Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୮ ବର୍ଷ ହେଲା ଜିନ୍ସ ଧୋଇ ନାହାଁନ୍ତି ମହିଳା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜର୍ଜିଆ:ଅନେକ ଲୋକ ଅଛନ୍ତି, ଯିଏ କି ନିଜ ଡ଼୍ରେସ ଥରେ ପିନ୍ଧିବା ପରେ ସଫା କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ସପ୍ତାହେ ପର୍ଯ୍ୟନ୍ତ ସେମାନେ ଡ଼୍ରେସ ସଫା ନ କରି ପିନ୍ଧିଥାନ୍ତି । ଅନେକ ଜିନ୍ସ ପରି ମୋଟା ପୋଷାକକୁ ବାରମ୍ବାର ଧୋଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜଣେ ମହିଳା ଅଛନ୍ତି…

ଦୁର୍ଘଟଣାରେ ଛିଟିକି କାର ଛାତ ଉପରେ ପଡିଲେ ଯୁବକ, ୩ କିମି ଘୋଷାରି ନେବା ପରେ ଫିଙ୍ଗି ଦେଲେ ଚାଳକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲରେ ହିଟ ଆଣ୍ଡ ରନ କେସ । ଏହାର ଏକ ଭିଡିଓ ଭାଇରାଲ ହୋଇଛି । କାରର ଡ୍ରାଇଭର ବାଇକକୁ ଧକ୍କା ଦେଇଥିଲା । ଧକ୍କା ପରେ ଜଣେ ବାଇକରେ ବସିଥିବା ୨ ଭାଇଙ୍କ ମଧ୍ୟରୁ ଜଣେ ଛିଟିକି ଯାଇ କାରର ଛାତ ଉପରେ ପଡିଥିଲେ । ହେଲେ କାର ଚାଳକ କାର ରୋକିବା ପରିବର୍ତ୍ତେ…

ଛତିଶଗଡରେ ବ୍ୟାନ୍ ହେବ କି ବଜରଙ୍ଗ ଦଳ? ମୁଖ୍ୟମନ୍ତ୍ରୀ କହିଲେ…

ରାୟୁପର:  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ କଂଗ୍ରେସ ରାଜ୍ୟରେ ବଜରଙ୍ଗ ଦଳ ବ୍ୟାନ୍ କରିବା ନେଇ ଘୋଷଣା କରିଥିବା ବେଳେ ଏବେ ଛତିଶଗଡ଼ରେ ଏହାକୁ ବ୍ୟାନ୍ କରିବା ନେଇ ଚିନ୍ତା କରୁଛନ୍ତି ଭୂପେଶ ବଘେଲ ସରକାର। ଏନେଇ ସେ କହିଛନ୍ତି ଯେ ବଜରଙ୍ଗୀମାନେ ଯେଉଁ ଗଡ଼ବଡ଼ କରିଥିଲେ ତାକୁ ଆମେ…

ଏନ୍‌ସିପି ସାଧାରଣ ସମ୍ପାଦକ ପଦରୁ ଜିତେନ୍ଦ୍ରଙ୍କ ଇସ୍ତଫା; ସେପଟେ ଅଜିତ ପାୱାରଙ୍କ ଘରେ ବିଧାୟକଙ୍କ ମେଳି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏନ୍‌ସିିପିରେ ହେଇପାରେ ବଡ ପରିବର୍ତ୍ତନ। ଏନ୍‌ସିପିର ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଜଣେ ପରେ ଜଣେ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି। ସେପଟେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ଘରେ ବିଧାୟକଙ୍କ ମେଳି ଲାଗିଲାଣି। ତେଣୁ ଏନ୍‌ସିପିରେ…

ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ୍‌କୁ ନେଇ ତାମିଲନାଡୁରେ ହାଇ ଆଲର୍ଟ

ଚେନ୍ନାଇ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଲାଗି ରହିଥିବା ବେଳେ ତାମିଲନାଡୁରେ ହିଂସା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଲାଣି। ଏନେଇ ଗୁପ୍ତ ସୂଚନା ଦେଲାଣି ଗୁଇନ୍ଦା ବିଭାଗ। ଫିଲ୍ମ ମୁକ୍ତିଲାଭ କଲେ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ ବୋଲି ତାମିଲନାଡୁକୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ।…

ଏଆଇ ମାନବ ସମାଜ ପାଇଁ ବିପଦ କହି ଗୁଗୁଲ୍‌ରୁ ଇସ୍ତଫା ଦେଲେ ଏଆଇର ଗଡ୍‌ଫାଦର ଜୋଫ୍ରେ ହିଣ୍ଟନ

ନୂଆଦିଲ୍ଲୀ: 'ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଶ୍ୱ ପାଇଁ ବିପଦଜନକ। ଏହାର କୁପ୍ରଭାବ ମାନବିକତା ଉପରେ ପଡ଼ୁଛି।' ଏକଥା ଆଉ କେହି ନୁହେଁ ବରଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଗଡ୍‌ଫାଦର୍‌ ଭାବରେ ଜଣାଶୁଣା ଡ. ଜୋଫ୍ରେ ହିଣ୍ଟନ କହିଛନ୍ତି। ବର୍ତ୍ତମାନ ଏହା ଏକ ବରଦାନ ଭଳି ଲାଗୁଥିଲେ…

ଆମ୍ବ ଗଛ ଉପରେ ଆଇଟି ଚଢାଉ; ମିଳିଲା ଏକ କୋଟିର କ୍ୟାସ

ବେଙ୍ଗାଲୁର: ଆମ୍ବଗଛ ତଳେ ପଡିଲା ବିଡା ବିଡା ନୋଟ । ପାଖାପାଖି କୋଟିଏ ଟଙ୍କାର ନୋଟ । କୁଆଡୁ ଆସିଲା ଏତେ ଟଙ୍କା ? କିଏ ରଖିଲା ? ଏଡା ପଛର ଅସଲ କାହାଣୀ ଶୁଣିଲେ ଆଖି ଖୋସି ହୋଇଯିବ । କର୍ଣ୍ଣାଟକର ମହୀଶୁରରେ ଆୟକର ଚଢାଉ ବେଳେ ଗଛ ଉପରୁ ଏକ କୋଟି ଟଙ୍କା ଜବତ ହୋଇଛି । ବିଧାନସଭା…

ଗାଜାର ହମାସ କ୍ୟାମ୍ପ ଉପରେ ୧୬ଟି ରକେଟ୍ ମାଡ଼ କଲା ଇସ୍ରାଏଲ୍

ଜେରୁସାଲେମ: ପାଲେଷ୍ଟାଇନ୍‌ ଆତଙ୍କବାଦୀ ସଂଗଟନ ହମାସ ଉପରେ ପୁଣି ଏୟାର୍ ଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌। ଗାଜାର ଆତଙ୍କବାଦୀ ସଂଗଠନ ହମାସ ଉପରେ ଇସ୍ରାଏଲ୍‌ ଏୟାର୍ ଷ୍ଟ୍ରାଇକ୍ କରିଛି। ବୁଧବାର ଭୋର ସମୟରେ ଏହି ଏୟାରଷ୍ଟ୍ରାଇକ୍ ହୋଇଛି। ଇସ୍ରାଏଲ୍ କଷ୍ଟୁଡିରେ ଥିବା ପାଲେଷ୍ଟାଇନ୍‌…

ଗତ ୪ ମାସରେ ବେରୋଜଗାରୀ ହାର ସର୍ବାଧିକ; ଗ୍ରାମାଞ୍ଚଳ ଅପେକ୍ଷା ସହରର ଅବସ୍ଥା ଚିନ୍ତାଜନକ

ନୂଆଦିଲ୍ଲୀ: ଭାରତରେ ବେରୋଜଗାରୀ ହାର ଲଗାତର ବଢ଼ିବାରେ ଲାଗିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(CMIE) ଅନୁସାରେ ଏପ୍ରିଲରେ ଏହା ବଢ଼ି ୮.୧୧ ପ୍ରତିଶତ ପହଞ୍ଚିଛି। ଏହା ପୂର୍ବରୁ ମାର୍ଚ୍ଚରେ ବେରୋଜଗାରୀ ଦର ୭.୮୦ ପ୍ରତିଶତ ଥିଲା । ସେହିପରି ଫେବ୍ରୁଆରୀରେ ୭.୪୫ ପ୍ରତିଶତ ରହିଥିଲା।…

ନିଷ୍ପତ୍ତିରୁ ଓହରି ପାରନ୍ତି ଶରଦ ପାୱାର; ପୁନର୍ବିଚାର ପାଇଁ ମାଗିଲେ ୩ ଦିନ ସମୟ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି ମୁଖ୍ୟ ଶରଦ ପାୱାର ଅଧ୍ୟକ୍ଷ ପଦ ଛାଡିବା ପରେ ତାଙ୍କୁ ମନାଇବା ପାଇଁ ଦଳ ଉଦ୍ୟମ ଜାରି ରଖିଛି । ଇତି ମଧ୍ୟରେ ଶରତ ପାୱାର ତାଙ୍କ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରୁଛନ୍ତି । ଏଥିପାଇଁ ସେ ୨-୩ ଦିନ ମାଗିଛନ୍ତି । ଏମିତି ସୂଚନା…