Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆ ବର୍ଷ ପାଳନ ହେଲା କାଳ, ବିସ୍ଫୋରଣ ନେଲା ୪୦ ଜୀବନ

ନୂଆଦିଲ୍ଲୀ: ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ। ନୂଆ ବର୍ଷ ପାଳନ କରିବା ହେଲା କାଳ। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ…

ବିଶ୍ୱର ଏହି ସହରକୁ ‘ପାପ’ର ନଗରୀ କୁହାଯାଉଥିଲା, ଲୋକଙ୍କୁ ମିଳୁନଥିଲା କୌଣସି ‘ଦଣ୍ଡ’..

ନୂଆଦିଲ୍ଲୀ: ଆଜି ଯେତେବେଳେ "ପାପର ସହର" ଶବ୍ଦଟି ମନକୁ ଆସେ, ସର୍ବପ୍ରଥମେର ଲାସ୍ ଭେଗାସ୍ ନାମଟି ମନେ ପଡ଼େ। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଲାସ୍ ଭେଗାସ୍ ପୂର୍ବରୁ ଶହ ଶହ ବର୍ଷ ପୂର୍ବେ, ବିଶ୍ୱରେ ଆଉ ଏକ ସହର ଥିଲା ଯାହାକୁ ଆହୁରି କୁଖ୍ୟାତ ବୋଲି ବିବେଚନା କରାଯାଉଥିଲା। ସେହି ସହର…

Pralay Missile: ଓଡ଼ିଶାରେ ଭାରତର ‘ପ୍ରଳୟ’, ଧଡ୍ ଧଡ୍ ଶତ୍ରୁଙ୍କ ଛାତି

ନୂଆଦିଲ୍ଲୀ: ଶତ୍ରୁଙ୍କ ଉପରେ ବର୍ଷିବ 'ପ୍ରଳୟ' ଓଡ଼ିଶା ମାଟିରୁ ନୂଆବର୍ଷରେ ଶତ୍ରୁଙ୍କୁ ଭାରତର ଭେଟି ଶକ୍ତି ଦେଖି ଛାନିଆ ଚୀନ୍ ଏବଂ ପାକିସ୍ତାନ ଡିଆରଡିଓ ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍ କ୍ଷେପଣ କରିଛି,…

Air India Pilot Detained: ବିମାନ ଉଡ଼ାଣ ପୂର୍ବରୁ ପାଇଲଟ୍ ମଦ୍ୟପାନ କରି ଧରାପଡିଲେ,ଆଉ ତା’ପରେ…

ନୂଆଦିଲ୍ଲୀ:କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଥିଲା। ଡିସେମ୍ବର ୨୩, ୨୦୨୫ରେ ଭାନକୁଭରରୁ ଦିଲ୍ଲୀ ଯିବାକୁ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ,…

Yunus government: ଚିନ୍ତାରେ ୟୁନୁସ ସରକାର, ଜଣେ ପରେ ଜଣେ ନେତା ଦଳରୁ ଦେଉଛନ୍ତି ଇସ୍ତଫା

ନୂଆଦିଲ୍ଲୀ: ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଭିତରେ ସବୁକିଛି ଠିକ୍ ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇଁ ବଡ଼ ଝଟକା ଭୋଗିଛି। ସ୍ୱାସ୍ଥ୍ୟ ପରାମର୍ଶଦାତା ସୟଦୁର ରହମାନ ତାଙ୍କ ପଦବୀରୁ ଇସ୍ତଫା…

ଓଡ଼ିଶା ଭଳି ପଶ୍ଚିମବଙ୍ଗରେ ମୁଖ୍ୟ ଶାସନ ସଚିବ ହେଲେ ଜଣେ ମହିଳା

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ୍ ଅଧିକାରୀ ନନ୍ଦିନୀ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ପ୍ରଥମ ମହିଳା ମୁଖ୍ୟ ସଚିବ ଭାବେ ନିଯୁକ୍ତ। ବୁଧବାର ସନ୍ଧ୍ୟାରେ ରାଜ୍ୟ ସଚିବାଳୟ ନବାନ୍ନରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ବିଦାୟୀ ମୁଖ୍ୟ ସଚିବ ମନୋଜ ପନ୍ତଙ୍କୁ ମୁଖ୍ୟମନ୍ତ୍ରୀ ମମତା…

India warns Pakistan ‘ଆମ ଘା ଏବେ ବି ଶୁଖିନି’ : ନୂଆ ବର୍ଷରେ ପାକିସ୍ତାନକୁ ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ:ଆଜି ୨୦୨୫କୁ ବିଦାୟ ଦେଇ  ନୂଆବର୍ଷ୨୦୨୬କୁ ସ୍ବାଗତ କରାଯାଉଛି । କିନ୍ତୁ ସେହି ପୁରୁଣା ବର୍ଷରେ କିଛି ଏପରି ଘଟଣା ଘଟିଯାଇଛି ଯାହା ପ୍ରତିଟି ଭାରତୀୟଙ୍କ ମନରୁ ଲିଭିପାରିବନି ।  ଯାହାର ବଦଲା ଯେତେ ନେଲେ ବି କମ୍ ପଡିବ । ସେଥିମଧ୍ୟରୁ ଏପରି ଏକ ଛାତିଥରା ଘଟଣା ଘଟିଥିଲା ଏପ୍ରିଲ…

‘ଏହି ଦେଶ ସମସ୍ତଙ୍କର; ଧର୍ମ, ଜାତି କିମ୍ବା ଭାଷା ଆଧାରରେ ଲୋକଙ୍କୁ ବିଚାର କରିବା ଠିକ୍ ନୁହେଁ’

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଗତକାଲି ରାୟପୁରରେ ସାମାଜିକ ସମନ୍ୱୟ ଏବଂ ହିନ୍ଦୁ ସମାର କଲ୍ୟାଣ ଉପରେ କହିଥିଲେ। ସେ କହିଥିଲେ ଜାତି, ଧନ କିମ୍ବା ଭାଷା ଆଧାରରେ ଲୋକଙ୍କୁ ବିଚାର କରାଯିବା ଉଚିତ୍ ନୁହେଁ। ଏହି ଦେଶ ସମସ୍ତଙ୍କର, ଏବଂ ଏହି ଭାବନା…

LPG Price Hike 2026: ନୂଆବର୍ଷରେ ମହଙ୍ଗା ମାଡ଼, ବଢିଲା ଏଲପିଜି ସିଲିଣ୍ଡର ଦର…

ନୂଆଦିଲ୍ଲୀ: ଆଜି ନୂତନ ବର୍ଷ ୨୦୨୬ ଆରମ୍ଭ ସହିତ ମୁଦ୍ରାସ୍ଫୀତି ଝଟକା ଲାଗିଛି। ସରକାର ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୧ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏହି ବୃଦ୍ଧି ଯୋଗୁଁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବ୍ୟବସାୟ ପାଇଁ…