Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ମୁଁ ହୁଏତ ଜୀବିତ ଅବସ୍ଥାରେ ଫେରି ନପାରେ’: ଜରୁରୀକାଳୀନ ଚିକିତ୍ସା ପାଇଁ ପାକିସ୍ତାନର ଶୀର୍ଷ ବିଚାରପତିମାନଙ୍କୁ…

ଲାହୋର: ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ (PTI) ମୁଖ୍ୟ ଇମ୍ରାନ ଖାନ ଦେଶର ଶୀର୍ଷ ବିଚାରପତିମାନଙ୍କୁ ଚିଠି ଲେଖି ନିଜ ସ୍ୱାସ୍ଥ୍ୟାବସ୍ଥା ନେଇ ଗଭୀର ଚିନ୍ତାପ୍ରକଟ କରିଛନ୍ତି। ସେ ଏହି ଚିଠିରେ ଦର୍ଶାଇଛନ୍ତି ଯେ ଦୀର୍ଘ ଦିନର ଏକା ଜେଲ୍ ରେ ରହିବା ଏବଂ…

ସୁରକ୍ଷା ବାହିନୀକୁ ବଡ଼ ସଫଳତା: CRPF ଚେକ୍‌ପଏଣ୍ଟ୍ ଆକ୍ରମଣକାରୀ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏକ ବଡ଼ ଏନକାଉଣ୍ଟରରେ ଲସ୍କର-ଏ-ତୋଏବା (LeT) କମାଣ୍ଡର ମହମ୍ମଦ ଲତିଫ ଭଟ୍ଟଙ୍କ ସମେତ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନଭେମ୍ବର ୧୧ ତାରିଖରେ କୁଲଗାମରେ CRPF ଚେକ୍‌ପଏଣ୍ଟ୍ ଉପରେ ହୋଇଥିବା ଆକ୍ରମଣର…

‘ଛଠି ମୈୟାଁ କି ଜୟ’ ମୁମ୍ବାଇରେ ଛଟ୍ ପୂଜାରେ ଅଭିନେତ୍ରୀ ତମନ୍ନା ଭାଟିଆ

ମୁମ୍ବାଇ: ମୁମ୍ବାଇରେ ମହିଳା ମାନଙ୍କ ସହ ଛଟ୍ ପୂଜା ବେଳେ ନଜର ଆସିଲେ ଅଭିନେତ୍ରୀ ତମନ୍ନା ଭାଟିଆ । ଏନେଇ ଏକ ଭିଡିଓ ପୋଷ୍ଟ କରି ଦେବୀଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ସବୁବେଳେ ଥାଉ ବୋଲି ଲେଖି ପୋଷ୍ଟ କରିଛନ୍ତି । ଭିଡିଓରେ ତମନ୍ନା ମହିଳା ଭକ୍ତଙ୍କ ସହ କଥା ହେବା ସହ ଛୋଟ ପିଲାଙ୍କୁ…

India made Chips Before: ୧୯୮୦ ଦଶକରେ ଚିପ୍‌ ତିଆରି କରୁଥିଲା ଭାରତ, ଗୋଟିଏ ଭୟଙ୍କର ନିଆଁ ଧ୍ୱଂସ କରିଦେଇଥିଲା…

ନୂଆଦିଲ୍ଲୀ: ଆଜି ସେମିକଣ୍ଡକ୍ଟର ଚିପ୍‌ ନିର୍ମାଣ କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ପରିଚୟ ତିଆରି କରିବାକୁ ଭାରତ ବଡ଼ ଧରଣର ନିବେଶ କରୁଛି। ଗୁଜରାଟର ଧୋଲେରାରେ ଦେଶର ପ୍ରଥମ ବୃହତ୍‌ ସିଲିକନ୍‌ ଚିପ୍‌ ନିର୍ମାଣ କାରଖାନା ୨୦୨୮ ସୁଦ୍ଧା ଆରମ୍ଭ ହେବାର ଆଶା ରହିଛି। କିନ୍ତୁ କ’ଣ ଆପଣ ଜାଣନ୍ତି,…

Vijaya-Rashmika-Family-Time: ବିଜୟ ଦେବରକୋଣ୍ଡାଙ୍କ ଜାପାନ ହଲିଡେ ଡାଏରୀ

ବ୍ୟୁରୋ: ନଭେମ୍ବରରେ ଜାପାନ୍ ଯାଇଥିଲେ ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡା । ପରିବାର ସହ ଭ୍ୟାକେସନରେ ଯାଇଥିବାର କିଛି ମସ୍ତି ଆଉ ମି’ ମୋମେଂଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଲେଖିଛନ୍ତି ନିଜ ପସନ୍ଦରଲୋକ ବା ବିଶେଷ ଲୋକଙ୍କ ସହ ଜୀବନକୁ ଉତ୍ସବର ସହ ପାଳନ କରୁଛି । ଯେଉଁମାନେ ମୋ ଜୀବନର…

ଇରାନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ, ବିକୁଛନ୍ତି ମିଠା!

ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହେରାନର ଜଣେ ଦୋକାନୀ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ଦୋକନୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପରି ଦେଖାଯାଉଛନ୍ତି । ଦୋକାନୀଙ୍କ ଏକ ୯ ସେକେଣ୍ଡର ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ତାଙ୍କ ଦୋକାନରେ…

ସହିଦଙ୍କୁ ଅସମ୍ମାନ: ବିନା କଫିନ୍‌ରେ ଡମ୍ପରରେ ଅଣାଗଲା ଦୁଇ SPOଙ୍କ ମୃତଦେହ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କିଷ୍ଟୱାର ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇଜଣ ସ୍ପେଶାଲ ପୋଲିସ ଅଫିସର (SPO)ଙ୍କ ମୃତଦେହକୁ ବିନା କଫିନ୍‌ରେ ଏକ ଡମ୍ପର ଟ୍ରକ୍‌ରେ ସେମାନଙ୍କ ଗାଁକୁ ପଠାଯିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ନଭେମ୍ବର ୧୪ ତାରିଖରେ ସହିଦ…

Diljit Dosanjh’s Concert Row: “କାହା ବାପାର ନୁହେଁ ହିନ୍ଦୁସ୍ତାନ…”, କାହିଁକି ଇନ୍ଦୋର ମଞ୍ଚରୁ ଏମିତି…

ଇନ୍ଦୋର: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ୍‌ ଦୋସାଞ୍ଜଙ୍କ ଇନ୍ଦୋର କନ୍‌ସର୍ଟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଞ୍ଚରୁ ତାଙ୍କର ଏକ ବୟାନ ଏବେ ଚର୍ଚ୍ଚାରେ। ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କ କବିତାର ପଂକ୍ତି ‘କିସି କେ ବାପ୍ କା ହିନ୍ଦୁସ୍ତାନ ଥୋଡ଼ି ହୈ’ ଉଦ୍ଧୃତ କରି…

ମୁମ୍ବାଇରେ ବ୍ରିଟେନ୍ ପ୍ରିନ୍ସ ଓ ପ୍ରିନ୍ସେସ୍‌, ଚା’ ଓ କ୍ରିକେଟ୍ ମ୍ୟାଚ୍‌ରୁ ଆରମ୍ଭ ରାଜକୀୟ ସକାଳ

ମୁମ୍ବାଇ: ୩ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍ସ ପ୍ରିନ୍ସ ଉଇଲିଅମ୍ସ ଓ ପ୍ରିନ୍ସେସ୍ କେଟ୍ ମିଡଲଟନ୍ । ସୋମବାର ମୁମ୍ବାଇରେ ପହଂଚିବା ପରେ ତାଙ୍କୁ ପାରମ୍ପରିକ ବାଦ୍ୟ ଢୋଲ ତାସାର ତାଳେ ତାଳେ ଭବ୍ୟ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଛି । ପ୍ରଥମ ଦିନରେ ତାଙ୍କ ସହ ସକାଳର ମୁହୂର୍ତ୍ତ…