Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଜମ୍ମୁ-କଶ୍ମୀରରେ ପ୍ରାୟ ଶେଷ ହୋଇଛି ଆତଙ୍କବାଦ, କମିଛି ଭୟର ବାତାବରଣ’

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପ୍ରାୟ ଶେଷ ହୋଇସାରିଛି ଏବଂ ଏହାର ଅବଶିଷ୍ଟ ମୂଳ ମଧ୍ୟ ଶୀଘ୍ର ହଟାଯିବ । ମଙ୍ଗଳବାର ଗଣମାଧ୍ୟମକୁ ଏପରି କହିଛନ୍ତି ଜମ୍ମୁ-କଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ । ସେ କହିଛନ୍ତି ଯେ, ୨୦୨୩ରେ କେବଳ ୧୦ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦରେ ସାମିଲ…

ନିଆରା ଢଙ୍ଗରେ ପ୍ରତିବାଦ, କୁମ୍ଭୀର ସହ ବିଦ୍ୟୁତ କେନ୍ଦ୍ରରେ ପହଞ୍ଚିଲେ ଚାଷୀ

ବେଙ୍ଗାଲୁରୁ : କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଚାଷୀମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି । ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ଚାଷୀମାନେ ସାଙ୍ଗରେ ଏକ କୁମ୍ଭୀର ଆଣି ପାୱାର ହାଉସ କାର୍ଯ୍ୟାଳୟରେ ପ୍ରତିବାଦ କରିଛନ୍ତି । କୁମ୍ଭୀରକୁ ଦେଖି ପାୱାର…

ଦେଶର ପ୍ରଥମ ଏୟାର ମାର୍ଶଲ କପଲ

ନୂଆଦିଲ୍ଲୀ: ଆପଣ ଡାକ୍ତର ଦମ୍ପତି, ସାମ୍ବାଦିକ ଦମ୍ପତି, ଶିକ୍ଷକ ଦମ୍ପତି ଏପରିକି ଆଇଏଏସ ଦମ୍ପତି ଏବଂ ଆଇପିଏସ ଦମ୍ପତି ନିଶ୍ଚୟ ଦେଖିଥିବେ । କିନ୍ତୁ ଥ୍ରୀ ଷ୍ଟାର ଦମ୍ପତିଙ୍କ ବିଷୟରେ କେବେ ଶୁଣିଛନ୍ତି । ଏହି ଥ୍ରୀ ଷ୍ଟାର ଦମ୍ପତି ପାଇବା ବିରଳ । କିନ୍ତୁ ଏମିତି ଏକ ଦ୍‌ମ୍ପତି ଅଛନ୍ତି,…

ହମାସ-ଇସ୍ରାଏଲ ଯୁଦ୍ଧ: ‘ମହାସଙ୍କଟର ସାମ୍ନା କରିପାରେ ବିଶ୍ବ ଅର୍ଥନୀତି’

ରିୟାଦ: ଗତ ୭ ତାରିଖରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯାହା ଆଗାମୀ ଦିନରେ ମାନଙ୍କରେ ବିଶ୍ବ ଅର୍ଥନୀତି ଉପରେ ସଙ୍କଟ ହୋଇ ଠିଆହେବ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ ବ୍ୟାଙ୍କର ସଭାପତି ଅଜୟ ବଙ୍ଗା । ବିଶ୍ବ ବ୍ୟାଙ୍କର ସଭାପତି କହିଛନ୍ତିଯେ, ଇସ୍ରାଏଲ…

ରାଜସ୍ଥାନ ବିଧାନସଭା ନିର୍ବାଚନ: ୧୫ ଦିନରେ ନଗଦ ୨୪୪ କୋଟି ଟଙ୍କା ଜବତ

ଜୟପୁର: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ଥାନରେ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ଗତ ୧୫ ଦିନ ମଧ୍ୟରେ ୨୪୪ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ବେଆଇନ ସାମଗ୍ରୀ ଜବତ କରିଛନ୍ତି ।…

ବିଜୟା ଦଶମୀରେ ଅସ୍ତ୍ର ପୂଜା ଭାରତ ଆଧିପତ୍ୟ ପାଇଁ ନୁହେଁ ବରଂ ସୁରକ୍ଷା ପାଇଁ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତରେ କୌଣସି ଭୂମି ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ନୁହେଁ ବରଂ ନିଜ ଭୂମିର ସୁରକ୍ଷା ପାଇଁ ଅସ୍ତ୍ର ପୂଜା କରାଯାଏ। ବିଜୟା ଦଶମୀରେ ଶସ୍ତ୍ର ପୂଜାର ପରମ୍ପରା ରହିଛି। ଭାରତ ମାଟିରେ କୌଣସି…

କେବଳ ଏସି ପାଇଁ ଭାରତର ବିଜୁଳି ଚାହିଦା ଆଫ୍ରିକାର ମୋଟ୍ ବ୍ୟବହାରକୁ ଅତିକ୍ରମ କରିବ!

ନୂଆଦିଲ୍ଲୀ: ଏୟାର କଣ୍ଡିସନର  ବା ଏସି ପାଇଁ ଭାରତର ବିଦ୍ୟୁତ୍ ଚାହିଦା ୨୦୫୦ ସୁଦ୍ଧା ୯ ଗୁଣ ବୃଦ୍ଧି ପାଇବ, ଯାହାକି ଆଜି ଆଫ୍ରିକାର ମୋଟ ବିଦ୍ୟୁତ୍ ବ୍ୟବହାରଠାରୁ ଅଧିକ। ଭାରତର ଜନସଂଖ୍ୟା ବୃଦ୍ଧି, ସହରୀକରଣ, ଆୟ ବୃଦ୍ଧି ଭଳି ଅନେକ କାରଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ଇଣ୍ଟରନ୍ୟାସନାଲ…

ମହାରାଷ୍ଟ୍ରରେ ବିୟର ବିକ୍ରି କାହିଁକି କମିଗଲା? ସିନ୍ଦେ ସରକାର କରିବେ ଅନୁଧ୍ୟାନ

ମୁମ୍ବାଇ: ମହାରାଷ୍ଟ୍ରରେ ବିୟର ବିକ୍ରିରେ ହଠାତ୍ ହ୍ରାସ ଘଟିଛି। ମହାରାଷ୍ଟ୍ର ସରକାର ଏଥିପାଇଁ ଚିନ୍ତିତ, କାରଣ ମୁଦ୍ରାସ୍ଫୀତି ବୃଦ୍ଧି ପଛରେ ରାଜ୍ୟ ଗୁଡିକରେ ମଦ ବିକ୍ରିର ଅବଦାନ ରହିଛି। ତେଣୁ ମହାରାଷ୍ଟ୍ରରେ ବିୟର ବ୍ୟବହାର କମିବା କାରଣରୁ ରାଜସ୍ୱ ହ୍ରାସ ପାଇଛି। ମହାରାଷ୍ଟ୍ରରେ ବିୟର…

ହାରିବା ଡର ! ମୋଦିଙ୍କ ସହ ମଞ୍ଚରେ ବସିବାକୁ ମନାକଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଅଡୁଆ ବଢିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ଶାସକ ଏମଏନଏଫ ନେତା ଜୋରମଥାଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସହ ଗୋଟିଏ ମଞ୍ଚରେ ବସିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ସବୁଠୁ ଭଲ ହେବ କି ପ୍ରଧାନମନ୍ତ୍ରୀ ମୋଦି…

ଶ୍ରୀଲଙ୍କା ଗଲେ ଦେବାକୁ ପଡିବନି ଭିସା ଶୁଳ୍କ, ତାଲିକାରେ ଅଛି ଏହି ୬ଟି ଦେଶ

କଲୋମ୍ବ: ଦଶହରାରେ ଯାତ୍ରୀଙ୍କୁ ଶ୍ରୀଲଙ୍କା ସରକାରଙ୍କ ଉପହାର । ଆଜି କ୍ୟାବିନେଟ ନେଇଛି ଏକ ବଡ ନିଷ୍ପତ୍ତି । ଏହା ଅଧୀନରେ ବର୍ତ୍ତମାନ ଶ୍ରୀଲଙ୍କା ଯିବାକୁ ହେଲେ ଆଉ ଦେବାକୁ ପଡିବନି ଭିସା ଶୁଳ୍କ । ଭାରତ ସମେତ ୬ଟି ଦେଶର ଲୋକଙ୍କୁ ଭିସା ପାଇଁ ଶୁଳ୍କ ଛାଡ କରିଛି ସରକାର । ଭିସା ଫ୍ରି…