Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି, ପୋଲିଂ ଏଜେଣ୍ଟ ମୃତ

କୋଲକାତା: ଚାଲିଛି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ। ନିର୍ବାଚନ ପାଇଁ ସକାଳୁ ଆରମ୍ଭ ହୋଇଛି ମତଦାନ। ସେପଟେ କିନ୍ତୁ ପଶ୍ଚିମବଙ୍ଗରେ ଦେଖାଯାଇଛି ନିର୍ବାଚନୀ ହିଂସା । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଲେ ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ । ସେହିପରି…

ତେଲେଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ, ୬୧୦୦ କୋଟି ମୂଲ୍ୟର ପ୍ରକଳ୍ପ କରିବେ ଶିଳାନ୍ୟାସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ରାଜ୍ୟ ଗସ୍ତ କରିବେ। ପ୍ରଥମେ ସେ ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରି ରାଜସ୍ଥାନକୁ ଯିବେ। ତେଲେଙ୍ଗାନାର ୱାରଙ୍ଗଲକୁ ପହଞ୍ଚି ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ।…

ମନୀଷ ସିସୋଦିଆଙ୍କ ୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ତାଙ୍କ ପତ୍ନୀ ଓ ଅନ୍ୟ ୩ଜଣ ଅଭିଯୁକ୍ତଙ୍କର ୫୨.୨୪ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ନାମରେ ଥିବା ୭୦…

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ, ଆରମ୍ଭ ହେଲା ମତଦାନ

କୋଲକାତା: ଆଜି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ। ନିର୍ବାଚନ ପାଇଁ ସକାଳୁ ଆରମ୍ଭ ହୋଇଯାଇଛି ମତଦାନ। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ହେଉଛି ମତଦାନ। ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ୨୨ଟି ଜିଲ୍ଲାର ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ଲାଗି ଆରମ୍ଭ…

୭୪ ବର୍ଷର ଚାକିରୀରେ ଦିନେ ବି ଛୁଟି ନେଇ ନାହାନ୍ତି ଏହି ବୃଦ୍ଧା କର୍ମଚାରୀ

ନୂଆଦିଲ୍ଲୀ: ଅଫିସରୁ ଅତିରିକ୍ତ ଛୁଟି ନେବା ପାଇଁ କର୍ମଚାରୀମାନେ ଅନେକ ବାହନା କରିଥାନ୍ତି । ମାତ୍ର ଆପଣ କେବେ ବିଶ୍ୱାସ କରିବେ କି ଜଣେ ମହିଳା ୭୪ ବର୍ଷ ଚାକିରୀ କାଳରେ ଦିନେ ବି ଛୁଟି ନେଇ ନ ଥିବେ । ଆଜ୍ଞା ହଁ । ଟେକ୍ସାସରେ ମେଲବା ମେବାନେ ଏକ ଡିପାର୍ଟମେଂଟାଲ ଷ୍ଟୋରରେ କାର୍ଯ୍ୟ…

୧୦୮ ବର୍ଷର ଜେଜେ ମାଆଙ୍କ ପାଇଁ ହରିଦ୍ୱାରରୁ ଗଙ୍ଗାଜଳ ନେଇ ହରିୟାଣା ଯାଉଛନ୍ତି ଅଂଶୁଲ

ହରିଦ୍ୱାର: ଶ୍ରାବଣ ମାସ ଆସିବା ମାତ୍ରେ ଧରାପୃଷ୍ଠ ଶିବମୟ ହୋଇ ଉଠିଥାଏ । ଏହି ମାସକୁ ଅନେକ ନିଷ୍ଠାର ସହ ପାଳନ କରିଥାନ୍ତି । ଶୁକ୍ରବାର ହରିୟାଣାର ଜଣେ କାଉଡିଆଙ୍କ ଭକ୍ତିଭାବ ସମସ୍ତଙ୍କ ମନ ଜିଣିଛି । ଜେଜେ ମାଆଙ୍କୁ ସୁସ୍ଥ ରଖିବା ପାଇଁ ସେ ହରିଦ୍ୱାରକୁ ଗଙ୍ଗାଜଳ ନେଇ ହରିୟାଣା ଯିବେ । ୨୨…

ମହାରାଷ୍ଟ୍ରରେ ବିଜେପିର ପ୍ରେସର ଗେମ, ସିନ୍ଦେ ନିଜେ ଛାଡି ପଳାଇବେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ହରଡ଼ଘଣାରେ ପଡିଛନ୍ତି ଏକନାଥ ସିନ୍ଦେ। ସିନ୍ଦେ ବିଜେପି ସରକାରରେ ଅଜିତ ପାୱାର ଗୋଷ୍ଠୀଙ୍କ ଏଣ୍ଟ୍ରି ପରେ ସିନ୍ଦେ ଗୋଷ୍ଠୀ ବିଧାୟକ ଓ ନେତାମାନଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସେଥିପାଇଁ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ବିଜେପିକୁ ଘାରିଲା ଗାଦି ବଞ୍ଚାଇବା ଚିନ୍ତା! ମୋଦି କଲେଣି ମାରାଥାନ ପ୍ରଚାର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଜୋରଦାର କରିଛନ୍ତି। ଦେଶର ବିଭିନ୍ନ ପ୍ରମୁଖ ରାଜ୍ୟ ସହ ଲୋକସଭା ନିର୍ବାଚନ ଥିବାରୁ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ବିଜେପି ଉଦ୍ୟମକୁ ଜୋରଦାର କରିଛି। ସେଥିପାଇଁ ସାଙ୍ଗଠନିକ ପରିବର୍ତ୍ତନଠୁ ଆରମ୍ଭ କରି…

ମହିଳା ରେସଲରଙ୍କ ପ୍ରତି ଦୁଷ୍କର୍ମ ମାମଲା: ବ୍ରିଜଭୂଷଣ, ବିନୋଦଙ୍କୁ ସମନ ଜାରୀ

ନୂଆଦିଲ୍ଲୀ: ମହିଳା ରେସଲରଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କୁ ସମନ ଜାରୀ କରାଯାଇଛି । ରାଉଜ ଏଭେନ୍ୟୁ କୋର୍ଟ ବ୍ରିଜଭୂଷଣ ଏବଂ ସେକ୍ରେଟାରୀ ବିନୋଦ ତୋମାରଙ୍କୁ କୋର୍ଟରେ ହାଜର ହେବା ପାଇଁ…

ଅର୍ଥ ଅଭାବରୁ ହରାଇଥିଲେ ପୁଅ; ଏବେ ୨୨ହଜାର ମହିଳାଙ୍କୁ ଦେଉଛନ୍ତି ରୋଜଗାର

ରାଜସ୍ଥାନ: ରାଜସ୍ଥାନ ବାଡ଼ମେର ଜିଲ୍ଲାର ଏକ ଛୋଟ ଗାଁ ରାବତସର । ସେହି ଗାଁର ବୋହୁ ୩୩ ବର୍ଷିୟ ଫେସନ ଡିଜାଇନର ରୁମାଦେବୀଙ୍କ ଜୀବନ ଅନେକ ରୋମାଞ୍ଚରେ ଭରା । ୫ବର୍ଷ ବୟସରେ ମାଙ୍କୁ ହରାଇଥିବା ରୁମା ନିଜ ପିତାଙ୍କ ଦ୍ୱିତୀୟ ବିବାହ ପରେ ଆଇଙ୍କ ପାଖରେ ରହି ବଡ଼ ହୋଇଥିଲେ । ଆଇଙ୍କ ନିକଟରେ ରହି…