Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବର୍ଷିଲା ଭାରତ; କାହାକୁ ଭାଷଣ ମାରିବାର ପାକିସ୍ତାନର ନୈତିକ ଅଧିକାର ନାହିଁ

ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ପତାକା ଉତ୍ତୋଳନ ସମାରୋହ କୁ ନେଇ ପାକିସ୍ତାନ ଦେଇଥିବା ମନ୍ତବ୍ୟ ପରେ ବୁଧବାର ଦିନ ଭାରତ ନିଜର ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନ ନିଜର ମାନବାଧିକାର ରେକର୍ଡ ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର…

ସୁନାଠୁ ବି ଅଧିକ ଟଙ୍କାରେ କାହିଁକି ବିକ୍ରି ହୁଏ କସ୍ତୁରୀ, ଏହା ଦେଖିବାକୁ କେମିତି ?

ନୂଆଦିଲ୍ଲୀ: ଏହା କୌଣସି ଧାତୁ ନୁହେଁ, କୌଣସି ରତ୍ନ ମଧ୍ୟ ନୁହେଁ ଏହା ହେଉଛି କସ୍ତୁରୀ। ପ୍ରଶ୍ନ ଉଠୁଛି, ଏଥିରେ ଏପରି କ’ଣ ଅଛି ଯାହାକୁ ପାଇବା ପାଇଁ ଦେଶଗୁଡ଼ିକରେ ଚୋରା ବେପାର ହେଉଛି ଏବଂ ବୈଜ୍ଞାନିକମାନେ ଏହାକୁ ଡାକ୍ତରୀ ଚମତ୍କାର ମାନୁଛନ୍ତି? ଏହା କେମିତି ଦେଖାଯାଏ, କେଉଁଠାରୁ ମିଳେ…

ଜେଲରେ ଜନ୍ମ ହେଉଥିବା ପିଲାଙ୍କ କିପରି ହୁଏ ଲାଳନପାଳନ? କେମିିତି ପାଠପଢ଼ନ୍ତି ସେମାନେ

ନୂଆଦିଲ୍ଲୀ: ଜେଲ ଭିତରେ କନ୍ୟା ସନ୍ତାନ ଜନ୍ମ ଦେଲେ ଜଣେ କଏଦୀ । ନୀଳ ଡ୍ରମ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁସକାନ ରସ୍ତୋଗୀ ମେରଠ ଜେଲରେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ଜେଲ ପ୍ରଶାସନ କହିଛନ୍ତି ଯେ, ଡାକ୍ତରମାନେ ମୁସକାନଙ୍କର ନର୍ମାଲ ଡେଲିଭରି କରାଇଛନ୍ତି। ମା’ ଓ ଝିଅ ଉଭୟ…

ସାବଧାନ! ଭଜା ବୁଟରେ ମିଳିଛି କ୍ୟାନ୍‌ସର ତତ୍ତ୍ୱ, ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ..

ନୂଆଦିଲ୍ଲୀ: ଭଜା ବୁଟରେ ମିଳିଛି କ୍ୟାନସର ତତ୍ତ୍ୱ। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ଭାରତରେ ଖାଦ୍ୟ ବିଷାକ୍ତକରଣ ଏବେ ସାଧାରଣ ହେଲାଣି। ପନିପରିବାଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁଥିରେ ରୋଗ ସୃଷ୍ଟିକାରୀ କାରକ ଜନସ୍ୱାସ୍ଥ୍ୟ ପ୍ରତି ବିପଦକୁ ଡାକି ଆଣୁଛି। ବଜାରରେ ସହଜରେ ଉପଲବ୍ଧ…

Maoists surrender: ‘ଲାଲ ଆତଙ୍କ’ରୁ ମୁକ୍ତ ହେବ କି ଛତିଶଗଡ଼? ଆଜି ପୁଣି ୪୧ମାଓବାଦୀ କଲେ…

ରାୟପୁର:କୁଖ୍ୟାତ ମାଓବାଦୀ କମାଣ୍ଡର ମାଡଭି ହିଡମାଙ୍କର ଏନକାଉଣ୍ଟର ପରେ, ବସ୍ତରରେ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ, ଦକ୍ଷିଣ ବସ୍ତରରେ ୪୧ମାଓବାଦୀ ସେମାନଙ୍କର ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି…

ଦେଶରେ ଡାଉନ୍ ହେଲା ଗୁଗୁଲ ମିଟ୍ 

ନୂଆଦିଲ୍ଲୀ: ଦେଶରେ ଡାଉନ୍ ହେଲା ଗୁଗୁଲ ମିଟ୍। ବହୁ ସଂଖ୍ୟକ ୟୂଜର୍ସ ସୋସିଆଲ ମିଡିଆରେ ଗୁଗୁଲ ମିଟ୍ ଡାଉନ୍ ନେଇ ଅଭିଯୋଗ କରୁଛନ୍ତି। ଗୁଗୁଲର ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ କିଛି ସମୟ ପାଇଁ ଡାଉନ୍ ହୋଇଛି, ଏବଂ ଏହାକୁ ଆକ୍ସେସ୍ କରିବା ସମୟରେ 502 ତ୍ରୁଟି ଦେଖାଯାଉଛି। DownDetector…

Trump Pardons Turkeys: “ଗୋବଲ୍, ତୁମେ କ୍ଷମା ପାଇଲ,” ଇଣ୍ଟରନେଟରେ ଭାଇରାଲ ହେଉଛି ଟ୍ରମ୍ପ ଏବଂ…

ନୂଆଦିଲ୍ଲୀ: ଦୀର୍ଘକାଳୀନ ହ୍ୱାଇଟ୍ ହାଉସ୍ ପରମ୍ପରା ଅନୁସରଣ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥାଙ୍କସଗିଭିଂ ପୂର୍ବରୁ ଦୁଇଟି ଟର୍କି ପକ୍ଷୀକୁ କ୍ଷମା କରିଥିଲେ। ଦୁଇଟି ଟର୍କିର ନାମ ୱାଡଲ୍ ଏବଂ ଗୋବଲ୍ ରଖାଯାଇଛି। ଏହି ସମାରୋହ ହସ ଏବଂ ରାଜନୈତିକ ବ୍ୟଙ୍ଗରେ ପରିପୂର୍ଣ୍ଣ…

Explosive Seized: ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା; ୪୦ କିଲୋ ବିସ୍ଫୋରକ ସହ ଦୂରଗାମୀ ରକେଟ ଜବତ

ନୂଆଦିଲ୍ଲୀ: ମଣିପୁରର ଚୁରାଚାନ୍ଦପୁର (Churachandpur ) ଜିଲ୍ଲାରେ ସୁରକ୍ଷା ବାହିନୀ ୪୦କିଲୋଗ୍ରାମ ବିସ୍ଫୋରକ ଭର୍ତ୍ତି ଏକ ଦୂରଗାମୀ ଆଧୁନିକ ରକେଟ୍ ଉଦ୍ଧାର କରିଛି । ସୁରକ୍ଷା ବାହିନୀ ଗତ ୨୪ ଘଣ୍ଟା ମଧ୍ୟରେ ତିନୋଟି ଜିଲ୍ଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ…

Karnataka CM Power Struggle: ‘ମୁଖ୍ୟମନ୍ତ୍ରୀ ହେବେ ଶିବକୁମାର…’, ତାଚ୍ଛଲ୍ୟ କଲା ବିଜେପି, ‘ମୁଖ୍ୟମନ୍ତ୍ରୀ ଆସନ…

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଏବେ ବିବାଦ ଜୋର ଧରିଛି । କଂଗ୍ରେସ ବିଧାୟକ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ୨୦୦ ପ୍ରତିଶତର ଚ୍ୟାଲେଞ୍ଜ ଦେଇଥିବା ବେଳେ ଏହାକୁ ତାଚ୍ଛଲ୍ୟ କରିଛି ବିଜେପି । ଅନେକ ବିଧାୟକ ଦିଲ୍ଲୀ ହାଇକମାଣ୍ଡଙ୍କୁ ଶିବକୁମାର…

ଲାଲୁ ପରିବାରକୁ ଝଟକା, ବଙ୍ଗଳା ଖାଲି କରିବାକୁ ନୋଟିସ

ପାଟଣା: ଲାଲୁ ପରିବାରକୁ ଝଟକା। ବଙ୍ଗଳା ଖାଲି କରିବାକୁ କହିଲେ ବିହାର ସରକାର। ଲାଲୁଙ୍କ ପରିବାର ନାମରେ ଥିବା ଦୁଇଟି ସରକାରୀ ବାସଭବନକୁ ଖାଲି କରିବାକୁ ନୋଟିସ ଜାରି କରିଛି ବିଭାଗ। ଯେଉଁଥିରେ ରାବ୍ରୀ ଦେବୀଙ୍କ ସରକାରୀ ବାସଭବନଏବଂ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବାସଭବନ…