Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନ ବିଚାରପତିଙ୍କୁ ଜୋତା ଫିଙ୍ଗିବା ପ୍ରସଙ୍ଗ; ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ (SCBA) ଗୁରୁବାର ଦିନ ଆଇନଜୀବୀ ରାକେଶ କିଶୋରଙ୍କ ଅସ୍ଥାୟୀ ସଦସ୍ୟତା ବାତିଲ କରିଛି। ଗତ ସୋମବାର ଦିନ କିଶୋର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ଏହି ଘଟଣା କୋର୍ଟ କାର୍ଯ୍ୟକାଳ ସମୟରେ…

ଭୁବନେଶ୍ୱରରେ ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର: ଭୁବନେଶ୍ୱରରେ ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।…

ୟୁନେସ୍କୋର ‘ଓ୍ବାର୍ଲ୍‌ଡ୍ କଂଗ୍ରେସ ଅଫ୍ ପୋଏଟ୍‌ସ୍’ରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ

ଭୁବନେଶ୍ୱର: ୟୁନେସ୍କୋର ସଂସ୍ଥା ‘ଓ୍ବାର୍ଲ୍‌ଡ୍ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ୍ କଲଚର’ ଦ୍ବାରା ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ଏକ ମର୍ଯ୍ୟାଦାଜନକ ପାଞ୍ଚଦିନିଆ ବିଶ୍ବ କବି ସମ୍ମିଳନୀ (ଓ୍ବାର୍ଲ୍‌ଡ୍ କଂଗ୍ରେସ୍ ଅଫ୍ ପୋଏଟ୍‌ସ୍)ରେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବିଶିଷ୍ଟ ଓଡ଼ିଆ…

ଆକ୍ରମଣ ଯୋଜନା କରୁଥିବା ISI ସମର୍ଥିତ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ, RDX ସହ ୨ଗିରଫ

ନୂଆଦିଲ୍ଲୀ: ଜଳନ୍ଧରରେ ପାକିସ୍ତାନର ISI ସମର୍ଥିତ ଆତଙ୍କବାଦୀଙ୍କ ବିରୋଧରେ ପଞ୍ଜାବ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଦିନ ବବର ଖାଲସା ଇଣ୍ଟରନ୍ୟାସନାଲ (BKI)ର ଏକ ସକ୍ରିୟ ଆତଙ୍କବାଦୀ ମଡ୍ୟୁଲ୍ ଠାବ କରାଯାଇଛି । ଏହି ଅପରେସନ ସମୟରେ ପୋଲିସ ଦୁଇ ଜଣ ଆତଙ୍କବାଦୀ,…

ସାହିତ୍ୟରେ ନୋବେଲ୍; ହଙ୍ଗେରୀ ଲେଖକଙ୍କୁ ପୁରସ୍କାର

ନୂଆଦିଲ୍ଲୀ: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ତରଫରୁ ଗୁରୁବାର ଦିନ ସାହିତ୍ୟରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ହଙ୍ଗେରୀୟ ଲେଖକ ଲାସ୍ଜଲୋ କ୍ରାସ୍ନାହୋରକାଇଙ୍କୁ ୨୦୨୫ ମସିହା ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ମନମୁଗ୍ଧକର ଏବଂ…

କଫ ସିରପ୍‌ର ପରୀକ୍ଷଣ ସୁନିଶ୍ଚିତ କରିବାକୁ CDSCOର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ଚିନ୍ତା ବଢ଼ିଛି । ଏହାର ମୁଖ୍ୟ କାରଣ ହେଉଛି କଫ ସିରପ । କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ କେନ୍ଦ୍ରର ସତର୍କତା ନିର୍ଦ୍ଦେଶ। କଫ ସିରପ୍‌ ଜନିତ ଶିଶୁ ମୃତ୍ୟୁ ପରେ ସିରପ୍‌ର ପରୀକ୍ଷଣ ସୁନିଶ୍ଚିତ କରିବାକୁ କେନ୍ଦ୍ରୀୟ…

 ବାଂଲାଦେଶ-ପାକିସ୍ତାନ ଦୋସ୍ତି, କାହିଁକି ଭାରତକୁ ଟେନସନ୍?

ନୂଆଦିଲ୍ଲୀ: ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଘନିଷ୍ଠତା ଏବେ ଭାରତକୁ ଚିନ୍ତିତ କରିଛି। ସମ୍ପ୍ରତି, ପାକିସ୍ତାନୀ ସେନାର ଯୁଗ୍ମ ମୁଖ୍ୟ କର୍ମଚାରୀ (DGJS) ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ତବାସୁମ ହବିବଙ୍କ ନେତୃତ୍ୱରେ ଏକ ଚାରି ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳୀ…

US lawmakers to Trump: ଭାରତ ସପକ୍ଷରେ ବାହାରିଲେ ଆମେରିକା ସାଂସଦ, ‘ବିଗିଡ଼ିଥିବା ସମ୍ପର୍କକୁ ତୁରନ୍ତ ସୁଧାର…’,…

ନୂଆଦିଲ୍ଲୀ: ୨୧ ଜଣ ଆମେରିକୀୟ କଂଗ୍ରେସ ସଦସ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ତାଙ୍କୁ ଭାରତ ସହିତ ସମ୍ପର୍କ ତୁରନ୍ତ ଉନ୍ନତ କରିବାକୁ ଅନୁରୋଧ କରାଯାଇଛି। ୨୧ ଜଣ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଏହି ଗୋଷ୍ଠୀର ନେତୃତ୍ୱ ଡେବୋରା ରସ୍ ଏବଂ ରୋ ଖାନ୍ନା…

Monsoon Withdrawal: କେବେ ବିଦାୟ ନେବ ବର୍ଷା?

ଭୁବନେଶ୍ବର: କୁହାଯାଏ, କୁମାର ପୂର୍ଣ୍ଣିମା ଚାଙ୍ଗୁଡିରେ ଶୀତ ଆସେ । ପ୍ରାୟ ଅକ୍ଟୋବର ପ୍ରାରମ୍ଭରେ କାର୍ତ୍ତିକ ମାସର ଆରମ୍ଭ ସହ ହାଲୁକା ହାଲୁକା ଶୀତ ଅନୁଭୂତ ହୋଇଥାଏ । ବର୍ଷା ଋତୁ ସାଧାରଣତଃ ସେପ୍ଟେମ୍ବର ମଧ୍ୟଭାଗ ସୁଦ୍ଧା ଶେଷ ହୁଏ, ବିଶେଷକରି ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ…

Taliban visit India: ନୂଆଦିଲ୍ଲୀରେ ପହଞ୍ଚିଲେ ତାଲିବାନ ବୈଦେଶିକ ମନ୍ତ୍ରୀ,  ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ମିଳିବ…

ନୂଆଦିଲ୍ଲୀ: ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତାକି ଭାରତ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତକୁ ଆଶରଫ ଗନି ସରକାରଙ୍କ ପତନର ଚାରି ବର୍ଷ ପରେ ଭାରତ ଏବଂ ଆଫଗାନିସ୍ତାନରେ ତାଲିବାନ ଶାସନ ମଧ୍ୟରେ ଉଚ୍ଚସ୍ତରୀୟ ଯୋଗାଯୋଗର ସବୁଠାରୁ ବଡ଼ ସଙ୍କେତ ବୋଲି ବିବେଚନା…