Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରମ୍ଭ ହେଲା ଦେଶର ବୃହତ ଆଇଟି ଓ ଟେଲିକମ୍ ମେଳା, IMC କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆନୁଷ୍ଠାନିକ ଭାବେ ନୂଆଦିଲ୍ଲୀ ଠାରେ ଆରମ୍ଭ ହୋଇଛି ସପ୍ତମ ଜାତୀୟ ମୋବାଇଲ କଂଗ୍ରେସ ପ୍ରଦର୍ଶନୀ । IMCର ଚଳିତ ବର୍ଷର ଥିମ୍‌ ରହିଛି ‘Global Digital Innovation’ । ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଏହି ମହାସମ୍ମେଳନକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶିକ୍ଷକଙ୍କ ତାଲିବାନୀ ସଜା: ଯୁବକଙ୍କୁ ବନେଟ ଉପରେ ଝୁଲାଇ ୧୦ କିମି ବୁଲାଇଲେ

ଅମୃତସର:ପଞ୍ଜାବର ସୁଲତାନପୁର ଲୋଧିରୁ ଆସିଛି ହୃଦୟ ବିଦାରକ ଘଟଣା । ଏଠାରେ ଜଣେ ଶିକ୍ଷକ ଯୁବକଙ୍କୁ ଗାଡିରେ ଧକ୍କା ଦେଲେ ।ଏହା ପରେ ଯୁବକଙ୍କୁ ଗାଡିର ବନେଟ ଉପରେ ଝୁଲାଇ ପ୍ରାୟ ୧୦ କିମି ବୁଲାଇଲେ । ପୀଡିତ ଯୁବକଙ୍କ କହିବା ଅନୁଯାୟୀ ସେ ଲୋଧିର ଏକ ଘରୋଇ ଏକାଡେମୀରେ ଆଇଲେଟ୍ସ…

କିଏ ଏହି ୮ ନୌସେନା ଅଧିକାରୀ ? କାହିଁକି ମୃତ୍ୟୁ ଦଣ୍ଡାଦେଶ ଦେଲା କତାର ?

ନୂଆଦିଲ୍ଲୀ: ଭାରତର ୮ ପୂର୍ବତନ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି କତାର । କତାରର ଏପରି ଦଣ୍ଡାଦେଶରେ ଭାରତ ସ୍ତବ୍ଧ । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ଆଇନ ଅନୁସାରେ ସେମାନେ କିପରି ମୁକୁଳିବେ ସେ ନେଇ ଆମେ ଉଦ୍ୟମ ଆରମ୍ଭ ହୋଇଛି । ତେବେ ସବୁଠାରୁ ବଡ କଥା ଭାରତ କିମ୍ବା କତାର…

ପାରା ଏସୀୟ କ୍ରୀଡା: ପ୍ରମୋଦ ଭଗତ ଓ ଶୀତଳ ଦେବୀଙ୍କୁ ଗୋଲ୍ଡ ମେଡାଲ

ନୂଆଦିଲ୍ଲୀ : ପାରା ଏସୀୟ କ୍ରୀଡାରେ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ  । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ  । ନିତେଶ କୁମାରଙ୍କ ହରାଇ ସେ ସ୍ବର୍ଣ୍ଣ ଜିତିଛନ୍ତି  । ପ୍ରମୋଦ ଫାଇନାଲରେ ୨୨-୨୦, ୧୮-୨୧ , ୨୧-୧୯ରେ ଜିତିଛନ୍ତି  ।  ୨୦୧୦ରେ ଏକକ ଓ ଯୁଗଳରେ…

ଗାଜା ଉପରେ ଇସ୍ରାଏଲର ଆଖିବୁଜା ଆକ୍ରମଣ: ୪୧ ବନ୍ଧକଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଇସ୍ରାଏଲ ଗାଜା ମଧ୍ୟରେ ଲଗାତାର ୨୧ ଦିନ ଧରି ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ମିଶି ୮,୫୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏମାନଙ୍କ ୩ ହଜାର ଶିଶୁ ଥିବା କୁହାଯାଉଛି । ୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିଥିଲା ।…

ଆକାଶମାର୍ଗରେ ଦାଦାଗିରି ଦେଖାଇଲା ଚୀନ: ଆମେରିକା ବିମାନକୁ ଖସାଇବାକୁ ଚେଷ୍ଟା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ପୁଣି ତେଜିଲା ଆମେରିକା-ଚୀନ ବିବାଦ ।  ତାଇବାନକୁ ନେଇ ଚୀନ-ଆମେରିକା ବିବାଦ ଦିନକୁ ଦିନ  ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ଦାବି କରିଛି, ଚୀନ ଦକ୍ଷିଣ ଚୀନ ସାଗରରେ ରୁଟିନ ଅପରେଶନ ଜାରି ରଖିଛି । ସେତିକି ନୁହେଁ, ଆମେରିକା ବୟୁସେନାର ବି-୫୨ ବିମାନକୁ  ରୋକିବାକୁ…

ହଠାତ ଦୁଇ ମନ୍ତ୍ରୀଙ୍କୁ ଚୀନ୍ ରାଷ୍ଟ୍ରପତି କଲେ ବହିଷ୍କାର, ଅସୁରକ୍ଷିତ ନା ଶକ୍ତିଶାଳୀ ହେବାକୁ ପଦକ୍ଷେପ?

ବେଜିଂ: ତିନି ମାସ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ମନୋନୀତ ଦୁଇ ଜଣ ହାଇ ପ୍ରୋଫାଇଲ୍ ମନ୍ତ୍ରୀଙ୍କୁ ବିନା କୌଣସି ସରକାରୀ ସ୍ପଷ୍ଟୀକରଣରେ ହଟାଇ ଦିଆଯାଇଛି। ଏହା ସି ଜିନପିଙ୍ଗଙ୍କ କ୍ଷମତା ଓ ରାଜନୈତିକ ଅଭିଳାଷ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେତେକ ବିଶ୍ଳେଷକ ମତ…

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ହିମନ୍ତ ଏବଂ ପ୍ରିୟଙ୍କାଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ…

କତାରରେ ଆଠ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ନ୍ୟାୟଗତ ଲଢ଼େଇ କରିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଆଠ ଜଣ ପୂର୍ବତନ କର୍ମଚାରୀଙ୍କୁ ଗୁପ୍ତଚର ଅଭିଯୋଗରେ କାତାରରେ ଫାଶୀ ଦଣ୍ଡାଦେଶ ନିଷ୍ପତ୍ତିକୁ ଭାରତ ନିନ୍ଦା କରିଛି। ଏପରିକି ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏକଦା ପ୍ରମୁଖ ଭାରତୀୟ…

ମହୁଆଙ୍କ ବିଦେଶ ଗସ୍ତ ବାବଦରେ ଗୃହମନ୍ତ୍ରାଳୟକୁ ରିପୋର୍ଟ ମାଗିପାରେ ଏଥିକ୍ସ କମିଟି

ନୂଆଦିଲ୍ଲୀ: ଲୋକସଭାର ଏଥିକ୍ସ କମିଟି ଗୃହ ମନ୍ତ୍ରାଳୟକୁ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରାଙ୍କ 5 ବର୍ଷର ବିଦେଶ ଗସ୍ତର ସବିଶେଷ ତଥ୍ୟ ଦେବାକୁ କହିପାରେ। ଆଜି ଏଥିକ୍ସ କମିଟି ବୈଠକ ବସିବା ପରେ ଏହି ସୂଚନା ମିଳିଛି। ମହୁଆ ତାଙ୍କ ବିଦେଶ ଗସ୍ତ ପାଇଁ ଲୋକସଭାକୁ ସୂଚନା ଦେବା…