Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଟିନ ଫିଟ୍ ଆଣ୍ଡ ଫାଇନ୍, ଅସୁସ୍ଥ ଖବର ଗୁଜବ କହିଲା କ୍ରେମଲିନ୍

ମସ୍କୋ: ରବିବାର ସନ୍ଧ୍ୟାରେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ଏକ ରୁଷୀୟ ଟେଲିଗ୍ରାମ୍ ଚ୍ୟାନେଲରେ ଖବର ପ୍ରକାଶିତ ପରେ ଏହାକୁ ଗୁଜବ ସୃଷ୍ଟି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି। କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି ଯେ ପୁଟିନ ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି।…

ହମାସ ଆତଙ୍କବାଦୀଙ୍କ ହାତରେ କେମିକାଲ ଅସ୍ତ୍ର !

ତେଲ ଅଭୀବ: ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଲଢ଼େଇ ଥମିବାର ନାମ ଧରୁନି । ଇସ୍ରାଏଲ ରାଷ୍ଟ୍ରପତି ଇସହାକ ହର୍ଜୋଗଙ୍କ ଏକ ବୟାନ ଚାଂଚଲ୍ୟ ସୃଷ୍ଟି କରିଛି । ସେ କହିଛନ୍ତି ହମାସ ଆତଙ୍କବାଦୀଙ୍କ ଆତରେ କେମିକାଲ ଅସ୍ତ୍ର ରହିଛି । ଆତଙ୍କବାଦୀଙ୍କଠାରୁ ମିଳିଥିବା ଏକ ମ୍ୟାନୁଆଲରେ ଏ ସମ୍ପର୍କରେ…

ନବରାତ୍ରୀରେ ମା’ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ଜମ୍ମୁ: ନବରାତ୍ରୀ ଅବସରରେ ମା' ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ସମାଗମ ହୋଇଛି । ଜଗତଜନନୀଙ୍କ ଦର୍ଶନ ଲାଗି ଦେଶର ବିଭିନ୍ନ କୋଣ ଅନୁକୋଣରୁ ପହଞ୍ଚଛନ୍ତି ଶ୍ରଦ୍ଧାଳୁ । ଜମ୍ମୁର ରିୟାସୀ ଜିଲ୍ଲା ଅନ୍ତର୍ଗତ ତ୍ରିକୁଟ ପର୍ବତରେ ଅବସ୍ଥିତ ମା' ବୈଷ୍ଣୋ ଦେବୀଙ୍କ ମନ୍ଦିରରେ…

କାର ଓ ବସ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୭ ମୃତ, ଅନେକ ଆହତ

ଚେନ୍ନାଇ: ତାମିଲନାଡୁର ତିରୁବନାମଲାଇ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଓ ବସର ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆସାମର ପାଞ୍ଚ ଜଣ ଶ୍ରମିକ ଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ…

ଆତଙ୍କୀ ଗଡ଼ ଧ୍ୱଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍, ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ। ଆତଙ୍କୀ ଗଡ଼କୁ ସମୂଳେ ଧ୍ବଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍। ହମାସକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଇସ୍ରାଏଲର ଲଗାତାର ପ୍ରୟାସ ଜାରି ରହିଛି। ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼…

ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ କେତେ ରହିଛି ପେଟ୍ରୋଲ-ଡିଜେଲ ମୂଲ୍ୟ?

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି । ଯାହାର ପ୍ରଭାବ ଜାତୀୟ ସ୍ତରରେ ମଧ୍ୟ ପଡିଥିବା ପରିଲିକ୍ଷିତ ହେଉଛି । ରାଜ୍ୟ ସ୍ତରରେ ଲାଗୁ ହୋଇଥିବା ଟିକସ ଯୋଗୁଁ ବିଭିନ୍ନ ରାଜ୍ୟର ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ରହିଛି ।…

ତାୱାଙ୍ଗରେ ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ରାଜନାଥ

ଇଟାନଗର: ଆଜି ପବିତ୍ର ବିଜୟାଦଶମୀ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଶସ୍ତ୍ର ପୂଜା କରିବା ସହ ବିଜୟାଦଶମୀ ପାଳନ କରିଛନ୍ତି। ଏହାସହ ତାୱାଙ୍ଗର ଚୀନ୍ ସୀମାରେ ଥିବା ଯୁଦ୍ଧ ସ୍ମାରକୀରେ ସହିଦ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଦୁଇ ବନ୍ଧକଙ୍କୁ ଛାଡିଲା ହମାସ: ସେପଟେ ଇସ୍ରାଏଲର ଘୋଷଣା-ଗାଜାରେ ହମାସ ଶାସନ ରହିବ ନାହିଁ

ଗାଜା:ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ । ହମାସ ପକ୍ଷରୁ ଦାବି କରାଯାଇଛି, ଗାଜା ପଟ୍ଟିରେ ଇସ୍ରାଏଲ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେପଟେ ଇସ୍ରାଏଲ ସରକାର ପକ୍ଷରୁ କୁହାଯାଇଛି, ଗାଜା ପଟ୍ଟିରେ ହମାସର…

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ହୃଦଘାତ: ଶୋଇବା ଘର ଚଟାଣରେ ପଡିଥିଲେ

ମସ୍କୋ:ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦୀର୍ଘମାସ ଧରି ଅନେକ କଥା ଶୁଣିବାକୁ ମିଳେ । ଏମିତି ସ୍ଥିତିରେ ପୁଟିନଙ୍କୁ ହୃଦଘାତ ହୋଇଥିବା ଖବର ଶୁଣିବାୁ ମିଳିଛି । ଏହି ଖବର ଟେଲିଗ୍ରାମ ଗ୍ରୁପ ଜେନେରାଲ ଏସବିଆରଙ୍କ ସୂତ୍ରରୁ ଜାଣିବାକୁ ମିଳିଛି । ଏହି…

ତାଇବାନରେ ସକାଳୁ ସକାଳୁ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୬

ତାଇପେ: ତାଇୱାନ ରାଜଧାନୀ ତାଇପେରେ ମଙ୍ଗଳବାର ସକାଳୁ ସକାଳୁ ଅନୁଭୂତ ହୋଇ ଯାଇଛି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରହିଛି । ଏଥିସହିତ ନେପାଳରେ ମଧ୍ୟ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନିଉଜ ଏଜେନ୍ସି ରଏଟର୍ସର ସୂଚନା ଅନୁଯାୟୀ, ଭୂକମ୍ପ ପ୍ରଭାବରେ ତାଇପେର…