Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମ ଏସିଆ ଉତ୍ତେଜନା ମଧ୍ୟରେ ଭାରତର ପ୍ରସ୍ତୁତି ସମୀକ୍ଷା, CCS ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ 

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନୂଆଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି (CCS) ବୈଠକର ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଜାରି ରହିଥିବାରୁ ଭାରତର ସ୍ୱାର୍ଥର ସୁରକ୍ଷା ପାଇଁ…

ବଙ୍ଗଳା ନିର୍ବାଚନ: ବିଜେପି ପ୍ରାର୍ଥୀଙ୍କ ପାଇଁ ପାମ୍ପଲେଟ୍ ବାଣ୍ଟୁଛନ୍ତି CRPF ଯବାନ!

କୋଲକାତା: ଆଗକୁ ଅଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଏହି ରାଜ୍ୟରେ ନିର୍ବାଚନ ପୂର୍ବରୁ ସିଆରପିଏଫ ଜବାନ ମୁତୟନ ହୋଇସାରିଛନ୍ତି। ଏହାରି ଭିତରେ ତୃଣମୂଳ କଂଗ୍ରେସ ଉକ୍ତ ସିଆରପିଏଫ ଯବାନଙ୍କୁ ନେଇ ଏକ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ ସାରା…

Bou Buttu Bhuta at INCA 2026: ମୁମ୍ବାଇ ମଞ୍ଚରେ, ଓଡ଼ିଆ ସିନେମାର ଗର୍ଜନ…ଭାବ ବିହ୍ୱଳ ହୋଇପଡ଼ିଲେ…

ମୁମ୍ବାଇ/ଭୁବନେଶ୍ୱର: ଆଗରେ ବସିଥିଲେ ବଲିଉଡ୍ ଟଲିଉଡର ଦିଗଗଜ୍ ଏକାସାଙ୍ଗରେ ୪ ଆୱାର୍ଡ଼ ହାତେଇଲା ଓଡ଼ିଆ ସିନେମା ମାୟାନଗରୀରେ ଓଡ଼ିଆ ସିନେମାର ବଡ଼ ବିଜୟ ସମସ୍ତଙ୍କ ମୁହଁରେ ଥିଲା ଜୟ ଜଗନ୍ନାଥ ନୂଆ ଚମକଦାର ସକାଳ ଦେଖୁଛି ଓଡ଼ିଆ ସିନେମା। ଦମନ ପରେ ପୁଣି ଆଉ ଏକ ସିନେମା…

ଶେଷ ହେଲା କି ତୈଳ-LPG ସଙ୍କଟ? ହର୍ମୁଜ୍ ପ୍ରଣାଳୀ ଖୋଲିବା ଦ୍ୱାରା ଲାଭବାନ ହେବ ଭାରତ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ଶୁକ୍ରବାର (୧୭ ଏପ୍ରିଲ, ୨୦୨୬) ହର୍ମୁଜ୍ ପ୍ରଣାଳୀକୁ ପୁଣି ଥରେ ଖୋଲିବାକୁ ନିଷ୍ପତ୍ତି ନେଇଛି। ଏହା ଭାରତ ପାଇଁ ଏକ ସ୍ୱାଗତଯୋଗ୍ୟ ଖବର। ଭାରତ ଏହାର ପ୍ରାୟ ୫୦ ପ୍ରତିଶତ ତୈଳ ଆବଶ୍ୟକତା ପାଇଁ ଏହି ମାର୍ଗ ଉପରେ ନିର୍ଭର କରେ…

ୟୁ-ଟର୍ଣ୍ଣ ନେଲେ ଟ୍ରମ୍ପ, ଭାରତ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତକୁ ଖୁସି ଖବର ଦେଲେ ଟ୍ରମ୍ପ। ହର୍ମୁଜ୍ ସଙ୍କଟ ମଧ୍ୟରେ ଭାରତ ପାଇଁ କଲେ ବଡ଼ ଘୋଷଣା। ସାରା ବିଶ୍ୱରେ ଚହଳ। ହର୍ମୁଜ୍ ସଙ୍କଟ ମଧ୍ୟରେ, ଆମେରିକା ଏକ ବଡ଼ ୟୁ-ଟର୍ନ ନେଇଛି। ଆମେରିକା ରୁଷୀୟ ତୈଳ ଉପରେ ଏକ ଘୋଷଣା କରିଛି ଯାହା ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ଦେବ। ଆମେରିକା…

ଘାଟିରେ ଭ୍ୟାନ ଖସିପଡ଼ିବାରୁ କେରଳର ଶିକ୍ଷକଙ୍କ ସମେତ ୯ ଜଣଙ୍କର ମୃତ୍ୟୁ

ତାମିଲନାଡୁ: ଶୁକ୍ରବାର ଦିନ ତାମିଲନାଡୁର ଭାଲପାରାଇ-ପୋଲାଚି ଘାଟି ରାସ୍ତାରେ ଏକ ଭ୍ୟାନ ନିୟନ୍ତ୍ରଣ ହରାଇ ଖସି ଯିବାରୁ କେରଳର ୯ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଗାଡ଼ିରେ ୨୦ ଜଣ ଯାତ୍ରୀ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। କେରଳରେ ପଞ୍ଜିକୃତ ପର୍ଯ୍ୟଟନ…

Jharkhand Encounter:ଏନକାଉଣ୍ଟରରେ ୧୫ ଲକ୍ଷ ପୁରସ୍କାର ବହନ କରିଥିବା ଶହଦେବ ସମେତ ଚାରି ନକ୍ସଲ ନିହତ

ରାଞ୍ଚି: ଝାଡ଼ଖଣ୍ଡର ଚତ୍ରାରେ ପୋଲିସ ନକ୍ସଲବାଦୀଙ୍କ ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛି । ଚତ୍ରା ଏବଂ ହଜାରୀବାଗ ସୀମାରେ ଏକ ଏନକାଉଣ୍ଟରରେ ଚାରି ଜଣ କୁଖ୍ୟାତ ନକ୍ସଲବାଦୀ ନିହତ ହୋଇଛନ୍ତି। ନିହତ ଚାରି ଜଣଙ୍କ ମଧ୍ୟରେ ୧୫ ଲକ୍ଷ ଟଙ୍କା ପୁରସ୍କାର ବହନ କରୁଥିବା ଶହଦେବ ମହତୋ ଏବଂ ନତାଶା…

Women’s Reservation Bill: ବିଲ୍ ପାସ୍ ନହେବା ପରେ ବିରୋଧୀଙ୍କୁ ଅମିତଙ୍କ ଚେତାବନୀ;କହିଲେ-ପ୍ରତ୍ୟେକ ନିର୍ବାଚନରେ…

ନୂଆଦିଲ୍ଲୀ:ଫେଲ୍ ମାରିଲା ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍‌ । ଲୋକସଭାରେ ଫେଲ୍ ମାରିଛି ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ସଂଶୋଧନ ବିଲ୍। ଏହାପରେ ଅମିତ ଶାହ କହିଛନ୍ତି, "ଆଜି ଲୋକସଭା ଏକ ଅତ୍ୟନ୍ତ ଅଦ୍ଭୁତ ଦୃଶ୍ୟ ଦେଖିଲା। ନାରୀ ଶକ୍ତି ବନ୍ଦନା ଆଇନ ପାଇଁ ଆବଶ୍ୟକ ସମ୍ବିଧାନ…

ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍, ଆଉ ୨ ବିଲ୍ ସହ କଣ ହେବ…

ନୂଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂଶୋଧନ ବିଲ୍ ଲୋକସଭାରେ ଫେଲ ମାରିଛି। ବିଲ୍ ପାସ୍ ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ୨୦୨୯ ଲୋକସଭା ନିର୍ବାଚନରୁ କାର୍ଯ୍ୟକାରୀ ହେବାକୁ ଥିବା…