Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପିକୁ ବନ୍ଦୀ ଭୟ, ମୋତେ କାଢ଼ିଲ ତୁମେ ହାରିବ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ନିଜର ସଂଗଠନ ସଜାଡ଼ିବା କାର୍ଯ୍ୟ ଆରମ୍ଭ କରିଛି। ବିଭିନ୍ନ ରାଜ୍ୟର ସଂଗଠନ ସହ ଜାତୀୟ ସଂଗଠନ ଓ ମନ୍ତ୍ରୀମଣ୍ଡଳରେ ବ୍ୟାପକ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି। ଏହି ଅବସରରେ ଦେଶର ଚାରୋଟି ପ୍ରମୁଖ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,…

ବିଜେପି ରାଜ୍ୟ ଅଧ୍ୟକ୍ଷ ବଦଳିରେ କ୍ଷୁବ୍ଧ ହେଲେ ସମର୍ଥକ: କୀଟନାଶକ ପିଇଦେଲେ ଜିଲ୍ଲା ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ୨୦୨୪ ପୂର୍ବରୁ ଭାରତୀୟ ଜନତା ପାର୍ଟି ସଂଗଠନ ସଜାଡୁଛି । ଏଥିପାଇଁ ୪ଟି ରାଜ୍ୟରେ ନୂଆ ଅଧ୍ୟକ୍ଷ ନିଯୁ୍କ୍ତି କରିଛି । ଏହି ପରିପ୍ରେକ୍ଷୀରେ ତେଲେଙ୍ଗାନା ରାଜ୍ୟ ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ପାଇଛନ୍ତି କେନ୍ଦ୍ର ମନ୍ତ୍ରୀ କିଶନ ରେଡ୍ଡି । ସଞ୍ଜୟ ବନ୍ଦୀଙ୍କୁ ପଦରୁ ହଟାଇ ତାଙ୍କ…

ଗୋଟିଏ ଦିନରେ କମାଇଲେ ୧୯ ହଜାର କୋଟି; ପୁଣି ଟପ ଟେନକୁ ଯିବା ପାଇଁ ଅମ୍ବାନୀଙ୍କ ପ୍ରସ୍ତୁତି

ମୁମ୍ବାଇ:ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ଦୀର୍ଘ ଦିନ  ଧରି ରହି ଆସିଥିବା ରିଲାଏନ୍ସ  ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୨୦୨୩ ଆରମ୍ଭରୁ ଏହି ତାଲିକାରୁ ବାହାରି ଯାଇଛନ୍ତି । ହେଲେ ଏବେ ପୁଣି  ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ମୁକେଶ ଅମ୍ବାନୀ । ଗତ ୨୪ ଘଣ୍ଟା…

ଲଭ୍ ଜିହାଦ ଏବଂ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଘରେ ଚାଲିଲା ବୁଲଡୋଜର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫତେହପୁରରେ ଲଭ୍ ଜିହାଦ ଏବଂ ଦୁଷ୍କର୍ମ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ଅଭିଯୁକ୍ତ ସିକନ୍ଦରଙ୍କ ଘରେ ଚାଲିଲା ବୁଲଡୋଜର। ଅଭିଯୁକ୍ତ ବିରୋଧରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଧନଗର ଥାନା ଅଞ୍ଚଳର ଜଣେ ଯୁବତୀ ଜୁନ୍…

ପାହାଡରୁ ଖସିଲା ମୃତ୍ୟୁ: ବିରାଟ ପଥର ତଳେ ଚାପି ହୋଇଗଲା ୩ କାର

ନୂଆଦିଲ୍ଲୀ: ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ଦିମାପୁର ଜିଲ୍ଲାର ଚୁମୁକେଦିମାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଯାଇଛି । ପାହାଡ ଧସି ବଡ ବଡ ପଥର ଖସି ରାସ୍ତା ଉପରେ ପଡି ରହିଛି । ବଡ  ପଥର ଖଣ୍ଡ ଧସି  ୨ଟି କାରକୁ ଚାପି ଦେଇଛି । ଫଳରେ କାର ଭିତରେ ଥିବା ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।…

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ: ୪ ମୃତ, ୫ ଗୁରୁତର

ଶ୍ରୀନଗର: ଜମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଲା କାର୍। ଦୁର୍ଘଟଣାରେ ତିନି ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ,…

ଏସସିଓ ସମ୍ମିଳନୀରେ ଚୀନକୁ ଝଟକା, ବିଆରଆଇ ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଚୀନକୁ ଝଟକା ଦେଲା ଭାରତ। ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରକଳ୍ପକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତ ହେଉଛି ଏସସିଓର ଏକମାତ୍ର ସଦସ୍ୟ ଯିଏ ଚୀନ୍‌ର ବିଆରଆଇକୁ ସିଧାସଳଖ ବିରୋଧ…

ଆଇଏଏସ୍ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେସନକୁ ସହଜ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା; ଏମ୍‌ଓଏସ୍ ପିଏମଓ, କାର୍ମିକ, ଜନ ଅଭିଯୋଗ ଏବଂ ପେନ୍‌ସନ, ପରମାଣୁ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ରାଜ୍ୟ ସରକାର ମାନଙ୍କୁ ଆଇଏଏସ୍ ଏବଂ ଅନ୍ୟାନ୍ୟ ସର୍ବ -…

‘ଏକକ ନାଗରିକ ସଂହିତା ଲାଗୁ କରିବାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ’

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି)ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ । ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ। ଆସାମର…

‘ମା’ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ସିଲାଇ ସାମଗ୍ରୀ ପହଁଚିବ ବିଶ୍ୱ ବଜାରରେ’

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…