Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଇଥିବା ୬୦ ବର୍ଷୀୟ ବୟଷ୍କଙ୍କୁ ଗୁରୁବାର ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ। ରାଜ୍ୟରେ ଭାରତ ଯୋଡ଼ ଯାତ୍ରା ପ୍ରବେଶ କରିବା ପୂର୍ବରୁ ଦୟା ସିଂହ ନାମକ ବୟସ୍କ ବ୍ୟକ୍ତି ରାହୁଲଙ୍କ ଉପରେ ବୋମାମାଡ଼ କରିବେ ବୋଲି ଧମକ…

ଏସିଆ ବକ୍ସିଂ ଚାମ୍ପିୟନସିପ୍‌ ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହଙ୍କର ପରଲୋକ

ନୂଆଦିଲ୍ଲୀ: ଏସିଆ ବକ୍ସିଂ ଚାମ୍ପିୟନସିପ୍‌ ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହଙ୍କର ପରଲୋକ। ଗତକାଲି କୁରୁକ୍ଷେତ୍ର ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲେ ୭୪ ବର୍ଷୀୟ କିମ୍ବଦନ୍ତୀ ମୁଷ୍ଟି ଯୋଦ୍ଧା ପଦ୍ମଶୀ କୌର ସିଂହ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କ ବିୟୋଗ…

ସାଂଘାଇ ସହଯୋଗ ସଂଗଠନ ବୈଠକ ପୂର୍ବରୁ ଚୀନ୍‌କୁ ରୋକ୍‌ ଠୋକ୍ ଶୁଣାଇଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ସାଂଘାଇ କୋପରେସନ ଅର୍ଗାନାଇଜେସନ୍‌ ବୈଠକ(ଏସ୍‌ସିଓ) ଆରମ୍ଭ ହୋଇଯାଇଛି। ଏଥର ଭାରତ ଏସ୍‌ସିଓ ବୈଠକର ନେତୃତ୍ୱ ନେଉଛି। ବୈଠକରେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଚୀନ, କଜାଖସ୍ତାନ, କିର୍ଗିଜ୍‌ସ୍ତାନ, ଋଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନର…

ବରିଷ୍ଠ ଜେଡିୟୁ ନେତାଙ୍କୁ ଗୁଳି କରି ହତ୍ୟା

ପାଟନା: ବରିଷ୍ଠ ଜେଡିୟୁ ନେତା କୈଳାଶ ମହତୋଙ୍କୁ ଗୁଳି କରି ହତ୍ୟା। ଗୁରୁବାର ବିଳମ୍ବିତ ରାତିରେ କଟିହାର ପୁଲିସ ଷ୍ଟେସନ୍ ଏରିଆରେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ମହତୋଙ୍କୁ ଗୁଳି କରି ଫେରାର୍ ହୋଇଯାଇଛି।  ୭୦ ବର୍ଷୀୟ ମହତୋଙ୍କ ପେଟରେ ଓ ମୁଣ୍ଡରେ ଏକାଧିକ ଗୁଳି କରାଯାଇଛି। ମିଳିଥିବା…

ଜିମ୍‌ ସେଣ୍ଟର ଉଦ୍‌ଘାଟନ କରିଥାନ୍ତେ ମୁଖ୍ୟମନ୍ତ୍ରୀ, ତା ପୂର୍ବରୁ ସବୁ ଜାଳିଦେଲେ ଆନ୍ଦୋଳନକାରୀ

ଇମ୍ଫାଲ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମ ମଞ୍ଚ ଜାଳିଦେଲେ ଆନ୍ଦୋଳନକାରୀ। ଉଧ୍‌ଘାଟନ ପୂର୍ବରୁ ଜିମ୍‌ସେଣ୍ଟର-ତଥା କ୍ରୀଡ଼ା ସୁବିଧା ଥିବା ସେଣ୍ଟରେ ନିଆଁ ଲଗାଇ ଦେଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚୁ ପହଞ୍ଚୁ ନୂଆ ଜିମ୍ ସେଣ୍ଟରେ ଅଧା ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଶୁକ୍ରବାର…

ମୋଦୀଙ୍କୁ ଖଡଗେଙ୍କ ‘ବିଷଧର ସାପ’ ମନ୍ତବ୍ୟ, ‘ଶିବଙ୍କ ନାଗରାଜ ପ୍ରତି କଂଗ୍ରେସର ଭୟ ରହିବା…

ଗୌହଟି: 'ବିଷଧର ସାପ' ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିବା ପରେ ବିଜେପି କଡା ସମାଲୋଚନା କରିଛି। ଏହି ମନ୍ତବ୍ୟ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ 'ବିଷଧର ସାପ'କୁ ଡରିବା ଆବଶ୍ୟକ…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୯୧ ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ

ନୂଆଦିଲ୍ଲୀ: ଆସନ୍ତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମ୍ପାଦିତ ହେବ । ଉଦ୍‌ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍…

ଦନ୍ତେଓ୍ୱାଡାରେ ଆକ୍ରମଣ ପାଇଁ ନିଜକୁ ଦାୟୀ କଲେ ନକ୍ସଲ, ସହିଦଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ ବାଘେଲ

ଦନ୍ତେଓ୍ୱାଡା: ଦନ୍ତେଓ୍ୱାଡା ଜିଲ୍ଲାର ଅରଣପୁରରେ ନକ୍ସଲ ଆକ୍ରମଣ ଘଟଣା, ଛତିଶଗଡ ସରକାରକୁ କଡା ଜବାବ ବୋଲି ମାଓବାଦୀ କହିଛନ୍ତି। ପିଏଲଜିଏ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ଦରଭା ଡିଭିଜନ ସଚିବ ସାଇନାଥ ଏ ସମ୍ପର୍କରେ ଏକ ପ୍ରେସ ନୋଟ୍ ଜାରି କରିଛନ୍ତି। ସରକାରଙ୍କ ବିରୋଧରେ…

‘ମହାରାଷ୍ଟ୍ର ରାଜନୀତି’, ଘରକୁ ପଳେଇଲେ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିକୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ପଦାକୁ ଆସୁଛି। ସିନ୍ଦେ ବିଜେପି ସରକାରର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଆଲୋଚନା ହେଉଛି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା…

‘ମାନହାନି ମାମଲା’, ରାହୁଲଙ୍କ ପରେ ତେଜସ୍ୱୀଙ୍କ ପାଳି

ଭୁବନେଶ୍ୱର: ମାନହାନି ମାମଲା ପ୍ରସଙ୍ଗକୁ ନେଇ ରାହୁଲ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଏବେ ଆରଜେଡି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବଙ୍କ ବିରୋଧରେ ମାନହାନି ମକଦ୍ଦମା ହୋଇଛି। ବିରୋଧୀ ପକ୍ଷର ଅନ୍ୟ ଏକ ପ୍ରମୁଖ ଚେହେରା ତେଜସ୍ୱୀ ଯାଦବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର…