Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ମେଟ୍ରୋରେ ଥମୁନି ଅଶ୍ଲୀଳତା, ପ୍ରେମୀ ଯୁଗଳଙ୍କ କାରନାମା ଦେଖି ଲୋକେ ତାଜୁବ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ଟ୍ରାଫିକକୁ ହ୍ରାସ କରିବା ଏବଂ ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ୪ ଡିସେମ୍ବର ୨୦୦୨ ମସିହାରେ, ପ୍ରଥମ ଥର ପାଇଁ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । କିଏ ଜାଣିଥିଲା ​​ଯେ ଦିନେ ଏହି ମେଟ୍ରୋ ଲୋକମାନଙ୍କ ପାଇଁ ଅଶ୍ଳୀଳତାର କେନ୍ଦ୍ର ଭାବେ ପରିଣତ ହେବ ।…

ପିଙ୍କ ଶାଢୀ, କଳା ଚଷମା ଆଉ ହାତରେ ଇଭିଏମ..  ନିର୍ବାଚନରେ ଗ୍ଲାମରର ତଡକା ଲଗାଇଲେ ଲେଡି ଅଫିସର

ନୂଆଦିଲ୍ଲୀ: ରାତି ପାହିଲେ ମଧ୍ୟପ୍ରଦେଶ ନିର୍ବାଚନ  । ଇଭିଏମ ଧରି ପୋଲିଂ ଅଫିସର  ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଗଲେଣି  । ତେବେ ମଧ୍ୟପ୍ରଦେଶର ଖରଗୋନର ଏକ ପୋଲିଂ ବୁଥକୁ ଆସିଥିବା ଏହି ମହିଳା କର୍ମଚାରୀଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।…

୬ ମାସ ପାଇଁ ବନ୍ଦ ହେଲା କେଦାରନାଥ ମନ୍ଦିର ଦ୍ୱାର

ଡେରାଡୁନ: ଶୀତକାଳୀନ ପାଇଁ ପ୍ରଥମେ ଗଙ୍ଗୋତ୍ରୀ ଧାମର ଦ୍ବାର ଓ ଏହାର ଦିନକ ପରେ ଯମୁନୋତ୍ରୀ ଧାମର ଦ୍ବାର ବନ୍ଦ ହୋଇଥିବାବେଳେ, ଭାଇଦୁଜ ଅବସରରେ ବୁଧବାର ବାବା କେଦାରନାଥଙ୍କର ଦ୍ବାର ବନ୍ଦ ହୋଇଛି । ଏହାପରେ ପ୍ରଭୁ ବଦ୍ରି ନାରାୟଣଙ୍କର ଦ୍ବାର ଶୀତକାଳୀନ ପାଇଁ ୬ ମାସ ବନ୍ଦ ରହିବ ।…

ସୁଡଙ୍ଗରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆସିଲା ଆମେରିକା ଡ୍ରିଲ ମେସିନ: ଘଣ୍ଟାକରେ ଖୋଳିବ ୫ ମିଟର

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା । ୫ ଦିନ ହୋଇ ଗଲାଣି ଫସି ରହିଛନ୍ତି ୪୦ ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚାଲିଛି । ହେଲେ ସବୁ ଉଦ୍ୟମ ଫେଲ ମାରୁଛି । ଏବେ ବାୟୁସେନା ବିମାନ ଜରିଆରେ…

ଆସନ୍ତାକାଲି ଛତିଶଗଡ ଓ ମଧ୍ୟପ୍ରଦେଶରେ ଭୋଟ୍ : ବୁଥ୍ ଅଭିମୂଖେ ପୋଲିଂ ପାର୍ଟି , ଇଭିଏମ ବି ପ୍ରସ୍ତୁତ

ନୂଆଦିଲ୍ଲୀ : ଆସନ୍ତାକାଲି ଛତିଶଗଡରେ ଅନ୍ତିମ ପର୍ଯ୍ୟାୟ ଭୋଟ୍  । ମୋଟ୍ ୭୦ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ୯୫୮ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର  । ଏଥିଲାଗି ଏହାର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର ଶେଷ ହୋଇଛି  । ଛତିଶଗଡରେ ଦୁଇ ପର୍ଯ୍ୟାୟରେ ମତଦାନ…

‘ପ୍ରମାଣ ଦିଅ,ଯାଞ୍ଚ ପାଇଁ ପ୍ରସ୍ତୁତ ଅଛୁ’-ନିଜ୍ଜର ହତ୍ୟାକୁ ନେଇ କାନାଡା ଅଭିଯୋଗ ଉପରେ କହିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତିକୁ ନେଇ କାନାଡା ଅଡି ବସିଥିବାବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମୁହଁ ଖୋଲିଛନ୍ତି । କଡା ଭାଷାରେ କାନାଡାକୁ ଜବାବ ଦେଇଛନ୍ତି ଜୟଶଙ୍କର  । କହିଛନ୍ତି, ପ୍ରମାଣ ଦିଅ, ଆମେ ଯାଞ୍ଚ ପାଇଁ ପ୍ରସ୍ତୁତ ବୋଲି…

ଭାଙ୍ଗୁଛି ଧୈର୍ଯ୍ୟର ବାଡ, ୫ଦିନ ହେବ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ୪୦ ଶ୍ରମିକ

ଉତ୍ତରାଖଣ୍ଡ: ଧିରେ ଧିରେ ଭାଙ୍ଗୁଛି ଧୈର୍ଯ୍ୟର ବାଡ । ଗତ ୪ଦିନ ହେବ ଅନ୍ଧାରି ମୁଲକରେ ଫସି ରହିଛି ୪୦ ଜୀବନ । ଆଜି ୫ମ ଦିନରେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଫସି ରହିଥିବା ସେହି ଶ୍ରମିକମାନେ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ଗତ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ…

ଦିଲ୍ଲୀରୁ ସହରସା ଯାଉଥିବାବେଳେ ବୈଶାଳୀ ଏକ୍ସପ୍ରେସରେ ଲାଗିଲା ନିଆଁ, ୧୯ ଯାତ୍ରୀ ଆହତ

ନୂଆଦିଲ୍ଲୀ : ୧୨ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ଅଘଟଣ ।  ଦିଲ୍ଲୀ-ଦରଭଙ୍ଗା ପରେ ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ନୂଆଦିଲ୍ଲୀରୁ ସହରସା ଅଭିମୁଖେ ଯାଉଥିବା ବୈଶାଳୀ ଏକ୍ସପ୍ରେସ ଟ୍ରେନର ୬ନଂ କୋଚର ବାଥରୁମ୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଟ୍ରେନରେ ଥିବା…

ମୋଦିଙ୍କ ‘ ମୂର୍ଖଙ୍କ ସର୍ଦ୍ଦାର’ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଗେହଲଟ: କହିଲେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ

ଜୟପୁର:ପ୍ରଧାନମନ୍ତ୍ରୀଙ୍କ ‘ମୁର୍ଖଙ୍କ ସର୍ଦ୍ଦାର’ ବୟାନକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁର୍ଖଙ୍କ ସର୍ଦ୍ଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି କରିଥିବା କଟାକ୍ଷକୁ ନେଇ ଜବାବ ରଖିଛନ୍ତି  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରଧାନମନ୍ତ୍ରୀଙ୍କର ଏପରି…

୨୦୨୪ ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ମେଣ୍ଟ ସରକାର ଗଠନ ହେବ: କେସିଆର

ହାଇଦ୍ରାବାଦ: ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସଭାପତି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ନିଜାମାବାଦରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଏକ ଭବିଷ୍ୟବାଣୀ କରିଛନ୍ତି ଏବଂ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ମେଣ୍ଟ ସରକାର ଗଠନ ହେବ।…