Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Maritime Security:ସମୁଦ୍ର ଡକାୟତି ଓ ଆତଙ୍କବାଦ ବିରୋଧରେ ଭାରତ ଓ ସୋମାଲିଆ ଏକଜୁଟ; ସାମୁଦ୍ରିକ ସୁରକ୍ଷା ନେଇ…

ନୂଆଦିଲ୍ଲୀ:ଭାରତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ଚ୍ୟାଲେଞ୍ଜ ମଧ୍ୟରେ, ଭାରତ ଏବଂ ସୋମାଲିଆ ସାମୁଦ୍ରିକ ଡକାୟତି ଏବଂ ଜାହାଜ ଅପହରଣ ମୁକାବିଲା ପାଇଁ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୋଗାଦିଶୁଠାରେ ଅନୁଷ୍ଠିତ ଭାରତ ଓ ସୋମାଲିଆ ମଧ୍ୟରେ ପ୍ରଥମ 'ବୈଦେଶିକ…

AI ସାହାଯ୍ୟରେ ନିଖୋଜ ମହିଳା ଅଢ଼େଇ ବର୍ଷ ପରେ ପରିବାରକୁ ଭେଟିଲେ

ନୂଆଦିଲ୍ଲୀ:କୃତ୍ରିମ ବୁଦ୍ଧିମତ୍ତା (AI) ଆଉ କେବଳ ଇମେଲ୍ ଲେଖିବା, କୋଡିଂ କରିବା କିମ୍ବା ଅଫିସ୍ କାମକୁ ସରଳ କରିବା ଭଳି କାର୍ଯ୍ୟରେ ସୀମିତ ନୁହେଁ; ଏହା ଏବେ ସେମାନଙ୍କ ପ୍ରିୟଜନଙ୍କଠାରୁ ଅଲଗା ହୋଇଥିବା ଲୋକମାନଙ୍କୁ ପୁନଃମିଳନ କରିବା ପାଇଁ ମଧ୍ୟ ବ୍ୟବହୃତ ହେଉଛି । ମହାରାଷ୍ଟ୍ରରୁ ଏହି…

ଟେକ୍‌ଅଫ୍‌ ପରେ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ପୁଣେରେ ଜରୁରୀ ଅବତରଣ

ପୁଣେ: ପୁଣେରୁ ଗ୍ବାହାଟୀ ଯାଉଥିବା ଇଣ୍ଡିଗୋର ଏକ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛି। ବିମାନଟିର ଲ୍ୟାଣ୍ଡିଂ ଗିୟର୍‌ (ଅବତରଣ ଚକ) ଉଡ଼ାଣ ପରେ ଉପରକୁ ଉଠିନପାରି ବାହାରେ ରହିଯାଇଥିଲା। ଏନେଇ ପାଇଲଟ୍‌ ତୁରନ୍ତ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌…

୪୯ ବର୍ଷ ପୂର୍ବ ଯାତ୍ରା ଆରମ୍ଭ…ପୃଥିବୀଠାରୁ ୨୬ ଅରବ କିମି ଦୂରରେ ପହଞ୍ଚିବ Voyager-1, ମାନବ ଇତିହାସରେ କେବେ…

ନୂଆଦିଲ୍ଲୀ: ମହାକାଶରେ ପୁଣି ଏକ ନୂଆ ଇତିହାସ ରଚିବାକୁ ଯାଉଛି ନାସାର ଅନ୍ତରୀକ୍ଷ ଯାନ Voyager-1। ୧୯୭୭ ମସିହାରେ ଯାତ୍ରା ଆରମ୍ଭ କରିଥିବା ଏହି ଯାନ ନଭେମ୍ବର ୧୮ରେ ପୃଥିବୀ ଠାରୁ ଏକ ଆଲୋକ ଦିନର ଦୂରତା ଅତିକ୍ରମ କରିବାକୁ ଯାଉଛି। ଏପରି ସଫଳତା ହାସଲ କରିବାରେ ଏହା ହେବ ପ୍ରଥମ ମାନବ…

Budhi Diwali: ଦୀପାବଳିର ମାସକ ପରେ ପୁଣି ଆଲୋକର ପର୍ବ! କ’ଣ ଏହି ‘ବୁଢ଼ୀ ଦୀପାବଳି’? ଜାଣନ୍ତୁ ଏହାର ରୋଚକ ରହସ୍ୟ…

ନୂଆଦିଲ୍ଲୀ: ବର୍ଷକୁ ଦୁଇ ଥର ପାଳିତ ହୁଏ ଦୀପାବଳି । ଭାରତର ଅନ୍ୟ ଅଞ୍ଚଳରେ ଦୀପାବଳିର ଆଲୋକ ପର୍ବ ସରିଯାଇଥିବା ବେଳେ, ଏହି ପାହାଡ଼ିଆ ଅଞ୍ଚଳରେ ଠିକ୍ ମାସକ ପରେ ପୁଣି ଥରେ ପାଳନ ହୁଏ ଆଲୋକର ପର୍ବ। ବର୍ଷକୁ ଦୁଇଥର ଦୀପାବଳି ପାଳନର ଏହି ନିଆରା ପରମ୍ପରାକୁ କୁହାଯାଏ ‘ବୁଢ଼ୀ ଦୀପାବଳି’ ବା…

CM DK’s Metro Moment with Modi: ‘ଟିକେଟ୍ କାଟିବାକୁ ଟଙ୍କା ନଥିଲା, ନିଜ ହାତରୁ ମୋ ପାଇଁ ଟିକେଟ୍…

ବେଙ୍ଗାଲୁରୁ: ମେଟ୍ରୋରେ ଯାତ୍ରା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ପାଖରେ ଟିକେଟ୍ କିଣିବାକୁ ଟଙ୍କା ନଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ମାର୍ଟ କାର୍ଡ ସ୍ୱାଇପ୍ କରି ତାଙ୍କ ପାଇଁ ଟିକେଟ୍ କିଣିଥିଲେ। ଏଭଳି ଏକ ରୋଚକ ଅନୁଭୂତି ନିଜେ…

DPDP Act: ଏଣିକି ଆପଣଙ୍କ ଅନୁମତି ବିନା ବ୍ୟବହାର ହୋଇପାରିବନି ବ୍ୟକ୍ତିଗତ ତଥ୍ୟ! ସରକାର ଆଣିଲେ ନୂଆ ବ୍ୟବସ୍ଥା…

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ମୋବାଇଲ ଆପ୍‌, ୱେବସାଇଟ୍‌ ଓ ଅନଲାଇନ୍‌ ସପିଂ ପ୍ଲାଟଫର୍ମ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରୁଛନ୍ତି। ଏଥିରେ ନାମ, ମୋବାଇଲ ନମ୍ବର, ଇ-ମେଲ୍‌, ଠିକଣା, ଲୋକେସନ୍‌ ଓ କିଣାକିଣି ସମ୍ପର୍କିତ ତଥ୍ୟ ରହୁଛି। ଅନେକ ସମୟରେ ନିଜ ତଥ୍ୟ କେଉଁ କମ୍ପାନୀ କେଉଁ କାମରେ…

ବକ୍ସ ଅଫିସରେ ରେକର୍ଡ଼ ଭାଙ୍ଗୁଛି ‘ରାମାୟଣ’; ୧୦ ଦିନରେ ୧୨୦୦ କୋଟି ପାର୍ 

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ "ରାମାୟଣ’ ବକ୍ସ ଅଫିସରେ ଧମାଲ ମଚାଇଛି। ରଣବୀର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ଏହି ପୌରାଣିକ ଫିଲ୍ମ ରିଲିଜ୍ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗି ଚାଲିଛି । "ରାମାୟଣ" କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଦର୍ଶକଙ୍କୁ…

Vehicle over Loan: କିସ୍ତି ବାକି ଥିଲେ ବି ଗୁଣ୍ଡା ଲଗାଇ ଗାଡ଼ି ଉଠାଇପାରିବେନି ଫାଇନାନ୍ସ କମ୍ପାନୀ! ହାଇକୋର୍ଟଙ୍କ…

ପ୍ରୟାଗରାଜ: ଗାଡ଼ିର ଋଣ କିସ୍ତି ପୈଠ ନକଲେ ଆଉ ମନମାନି କରିପାରିବେନି ଫାଇନାନ୍ସ କମ୍ପାନୀ। ଋଣ ଆଦାୟ ନାଁରେ ଗୁଣ୍ଡା କିମ୍ବା ରିକଭରି ଏଜେଣ୍ଟଙ୍କ ଜରିଆରେ ଜୋରଜବରଦସ୍ତି ଗାଡ଼ି ଜବତ କରିବା ଆଇନସମ୍ମତ ନୁହେଁ। ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏକ ମାମଲାର…