Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟାଇଟନିକର ଭଗ୍ନାବଶେଷ ପାଖରୁ ମିଳିଲା ନିଖୋଜ ଟାଇଟନ; ୫ ଯାତ୍ରୀ ମୃତ

ୱାଶିଂଟନ: ଟାଇଟନ ବୁଡାଜାହାଜରେ ଯାଇଥିବା ୫ ଜଣଙ୍କର ଅତି ଦୁଃଖଦ ମୃତ୍ୟୁ ଘଟିଛି ।  ଓସେନ ଗେଟ କମ୍ପାନୀ ପରିଚାଳିତ ଏହି ବୁଡାଜାହାଜରେ ଥିବା ୫ ଜଣ ଆଟଲାଣ୍ଟିକ ମହାସାଗରରେ ବୁଡି ଯାଇଥିବା ଟାଇଟନିକର ଭଗ୍ନାବଶେଷକୁ ଦେଖିବା ପାଇଁ ଜୁନ ୧୮ ତାରିଖରେ ବାହାରିଥିଲେ । ହେଲେ ଯାତ୍ରା ଆରମ୍ଭ କରିବାର…

ଜି-୨୦ ସମ୍ମିଳନୀ, ଚତୁର୍ଥ ଶିକ୍ଷା ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ପୁନେ: ମହାରାଷ୍ଟ୍ର ପୁନେରେ ଅନୁଷ୍ଠିତ ଚତୁର୍ଥ ଶିକ୍ଷା ୱାର୍କିଂ ଗ୍ରୁପ ଏବଂ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜି-୨୦ ବୈଠକରେ ଉଦଘାଟନୀ ସମାରୋହରେ ବିଭିନ୍ନ ଦେଶର ମନ୍ତ୍ରୀ, ପ୍ରତିନିଧିମଣ୍ଡଳୀ ଓ ୟୁନେସ୍କୋ, ୟୁନିସେଫ ଓ ଓଇସିଡି ସହ କଲେ ଆଲୋଚନା।…

ବାହାନଗା ଦୁର୍ଘଟଣା ପରେ ବଡ଼ କାର୍ଯ୍ୟାନୁଷ୍ଠାନ, ବଡ଼ ପଦବୀରେ ଥିବା ଅଧିକାରୀଙ୍କର ହେଲା ବଦଳି

ଖଡଗପୁର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ରେଳ ବିଭାଗ ଦକ୍ଷିଣ ପୂର୍ବ ରେଳର ଖଡଗପୁର ଡିଭିଜନର ଡିଆରଏମ, ପିସିଏସଟିଇ, ପିସିଏସଓ ଏବଂ ପିସିସିସିଏମ ଭଳି ପଦାଧିକାରୀଙ୍କ ଅନ୍ୟତ୍ର ବଦଳି କରାଯାଇଛି। ଏବେ ନୂଆ ଡିଆରଏମ୍ ହେବ କେ.ଆର…

ୟୁଏସ କଂଗ୍ରେସରେ ଗୁଞ୍ଜରିତ ହେଲା ମୋଦୀ ମୋଦୀ ନାରା, ପ୍ରଧାନମନ୍ତ୍ରୀ କହିଲେ ‘ଏଆଇ’ର ଅର୍ଥ ଆମେରିକା,…

ଓ୍ୱାଶିଂଟନ: କ୍ୟାପିଟାଲ ହିଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସଂସଦକୁ ସମ୍ବୋଧିତ କରିଛନ୍ତି। ସେ କ୍ୟାପିଟାଲ ହିଲରେ ପହଞ୍ଚିବା ମାତ୍ରେ ସଂସଦ ମୋଦୀ-ମୋଦିଙ୍କ ନାରାରେ ଗୁ଼ଞ୍ଜରିତ ହୋଇଥିଲା। ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର…

ଗଣତନ୍ତ୍ର ଲୋକଙ୍କ ଡିଏନରେ ଅଛି, ଭାରତରେ କୌଣସି ପ୍ରକାର ଭେଦଭାବ ହୁଏ ନାହିଁ: ପ୍ରଧାନମନ୍ତ୍ରୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଉଭୟ ଦେଶର ନେତା ମିଳିତ ସାମ୍ବାଦିକ ସମ୍ମିଳନୀରେ ଏକ ବିବୃତ୍ତି ଜାରି କରି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚରାଯାଇଥିଲା ଯେ ଭାରତ ସରକାର ସଂଖ୍ୟାଲଘୁମାନଙ୍କ ପାଇଁ…

ଆମେରିକାରୁ ପାକିସ୍ତାନକୁ ମୋଦୀଙ୍କ ଚେତାବନୀ, କହିଲେ ଆତଙ୍କବାଦ ବିରୋଧରେ ଠୋସ୍ ପଦକ୍ଷେପ ଜରୁରୀ

ନ୍ୟୁୟର୍କ: ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହ୍ୱାଇଟ ହାଉସରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ରେଡ କାର୍ପେଟରେ ଏକ ବଡ଼ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ମୋଦୀଙ୍କୁ ସ୍ବାଗତ କରିଥିଲେ।…

ହ୍ୱାଇଟ୍ ହାଉସରେ ପିଏମ୍ ମୋଦିଙ୍କୁ ଭବ୍ୟ ସ୍ୱାଗତ

ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହ୍ୱାଇଟ୍ ହାଉସରେ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ହ୍ୱାଇଟ୍ ହାଉସରେ ମୋଦିଙ୍କ ସ୍ୱାଗତ ବେଳେ ଜୋ ବାଇଡେନଙ୍କ ପତ୍ନୀଙ୍କ ସହ ଉପରାଷ୍ଟ୍ରପତି କମଲା ହାରିସ୍, ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ…

ଯୋଗୀଙ୍କୁ ମାତ ଦେବାକୁ ଏକାଠି ହେବେ ହାତୀ ହାତ!

ଭୁବନେଶ୍ୱର: ଉତ୍ତରପ୍ରଦେଶକୁ ନେଇ ଏବେ ରାଜନୈତିକ ଅଙ୍କକଷା ଅଧିକ ଦେଖିବାକୁ ମିଳୁଛି। ୟୁପିର ରାଜନୈତିକ ଚିତ୍ର କଣ ହେବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ୟୁପିରେ ବିଜେପିକୁ ଚେକ ଦେବା ପାଇଁ ସମାଜବାଦୀ ପାର୍ଟି ଶକ୍ତି ସାଉଁଟୁ ଥିବା ବେଳେ କଂଗ୍ରେସ ମଧ୍ୟ ଭିନ୍ନ କିଛି…

ରାହୁଲଙ୍କ ହାତ ଧରିବେ ଶର୍ମିଳା!

ଭୁବନେଶ୍ୱର: କଂଗ୍ରେସରେ ମିଶିଵ କି ୱାଇଏସଆର ତେଲେଙ୍ଗାନା ପାର୍ଟି? ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ ୱାଇଏସ ଶର୍ମିଳାଙ୍କ ଆଭିମୁଖ୍ୟକୁ ଦେଖି ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଚର୍ଚ୍ଚା ଅନୁଯାୟୀ ଆସନ୍ତା ଜୁଲାଇ ଆଠ ତାରିଖରେ ଶର୍ମିଳାଙ୍କ ଦଳ କଂଗ୍ରେସରେ…

ବିରୋଧୀଙ୍କ ବୈଠକ ପୂର୍ବରୁ ତେଜିଲା ରାଜନୀତି, ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ କେଜରିୱାଲ ଲଢେଇ!

ଭୁବନେଶ୍ୱର: ରାତି ପାହିଲେ ବହୁ ପ୍ରତୀକ୍ଷିତ ବିରୋଧୀ ଦଳଗୁଡିକର ବୈଠକ ହେବ। ଏଥିପାଇଁ ବିହାରର ପାଟନା ଚଳଚଞ୍ଚଳ ହୋଇଉଠିଛି।ବିଜେପି ବିରୋଧରେ ଏକାଠି ହେବେ ୧୭ ରୁ ଅଧିକ ବିରୋଧୀ ଦଳ। କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଏମସି, ଉଦ୍ଧବ ଗୋଷ୍ଠୀ ଶିବସେନା ସମେତ ପ୍ରମୁଖ…