Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାର ଭୟଙ୍କର ସଡ଼କ ଦୁର୍ଘଟଣା; ଏକାସାଙ୍ଗରେ ଧକ୍କା ହେଲେ ଟ୍ରକ୍, ଟ୍ରେଲ ଓ ଭ୍ୟାନ୍, ୨୬ ମୃତ

ମେକ୍ସିକୋ: ଆମେରିକାର ଭୟଙ୍କର ସଡ଼କ ଦୁର୍ଘଟଣା। ପରସ୍ପର ସହ ଧକ୍କା ହେଲେ ଟ୍ରାକ୍ଟର, ଟ୍ରେଲର ଓ ଭ୍ୟାନ୍। ଚାଲିଗଲା ୨୬ ଜୀବନ। ରବିବାର ସକାଳେ ଉତ୍ତର ମେକ୍ସିକୋ ସହର ତମଉଲିପାସରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଧକ୍କା ହୋଇଥିବା ଗାଡ଼ିଗୁଡ଼ିକ ଜଳିଯାଇଥିଲା। ତମଉଲିପାସ ଲୋକ ସୁରକ୍ଷା…

ମେ ୧୭ରେ ଲଞ୍ଚ ହେବ ସଂଚାର ସାଥୀ ପୋର୍ଟାଲ୍, ଚୋରି କିମ୍ବା ହଜି ଯାଇଥିବା ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତରେ ମୋବାଇଲ୍ ବ୍ଲକିଂ ଓ ଟ୍ରାକିଂ ସେବା ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଟେଲିକମ୍ ଦିବସ ଅବସରରେ ମେ ୧୭ ତାରିଖରେ କେନ୍ଦ୍ର ସରକାର ‘ମୋବାଇଲ୍ ବ୍ଲକିଙ୍ଗ୍ ଆଣ୍ଡ ଟ୍ରାକିଙ୍ଗ୍ ସିଷ୍ଟମ’ ଆରମ୍ଭ କରିବେ। କେନ୍ଦ୍ରୀୟ ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂଚାର…

କର୍ଣ୍ଣାଟକରେ ଉପମୁଖ୍ୟମନ୍ତ୍ରୀ ମୁସ୍‌ଲିମ ହୁଅନ୍ତୁ, ୫ ବିଧାୟକଙ୍କୁ ଦିଆଯାଉ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ: ସୁନୀ…

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ସରିବା ପରେ ସୁନି ଉଲମା ବୋର୍ଡର ମୁସଲମାନ ନେତା ନୂଆ ସରକାର ଗଠନ ନେଇ ନିଜର ଦାବି ଉପସ୍ଥାପନ କରିଛନ୍ତି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ପଦ ମୁସଲମାନ ସମ୍ପ୍ରାଦୟରୁ ହେବା ଦରକାର ବୋଲି ୱାକ୍ ଅଫ୍ ବୋର୍ଡ ଚେୟାରମ୍ୟାନ୍ ଶାଫି ସାଦୀ କହିଛନ୍ତି। କେବଳ…

ଇମ୍ରାନଙ୍କ ବିରୋଧରେ ରୁଜୁ ହେଲା ମାରାତ୍ମକ କେସ

ଇସଲାମାବଦ: ପାକିସ୍ତାନ ତେହରିକ ଏ ଇନ୍ସାଫର ମୂଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ରୁଜୁ ହୋଇଛି ମାରାତ୍ମକ କେସ । ପାକିସ୍ତାନ ଆର୍ମି ଆକ୍ଟ ୫୯, ୬୦ରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ମିଳିପାରେ…

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦଙ୍କୁ ନିଯୁକ୍ତ କରାଯାଇଛି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ପ୍ରବୀଣ ସୁଦ । ସେ ଦୁଇ ବର୍ଷ ଧରି ସିବିଆଇ ନିର୍ଦ୍ଦେଶକ ରହିବେ । ଏବେ ସିବିଆଇ ନିର୍ଦ୍ଦେଶକ ଥିବା…

କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

ବେଙ୍ଗଳୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିବା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଯାହାକୁ ନେଇ ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଆଶା କରାଯାଉଛି ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପରେ ଛାଡ଼ିଦେବେ ବିଧାୟକ । ତେବେ…

ସ୍ଥଳ ଭାଗ ଛୁଇଁଲା ଅତି ଭୀଷଣ ବାତ୍ୟା ‘ମୋକା’, ରଚୁଛି ତାଣ୍ଡବ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ‘ମୋକା’ ସ୍ଥଳଭାଗ ଛୁଇଁବା ସହ ତାଣ୍ଡବ ରଚୁଛି । ଆରମ୍ଭ ହୋଇଛି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା । ବାତ୍ୟା ‘ମୋକା’ ମିଆଁମାର ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ସହ ପବନ ଓ ବର୍ଷା ବଢ଼ିବାରେ ଲାଗିଛି ।…

ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଚୟନ ହୋଇଛନ୍ତି ଏହି ୩ ଆଇପିଏସ୍ ଅଫିସର

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ୍‌ଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ମେ ୨୫ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶକ କିଏ ହେବ ସେ ନେଇ କୌଣସି ଚର୍ଚ୍ଚା ଲାଗି ରହିଛି। ୩ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ମଧ୍ୟରୁ ଜଣଙ୍କୁ ଏହି ପଦରେ ନିଯୁକ୍ତି…

ଆସୁଛି ବାତ୍ୟା ମୋଚା; ବିମାନ ଓ ପୋର୍ଟ କାର୍ଯ୍ୟ ରଦ୍ଦ, ଉଦ୍ଧାର ହେଲେ ହଜାର ହଜାର ଲୋକ, ଆଲର୍ଟ ବାଂଲାଦେଶ

ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ସ୍ଥଳଭାଗ ଛୁଇଁବ ଘୂର୍ଣ୍ଣିବାତ୍ୟା ମୋଚା। ମିଆଁମାର କ୍ୟୋକ୍‌ପ୍ୟୁରେ ଓ ବାଂଲାଦେଶ ଦକ୍ଷିଣାଞ୍ଚଳ କୋକ୍ସ ବଜାର ମଧ୍ୟରେ ଲାଣ୍ଡଫଲ୍ କରିବା ନେଇ ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା…

ସାଙ୍ଗକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ଜଣଙ୍କର ଜୀବନ ଗଲା

ବୋଟାଡ୍: ସାଙ୍ଗକୁ ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ୫ ଜଣଙ୍କର ଜୀବନ ଗଲା। ଗୁଜରାଟର ବୋଟାଡ୍ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ମଧ୍ୟାହ୍ନ ସମୟରେ କୃଷ୍ଣା ସାଗର ହ୍ରଦରେ ଗାଧଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ,  କୃଷ୍ଣା ସାଗର…