Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ଏକ ଯୌନ ଶୋଷଣ ମାମଲାରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୌନ ନିର୍ଯାତନା ମାମଲାରେ ଆମେରିକାର ଫେଡେରାଲ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଯୌନ ଶୋଷଣ ମାମଲାରେ ଡୋନାଲ୍ଡ କୋର୍ଟ ଟ୍ରମ୍ପଙ୍କ ବିରୋଧରେ ୫ ମିଲିୟନ ଡଲାର ଜୋରିମାନା ଲଗାଇଛନ୍ତି। ଟ୍ରମ୍ପ ୧୯୯୦ ଦଶକରେ ଜଣେ ମହିଳାଙ୍କ ସହ…

ଇମ୍ରାନ ଖାନଙ୍କ ଗିରଫଦାରୀକୁ ଯଥାର୍ଥ କହିଲେ ଇସଲାମାବାଦ ହାଇକୋର୍ଟ, ଜଳୁଛି ପାକିସ୍ତାନ

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଇମ୍ରାନ ଖାନଙ୍କ ଗିରଫଦାରୀକୁ ହାଇକୋର୍ଟ ସମର୍ଥନ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ତାଙ୍କ ସମର୍ଥକମାନେ ରାସ୍ତାରେ ଆସିଛନ୍ତି। ଇସଲାମାବାଦରୁ ଏଭଳି ଚିତ୍ର…

ଇମ୍ରାନ ଖାଁଙ୍କ ଗିରଫ ହେବା ପରେ ସମର୍ଥକଙ୍କ ଲଙ୍କାକାଣ୍ଡ, ଗୃହଯୁଦ୍ଧ ଅଭିମୁଖେ ପାକିସ୍ତାନ

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରାଯିବା ପରେ ପିଟିଆଇ ସମର୍ଥକମାନେ ଉଗ୍ର ହୋଇ ଉଠିଛନ୍ତି । ଏପରିକି ସେନା ମୂଖ୍ୟାଳୟ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଛନ୍ତି । କ୍ୱେଟାରେ ପ୍ରଦର୍ଶନକାରୀମାନଙ୍କୁ ଘଉଡାଇବା ବେଳେ ଜଣେ ମୃତ ଏବଂ ଅନେକ ଆହତ ହୋଇଛନ୍ତି…

ଉପନିର୍ବାଚନ ସଂକେତ, ରାଜସ୍ଥାନରେ ହାରିବ ହାତ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସରିବା ପରେ ଏବେ ବିଜେପି ଫୋକସରେ ରାଜସ୍ଥାନ। କଂଗ୍ରେସର ଗେହଲଟ ପାଇଲଟ ଲଢେଇ ମଧ୍ୟରେ ବିଜେପି ରାଜସ୍ଥାନରେ ଫାଇଦା ନେବାକୁ ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ଏହି କ୍ରମରେ ମେ ୧୦ ତାରିଖ ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ନୀତିଶ କୁମାର’, ନିଜେ ଯୋଡୁଛନ୍ତି କିନ୍ତୁ ନିଜର ଭାଙ୍ଗୁଛି

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀଙ୍କୁ ଯୋଡିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସାରା ଦେଶର ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ଗୁଡ଼ିକର ମୁଖିଆଙ୍କୁ ଭେଟୁଛନ୍ତି। ପାଟନାରେ ବିରୋଧୀଙ୍କ ମହାମେଳି ପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି।…

ମଧ୍ୟପ୍ରଦେଶ ବିଜେପିକୁ କଂଗ୍ରେସ ଡର!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ କଂଗ୍ରେସ ବିଜେପି ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶରେ ଜିତିବା ସହ ସରକାର ଗଢିଥିଲା। କିନ୍ତୁ ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କିଛି କଂଗ୍ରେସ ବିଧାୟକଙ୍କୁ ନେଇ ବିଜେପିକୁ ଯିବା ପରେ କଂଗ୍ରେସ…

କର୍ଣ୍ଣାଟକରେ ମୋଦିଙ୍କ ଗଣିତକୁ ମାତ ଦେବେ କି ରାହୁଲ ?

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ ହେବ। ଦୀର୍ଘ ଦିନ ଧରି ଜୋରଦାର ପ୍ରଚାର ପରେ ବର୍ତ୍ତମାନ ବିଭିନ୍ନ ସିଟକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। କର୍ଣ୍ଣାଟକରେ ୨୨୪ ବିଧାନସଭା ଆସନ ଥିବାବେଳେ ଗତ ନିର୍ବାଚନରେ ୭୪ ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ଜିତିବା…

ରେସଲରଙ୍କ ଧାରଣା: ଖାପ ପଂଚାୟତକୁ ଟକ୍କର ଦେବା ପାଇଁ ୪୦୦୦ ବୁଲଡୋଜର ନେଇ ଯିବ କ୍ଷତ୍ରୀୟ ଯୁବ ବାହିନୀ

ଗୌଣ୍ଡା: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ରେସଲରମାନେ ଦୁଷ୍କର୍ମ ଅଭିଯୋଗ ଆଣି ଧାରଣା ଦେଇଛନ୍ତି । ଯନ୍ତରମନ୍ତରରେ ରେସଲରଙ୍କ ଏହି ଧାରଣା ଧିରେ ଧିରେ ରାଜନୈତିକ ରୂପ ନେବାରେ ଲାଗିଛି । କୃଷକ ନେତା ରାକେଶ ଟିକାଏତ ଓ ଖାପ ପଂଚାୟତ…

ଭାରତର ୨୪ କୋଟି କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଆଲୋଚନା

ନୂଆଦିଲ୍ଲୀ: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଏବଂ ଫିକି ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍ -୨୦୨୩ ନୂଆଦିଲ୍ଲୀରେ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଆଇଡିଏଟର ଏହି ଦ୍ୱାଦଶ ତମ ସଂସ୍କରଣରେ  ଯୋଗ ଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ସ୍କୁଲ…

କୁନୋ ନ୍ୟାସନାଲ୍ ପାର୍କରେ ଆଖି ବୁଜିଲା ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତା

ଭୋପାଳ: ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ଚିତାଙ୍କ ମଧ୍ୟରେ ଲଢେଇରେ ଜୀବନ ହାରିଛି ଚିତା ‘ଦକ୍ଷା’ ଆଖି ବୁଜିଛି । ଦକ୍ଷିଣ ଆଫ୍ରିକାର ନାମିବିଆରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହେଲାଣି । ଗତମାସରେ କୁନୋ ଜାତୀୟ…