Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀଲଙ୍କାର ୨ କୋଟି ଲୋକଙ୍କୁ ଭାରତ ଦେଲା ଭରସା; ଖୁସିରେ ଝୁମିଲା କଲମ୍ବୋ

କଲମ୍ବୋ: ଭାରତ ସାମୁଦ୍ରିକ ପଡୋଶୀ ଶ୍ରୀଲଙ୍କା ପା୍ଇଁ ପୁଣି ଖୋଲି ଦେଇଛି ହୃଦୟ । ବଡ ଭାଇ ପରି ବଢାଇଛି ସହାୟତାର ହାତ । ଶ୍ରୀଲଙ୍କା ଏବେ ସାଂଘାତିକ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବାବେଳେ ଏଥିରୁ ମୁକୁଳିବା ପାଇଁ ସବୁପ୍ରକାର ସହାଯ୍ୟ କରିବ ବୋଲି ଘୋଷଣା କରିଛି ଭାରତ । କଲମ୍ବୋରେ…

ଭାରତର ମନସୁନ୍ ଡେଷ୍ଟିନେଶନ

କିଛି ଲୋକଙ୍କୁ ବର୍ଷା ଦିନରେ ବୁଲିବାରେ ଆନନ୍ଦ ମିଳେ। ସେଥିପାଇଁ କିଛି ପର୍ଯ୍ୟଟକ ବର୍ଷା ଆସିଲେ ଏମିତି କିଛି ସ୍ଥାନକୁ ବୁଲିବାକୁ ଚାହାନ୍ତି ଯେଉଁଠି ସେମାନେ ବର୍ଷାକୁ ଉପଭୋଗ କରିବା ସହିତ ପ୍ରକୃତିର ମଜା ନେଇପାରିବେ। କୌଶାନି କୌଶାନି ଉତ୍ତରପ୍ରଦେଶର ଏକ ଛୋଟ ଗାଁ, ଯାହା ନିଜର…

ଜେକେଏଲଫ୍‌ର ପୂର୍ବତନ ଆତଙ୍କବାଦୀ ରଚୁଥିଲେ ଷଡଯନ୍ତ୍ର, ଖବର ପାଇ ଚଢଉ କଲା ଶ୍ରୀନଗର ପୋଲିସ

ଶ୍ରୀନଗର: ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍) ର କିଛି ପୂର୍ବତନ ଆତଙ୍କବାଦୀ ଏବଂ ହୁରିୟତ କନଫରେନ୍ସର କିଛି ପୂର୍ବତନ ସଦସ୍ୟ ମିଳିତ ଭାବେ ଶ୍ରୀନଗରରେ ଗୁପ୍ତ ବୈଠକ କରୁଥିଲେ। ଏହି ସମୟରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଛି।…

ସିଦ୍ଧି ପରିଶ୍ରା କାଣ୍ଡ: ବୟାନ ଜାରିକଲେ ପୀଡିତ ଦଶମତ, ସରକାରଙ୍କ ପାଖରେ ରଖିଲେ ଏମିତି ଦାବି

ସିଦ୍ଧି: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଆଦିବାସୀ ଦଶମତ ରାୱତଙ୍କ ଉପରେ ସ୍ଥାନୀୟ ପ୍ରବେଶ ଶୁକ୍ଳା ନାମକ ଜଣେ  ବ୍ୟକ୍ତି ପରିଶ୍ରା କରିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାକୁ ଆହୁରି ରୋଚକ କରିଥିଲା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଯେତେବେଳେ ପୀଡିତ ଦଶମତଙ୍କ…

ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଫେଲ୍-ଏମ ଯୁଦ୍ଧ ବିମାନ ପାଇଁ ହେବ ସାମରିକ ଚୁକ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩ ରୁ ୧୪ ମଧ୍ୟରେ ଫ୍ରାନ୍ସ ଗସ୍ତ କରିବେ। ଆଇଏନଏସ୍ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ୨୬ଟି ରାଫାଲ୍ (ସମୁଦ୍ର ଯୁଦ୍ଧ ବିମାନ) ବିମାନ କ୍ରୟ ପାଇଁ ଏକ ଚୁକ୍ତି ହୋଇପାରେ, ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ସ୍ୱାକ୍ଷରିତ ହେବ ବୋଲି…

ଉତ୍ତର ଭାରତରେ ଜଳ ପ୍ରଳୟ, ଭାସୁଛି ଦିଲ୍ଲୀରୁ କାଶ୍ମୀର

ନୂଆଦିଲ୍ଲୀ : ଉତ୍ତର ଭାରତରେ ତାଣ୍ଡବ ରଚୁଛି ଜଳ ପ୍ରଳୟ । ଦିଲ୍ଲୀ ରୁ କାଶ୍ମୀର ସବୁଠି ଜଳ ହିଁ ଜଳ । ସତେ ଯେମିତି ପାଣିରେ ବୁଡ଼ି ରହିଛି ଉତ୍ତର ଭାରତର ଅନେକ ସ୍ଥାନ । କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ।…

ପଞ୍ଚାୟତ ଭୋଟ ବେଳେ ହିଂସାକାଣ୍ଡ: ପଶ୍ଚିମବଙ୍ଗରେ ଆଜି ସାନି ମତଦାନ

କୋଲକାତା: ପଶ୍ଚିମବଙ୍ଗରେ ହିଂସା ପ୍ରଭାବିତ ସ୍ଥାନରେ ସୋମବାର ସକାଳ ୭ଟାରୁ ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ ଆରମ୍ଭ କରିଛନ୍ତି। ହିଂସା କାରଣରୁ ମତଦାନ ରଦ୍ଦ କରାଯାଇଥିବା ବୁଥ ଗୁଡିକରେ ଆଜି ପୁଣି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି।…

ଏହି ଗ୍ରାମରେ ପୁରୁଷଙ୍କ ପ୍ରବେଶ ମନା, ବଂଶ ବୃଦ୍ଧି ପାଇଁ ମହିଳା ବାହାରକୁ ଯାଆନ୍ତି

ନୂଆଦିଲ୍ଲୀ: ବିଚିତ୍ରମୟ ପୃଥିବୀ । ଆଉ ଏହାଠାରୁ ବଡ ବିଚିତ୍ର ଲୋକଙ୍କ ଚଳଣି । ଆପଣମାନେ କେବେ ବିଶ୍ୱାସ କରିବେ ଯେ, ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ମନା । ଆଫ୍ରିକାର କେନିୟାରେ ଏହି ଗ୍ରାମ ରହିଛି । ଏହାର ନାମ ଉମୋଜୋ । ବଂଶ ବୃଦ୍ଧି ପାଇଁ ମହିଳାମାନେ ଆବଶ୍ୟକ ବାହାରକୁ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା: ଗଣତନ୍ତ୍ରର ହତ୍ୟା ହୋଇଛି କହି ଟିଏମସିକୁ ଘେରିଲା ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ ନିର୍ବାଚନ ବେଳେ ବଙ୍ଗଳାରେ ବହୁ ହିଂସା ଦେଖିବାକୁ ମିଳିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ଟିଏମସିକୁ ଘେରିଛନ୍ତି। ଟିଏମସିକୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି…

ଲୁଟେରାଙ୍କ ଟାର୍ଗେଟରେ ଏବେ ଟମାଟୋ, ମହିଳାଙ୍କୁ ପିଟି ଲୁଟି ନେଲେ ୪କିଲୋ ଟମାଟୋ

ପ୍ରୟାଗରାଜ: ସାଧାରଣତଃ ସୁନା, ରୁପା,ଟଙ୍କା ଆଦିର ଲୁଟ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ କେବେ ଟମାଟୋ ଲୁଟ ହେବା କଥା ଆପଣ ଶୁଣିଛନ୍ତି କି ? ଆଜ୍ଞା ହଁ ଏମିତି ଏକ ଲୁଟର ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ ।  ବଜାରରେ ପରିବା ଦରରେ ନିଆଁ ଲାଗିବା ପରେ ଏବେ ଲୁଟେରାଙ୍କ…