Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମରକ୍କୋ ଭୂମିକମ୍ପ, ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଛି ଆଫ୍ରିକୀୟ ଦେଶ ମରକ୍କୋ । ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭୂକମ୍ପ କାରଣରୁ ଏବେ ସୁଦ୍ଧା ୩୦୦୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନେକ ବଡ ବଡ…

୧କୋଟି ଶିବଲିଙ୍ଗରେ ସ୍ଥାପିତ ଅଲୗେକିକ ମନ୍ଦିର…

ଦିଲ୍ଲୀ: ଆପଣ  ଭଗବାନ ଶିବଙ୍କର ଅନେକ ମନ୍ଦିର ଦେଖିଥିବେ । କିନ୍ତୁ ଏହି ମନ୍ଦିରର ଆକୃତି କହେ ଭିନ୍ନ କାହାଣୀ । ଏହି ମନ୍ଦିର ଅନେକ ଚମତ୍କାରରେ ଭରା  ।  କର୍ଣ୍ଣାଟକର କୋଲାର ଜିଲ୍ଲାର ଏହି ମନ୍ଦିରରେ ବିଶ୍ୱର ସର୍ବାଧିକ ଶିବଲିଙ୍ଗ ସ୍ଥାପିତ ହୋଇଛି । ପ୍ରାୟ ୧ କୋଟି ବୋଲି କୁହାଯାଉଛି ।…

ଲଦାଖରେ ହେବ ବିଶ୍ୱର ସର୍ବୋଚ୍ଚ ଏୟାର ଫିଲ୍ଡ: ଆଜି ଶିଳାନ୍ୟାସ କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି । ସେଠାରେ ୨୪୯୧ କୋଟିର ୯୦ଟି ଉଦ୍ୟୋଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସାମ୍ବାରେ ୪୨୨.୯ ମିଟର ଲମ୍ବ ଦେବକ ବ୍ରିଜର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ।  ୮୯ ଉଦ୍ୟୋଗର ଉଦଘାଟନ…

ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର ‘ଅସ୍ୱାଭାବିକ’ ମୃତ୍ୟୁ!

ଥିରୁଅନନ୍ତପୁରମ: ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର 'ଅସ୍ୱାଭାବିକ' ମୃତ୍ୟୁ ଘଟିଥିବା ସନ୍ଦେହ କରି କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର କୋଝିକୋଡ଼ ଜିଲ୍ଲାରେ ସ୍ବାସ୍ଥ୍ୟ ଆଲର୍ଟ ଜାରି କରାଯାଇଛି। ସୋମବାର ରାତିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକ…

ଦୋଷୀ ସାବ୍ୟସ୍ତ ରାଜନେତାଙ୍କ ପାଇଁ ଅଯୋଗ୍ୟତା ଅବଧିର ସମୀକ୍ଷାକୁ ପ୍ରାଥମିକତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜନେତାଙ୍କ ପାଇଁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣାର ୬ ବର୍ଷର ଅବଧି ଯଥେଷ୍ଟ ଅଛି କି ନାହିଁ ତାହା ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଫୌଜଦାରୀ ମାମଲାରେ ସାଂସଦ ଓ ବିଧାୟକଙ୍କ…

ପୁଣି ଚର୍ଚ୍ଚାରେ ଏଲନ ମସ୍କ : ଏଥର ଗୁପ୍ତ ସନ୍ତାନ ଟେକ୍ନୋ ମେକାନିକ୍ସଙ୍କୁ ନେଇ

ନୁଆଦିଲ୍ଲୀ: ଏଲନ ମସ୍କଙ୍କୁ କିଏ ନ ଜାଣେ ? ବିଭିନ୍ନ ପ୍ରସଙ୍ଗକୁ ନେଇ ଏଲନ ସବୁବେଳେ ଚର୍ଚ୍ଚାରେ । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏଲନ । ଏଲନଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ସେପ୍ଟେମ୍ବର ୨୨ରେ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଛି  ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ…

ରୁଷି ସୁନକଙ୍କୁ ଭାରତରେ ମିଳିଲାନି ଜ୍ୱାଇଁର ମର୍ଯ୍ୟଦା: ଅଭିଯୋଗ ଆଣିଲା ବ୍ରିଟିଶ ମିଡିଆ

ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କୁ ଜ୍ୱାଇଁର ମର୍ଯ୍ୟଦା ମିଳିଲାନି । ଏମିତି ଅଭିଯୋଗ ଆଣିଛି ବ୍ରିଟେନ ମିଡିଆ । ଦ ଗାର୍ଜିୟାନରେ ଏକ ଆର୍ଟିକିଲ ପ୍ରକାଶ ପାଇଛି ଯାହାର ହେଡିଂରେ ଲେଖା ଯାଇଛି ରୁଷି କିଏ ? ଏହି ଆଲେଖ୍ୟକୁ ପଢିଲେ ବ୍ରିଟେନବାସୀଙ୍କ…

ରାଜସ୍ଥାନ ରାଜନୀତି ସରଗରମ: କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ଜ୍ୟୋତି ମିର୍ଦ୍ଧା

ନୂଆଦିଲ୍ଲୀ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏଥିଲାଗି ସମସ୍ତ ଦଳର ନେତାଙ୍କ କସରତ ଆରମ୍ଭ ହେଲାଣି। ନିର୍ବାଚନ ଦିନ ପାଖେଇ ଆସୁଥିବାରୁ ରାଜସ୍ଥାନ ରାଜନୀତି ସରଗରମ ହୋଇପଡିଛି। ନିଜର ଲାଭକୁ ଧ୍ୟାନରେ ରଖି ନେତାଙ୍କ ଦଳ ପରିବର୍ତ୍ତନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନାଗୋରର ପୂର୍ବତନ…

ବଙ୍ଗଳା କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ; ବାବୁଲ ସୁପ୍ରିଓଙ୍କ ସମେତ ୬ ମନ୍ତ୍ରୀଙ୍କ ବଦଳିଲା ବିଭାଗ

କୋଲକତା: ପଶ୍ଚିମବଙ୍ଗ କ୍ୟାବିନେଟରେ ଅଦଳବଦଳ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୬ ଜଣ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରିଛନ୍ତି। ବାବୁଲ ସୁପ୍ରିଓଙ୍କଠାରୁ ପର୍ଯ୍ୟଟନ ବିଭାଗ ନିଆଯାଇ ଶକ୍ତି ବିଭାଗରେ ଦାୟିତ୍ୱ ଦିଆଯାଇଛି। ସେହିପରି ଜ୍ୟୋତିପ୍ରିୟା ମଲ୍ଲିକ ଜଙ୍ଗଲ ବିଭାଗ ଦାୟିତ୍ୱରେ ଥିଲେ।…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ: ରିକ୍ଟର ସ୍କେଲରେ ତୀବ୍ରତା ୬.୦

ଜାକର୍ତ୍ତା:ଭୂକମ୍ପରେ ଥରିଲା ଇଣ୍ଡୋନେସିଆ  । ଆଜି ଇଣ୍ଡୋନେସିଆର ଟରନେଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା ଜଣାଯାଇଛି । ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି ଏହାର ସ୍ପଷ୍ଟ ବିବରଣୀ ଜଣା ପଡିନାହିଁ  । ତେବେ ଏହି ଖବର ଜଣାପଡିବା ପରେ ପ୍ରଶସନ ପକ୍ଷରୁ…