରେ ଏହି ସୂଚନା ମିଳିଛି। ମହୁଆ ତାଙ୍କ ବିଦେଶ ଗସ୍ତ ପାଇଁ ଲୋକସଭାକୁ ସୂଚନା ଦେବା…

ମୟୂରକୁ ମାରିବା ଅଭିଯୋଗରେ ତିନି ଓଡ଼ିଆ ଯୁବକ କର୍ଣ୍ଣାଟକରେ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ବନ ବିଭାଗ ପକ୍ଷରୁ ଗୁରୁବାର ଦିନ ମାରାନାୟକନାପାଲିଆ ଗାଁରେ ମୟୂରକୁ ମାରିବା ଅଭିଯୋଗରେ ଓଡ଼ିଶାରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଟିଙ୍ଗ ନାୟକ, ବୈଶାଖ ଡାଭୁ ଓ ଡୁବା କପାତ। ମିଳିଥିବା ସୂଚନା ଅନୁଯାୟୀ, ଏହି ତିନି ଜଣ ବ୍ୟକ୍ତି…

ବାବ୍ରି ମସଜିଦର ଆଧାରଶୀଳା ରଖିବାକୁ ପିଏମ ମୋଦିଙ୍କୁ ମୁସଲିମ ସମ୍ପ୍ରଦାୟର ଅପିଲ

ଲକ୍ଷୌ:  ଅଯୋଧ୍ୟାରେ ଜାନୁଆରୀ ୨୨ରେ ପ୍ରତିଷ୍ଠା ହେବ ରାମ ମନ୍ଦିର । ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯିବ ମନ୍ଦିର । ହେଲେ ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଧନ୍ନିପୁରରେ ନିର୍ମାଣ ହେବାକୁ ଥିବା ମସଜିଦର କାର୍ଯ୍ୟ ଏପର୍ଯ୍ୟନ୍ତ…

ଏମପିରେ ହେମାମାଳିନୀଙ୍କୁ ନଚାଇ ଫସିଗଲେ ଗୃହମନ୍ତ୍ରୀ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିର ପିଛା ଛାଡ଼ୁନି ବିବାଦ। ଦଳର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଭିତରେ ବିଦ୍ରୋହ ଏବେ ବି ଜାରି ରହିଛି। ଏ ଭିତରେ ପ୍ରଚାର ବେଳେ ଏମପିର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କର ଏକ ମନ୍ତବ୍ୟକୁ ନେଇ ବଡ଼ ବିବାଦ ଛିଡା ହୋଇଛି। ପୂର୍ବରୁ ଜଣେ ଆଦିବାସୀଙ୍କ…

ତେଲେଙ୍ଗାନାରେ କଂଗ୍ରେସକୁ ଜିତାଇ ଦେବନି ବିଜେପି, ମୋଦି, ଶାହାଙ୍କ ବଡ ପ୍ଲାନ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ବିଭିନ୍ନ ଓପିନିଅନ ପୋଲରେ କୁହାଯାଇଛି। ଏପରିକି ବିଆରଏସକୁ ମାତ ଦେଇ କଂଗ୍ରେସ ଏଥର କ୍ଷମତା ଦଖଲ କରିପାରେ ବୋଲି କୁହାଯାଉଛି। କିନ୍ତୁ ଅନ୍ୟତମ ପ୍ରମୁଖ ଦଳ ବିଜେପି…

ଚନ୍ଦ୍ରଗହଣ ପାଇଁ ଦିନରେ ହେବ ଗଙ୍ଗା ଆଳତୀ, ଭାଙ୍ଗିବ ୩୨ ବର୍ଷର ପରମ୍ପରା

ଲକ୍ଷ୍ନୌ: ଚନ୍ଦ୍ରଗ୍ରହଣ ହେତୁ ମା' ଗଙ୍ଗାଙ୍କ ଆଳତୀ ସନ୍ଧ୍ୟାରେ ନହୋଇ ଦିନରେ ଅନୁଷ୍ଠିତ ହେବ । ଦୀର୍ଘ ୩୨ ବର୍ଷରେ ଚତୁର୍ଥଥର ପାଇଁ ଗଙ୍ଗା ଆଳତୀ ସନ୍ଧ୍ୟାରେ ନହୋଇ ଦିନରେ କରାଯିବ । ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବା ସୂତାକ ଅବଧି ପୂର୍ବରୁ ଆଳତୀ ଅନୁଷ୍ଠିତ ହେବ ।…