Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଣିପୁରରେ ପୁଣି ତେଜିଲା ହିଂସା: କୁକି ସମ୍ପ୍ରଦାୟର ୩ ଯୁବକଙ୍କୁ ହତ୍ୟା

ଇମ୍ଫାଲ: ଦୁଇ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା । କୁକି ସମ୍ପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି  । ନାଗା ବହୁଳ ଉଖରୁଲ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ସଶସ୍ତ୍ର…

ଆନ୍ଧ୍ର କବଜାରେ ଓଡିଶାର ୫ଜଣ ମତ୍ସ୍ୟଜୀବୀ

ଛତ୍ରପୁର: ଆନ୍ଧ୍ର ମତ୍ସ୍ୟଜୀବୀଙ୍କ କବଜାରେ ଓଡିଶାର ୫ ମତ୍ସଜୀବୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସମସ୍ତ ମତ୍ସ୍ୟଜୀବୀ ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀର ବୋଲି ସୂଚନା ମିଳିଛି । ୧୯ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ…

ବାରାଣସୀରେ ଆରମ୍ଭ ହେଲା ୱାଇ-୨୦ ଶିଖର ସମ୍ମିଳନୀ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ରୁଦ୍ରାକ୍ଷ ଆନ୍ତର୍ଜାତିକ ସହଯୋଗ ଓ କନଭେନ୍‌ସନ ସେଣ୍ଟରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୱାଇ-୨୦ ଶିଖର ସମ୍ମିଳନୀ । ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ…

ଛତିଶଗଡରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିରୁ ଲଢ଼ିବେ ବଘେଲ

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏକ ବଡ଼ ଗେମ ଖେଳିଛି। ଛତିଶଗଡ଼ରେ କଂଗ୍ରେସ ଶାସନରେ ଥିବାବେଳେ କ୍ଷମତା ବଜାୟ ରଖିବାକୁ ଦଳ ଉଦ୍ୟମକୁ ଜୋରଦାର କରିଛି। ଦଳ ଭିତରେ ଥିବା ଅନ୍ତଃକନ୍ଦଳକୁ ମ୍ୟାନେଜ କରିବା ପାଇଁ ଟି ଏସ ସିଂଦେଓଙ୍କୁ ଶେଷ ପର୍ଯ୍ୟାୟରେ…

ବିଜେପିକୁ ବଦଳାଇଦେଲା କର୍ଣ୍ଣାଟକ, ହାରୁଥିବା ସ୍ଥାନରେ ହେଲା ଆଗୁଆ ପ୍ରାର୍ଥୀ ଘୋଷଣା !

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇନି କିନ୍ତୁ ବିଜେପି ଯଥେଷ୍ଟ ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ନେଇ ରାଜନୈତିକ ଚର୍ଚ୍ଚା ତୀଵ୍ର ହେବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସି ପ୍ରାର୍ଥୀ ଚୟନରେ…

ସଫଳତାର ଆଉ ଏକ ପାଦ: ଚନ୍ଦ୍ରଯାନ-୩ର ଡିବୁଷ୍ଟିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ, ପଠାଇଲା ଚନ୍ଦ୍ରର ସୁନ୍ଦର ଫଟୋ

ଶ୍ରୀହରିକୋଟା:ଚନ୍ଦ୍ରଯାନ-୩କୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ସଫଳତାର ଖବର ।  ବିକ୍ରମ ଲାଣ୍ଡର ଚନ୍ଦ୍ରର ଖୁବ ନିକଟତର ହୋଇ ପାରିଛି । ତାର ଅତ୍ୟାଧୁନିକ କ୍ୟାମେରାରେ କଏଦ କରିଛି ଚନ୍ଦ୍ର ପୃଷ୍ଣର ସୁନ୍ଦର ଚିତ୍ର । ଏହି ଫଟୋକୁ ଇସ୍ରା ତାର ଅଫିସିଆଲ ଟୁଇଟରରେ ସେୟାର କରିଛି । ଏହି ଖବର…

୨୦୨୪ରେ କେଉଁଠୁ ନିର୍ବାଚନ ଲଢିବେ ରାହୁଲ, ପ୍ରିୟଙ୍କା : ଘୋଷଣା କଲେ ୟୁପି କଂଗ୍ରେସ ଅଧ୍ୟକ୍ଷ

ବାରାଣାସୀ: ୨୦୨୪ ନିର୍ବାଚନକୁ ନେଇ କଂଗ୍ରସ  କମର ସଜାଡିଲାଣି । ଘନଘନ ବୈଠକ କରି କିଏ କେଉଁଠୁ ଛିଡା ହେବ, କେଉଁଠି କେତେ ପ୍ରାର୍ଥୀ ଦେବ ସେ ନେଇ ହିସାବନିକାସ କରୁଥିବାବେେଳେ ରାହୁଲ ଗାନ୍ଧୀ କେଉଁଠୁ ନିର୍ବାଚନ ଲଢିବେ ସେ ନିଷ୍ପତ୍ତି ମଧ୍ୟ ନେଇ ସାରିଲେଣି ।  ରାହୁଲ ଗାନ୍ଧୀ ୨୦୨୪…

ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ପାଟନା: ବଢିଲା ଲାଲୁ ଯାଦବଙ୍କ ସମସମ୍ୟା। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ରଦ୍ଦ କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ଲାଲୁଙ୍କ ଜାମିନକୁ ରଦ୍ଦ କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା ଏବଂ ଶୀଘ୍ର ଶୁଣାଣି…

ଉତ୍ତର ଭାରତର ତିନୋଟି ରହସ୍ୟମୟ ସ୍ଥାନ, ଯାହା ପର୍ଯ୍ୟଟକ ମାନଙ୍କର ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ସଂସ୍କୃତି, ଖାଦ୍ୟ ଏବଂ ପ୍ରାକୃତିକ ସୋନ୍ଦର୍ଯ୍ୟ ଦୃଷ୍ଟିରୁ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ବେଶ୍ ମନୋରମ । ଏହି ରାଜ୍ୟଗୁଡିକ ସେମାନଙ୍କର ସୁନ୍ଦର ଉପତ୍ୟକା, ଜଳପ୍ରପାତ, ବିସ୍ତୃତ ପାହାଡ଼ିଆ ଅଞ୍ଚଳ ଏବଂ ଚିତ୍ରକଳା ଦୃଶ୍ୟ ପାଇଁ ମଧ୍ୟ ଜଣାଶୁଣା । ଏହାର ସୌନ୍ଦର୍ଯ୍ୟ ଦେଶ ତଥା…

ସାମ୍ବାଦିକଙ୍କ ଘରେ ପଶି ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପାଟନା: ବିହାରର ଅରରିୟାଠାରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସାମ୍ବାଦିକଙ୍କ ନାଁ ବିମଳ କୁମାର ଯାଦବ । ବିମଳ ‘ଦୈନିକ ଜାଗରଣ’ର ସାମ୍ବାଦିକ ବୋଲି ଜଣାପଡିଛି । ଘଟଣା ଆଜି ସକାଳ ଘଟିଛି । ୪ ଜଣ ବ୍ୟକ୍ତି ତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ଏହି…