Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଆଉ ଜଣେ ଭାରତୀୟଙ୍କୁ ୧୫ ଘଣ୍ଟା ଅଟକ ରଖିଲା ଚୀନ, ଖାଇବାକୁ ବି ଦେଲାନି…

ନୂଆଦିଲ୍ଲୀ: ଚୀନ ଅନନ୍ତ ମିତ୍ତଲ ନାମକ ଜଣେ ଭାରତୀୟ ବ୍ଲଗରଙ୍କୁ ପ୍ରାୟ ୧୫ ଘଣ୍ଟା ପାଇଁ ଅଟକ ରଖିଥିବା ସୂଚନା ମିଳିଛି। ଏହି ସମୟ ମଧ୍ୟରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଖାଦ୍ୟ ଏବଂ ପାଣି ମଧ୍ୟ ପ୍ରଦାନ କରାଯାଇନଥିଲା। ବ୍ଲଗର ଜଣକ ଏନେଇ ତାଙ୍କ ସୋସିଆଲ ମିଡିଆରେ ଭିଡିଓ ସେୟାର…

ମାତ୍ର ୩ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର…RBI ଏହି ନିୟମକୁ ବର୍ତ୍ତମାନ ପାଇଁ କଲା ସ୍ଥଗିତ

ନୂଆଦିଲ୍ଲୀ: ଚେକ୍ ଦ୍ୱାରା ପେମେଣ୍ଟ କରୁଥିବା ଲୋକଙ୍କ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। RBI ନୂତନ ବ୍ୟବସ୍ଥାର କାର୍ଯ୍ୟକାରୀତାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି ଯାହା ଅଧୀନରେ ବ୍ୟାଙ୍କଗୁଡ଼ିକୁ ଚେକ୍ ଗ୍ରହଣ କରିବାର ମାତ୍ର ତିନି…

Army Officer martyred: ଜମ୍ମୁ ଓ କଶ୍ମୀରରେ ଏକ ସେନା ଶିବିରରେ ଫାୟରିଂ; ଜଣେ ସେନା ଅଧିକାରୀ ସହିଦ

ଶ୍ରୀନଗର:ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଏକ ସୈନ୍ୟ ଶିବିର ଭିତରେ ଗୁଳିଚାଳନା ଘଟଣାରେ ସେନାର ଜଣେ ଜୁନିଅର କମିଶନଡ୍ ଅଫିସର (JCO)ସହିଦ ହୋଇଛନ୍ତି । ଜଣେ ପ୍ରତିରକ୍ଷା ମୁଖପାତ୍ର ବୁଧବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, "ସାମ୍ବାର ଏକ ଆର୍ମି ୟୁନିଟର ଜଣେ ଜେସିଓଙ୍କୁ…

ଭାରତରେ କେଉଁ ଧର୍ମର ଲୋକେ ଅଧିକ ସନ୍ତାନ ଜନ୍ମ କରନ୍ତି? ବିବାଦ ସୃଷ୍ଟି କରିଛି ନବନୀତ ରାଣାଙ୍କ ବୟାନ…

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଛି। ଏହାକୁ ଭାରତରେ ନିନ୍ଦା କରାଯାଉଛି। ବାଂଲାଦେଶରେ ଏପରି ସ୍ଥିତି ଦେଖି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ସାରା ବିଶ୍ୱର ହିନ୍ଦୁମାନଙ୍କୁ ଏକଜୁଟ ହୋଇ ରହିବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି…

ଷ୍ଟାର୍ ପ୍ରଚାରକଠାରୁ ଷ୍ଟାଟର୍ଜୀ ମାଷ୍ଟର! ନୂଆ ବର୍ଷରୁ ବଦଳିବ କଂଗ୍ରେସର ପାୱାର ବ୍ୟାଲେନ୍ସ, ପ୍ରିୟଙ୍କାଙ୍କୁ ମିଳବ…

ନୂଆଦିଲ୍ଲୀ: ୨୦୨୬ ମସିହାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ। ପୂର୍ବରୁ ତାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ମହାସଚିବ ନିଯୁକ୍ତ କରାଯାଇଥିଲା। କିନ୍ତୁ, ଦଳର ବିପର୍ଯ୍ୟୟପୂର୍ଣ୍ଣ ୨୦୨୨ ବିଧାନସଭା ନିର୍ବାଚନ ପରେ, ଅଭିନାଶ…

ପ୍ରଦୂଷଣ ନିୟନ୍ତ୍ରଣ କରିନପାରିଲେ ଏୟାର ପ୍ୟୁରିଫାୟରରୁ ଜିଏସଟି କମ କର; କେନ୍ଦ୍ରକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଏୟାର କ୍ୱାଲିଟୀକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ନେଇ ଶୁଣାଣି କରିଛନ୍ତି। ଏଥିସହିତ ଏୟାର ପ୍ୟୁରିଫାୟରକୁ ଚିକିତ୍ସା ଉପକରଣ ଭାବରେ ପୁନଃବର୍ଗୀକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସରକାର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ…

ଭାରତୀୟଙ୍କ ଭାଙ୍ଗିଗଲା ସ୍ୱପ୍ନ: ଆମେରିକାରେ ସମାପ୍ତ ହେଲା ଲଟେରୀ ବ୍ୟବସ୍ଥା, ପରିବର୍ତ୍ତନ ହେଲା H-1B ଭିଜା ନିୟମ

ନୂଆଦିଲ୍ଲୀ: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ H-1B କାର୍ଯ୍ୟ ଭିଜା ପାଇଁ ପୁରୁଣା ଅନିୟମିତ ଲଟେରୀ ବ୍ୟବସ୍ଥା ଉଚ୍ଛେଦ କରିବାକୁ ଘୋଷଣା କରିଛି। ଏହା ବଦଳରେ, ଏକ ନୂତନ "ବେଷ୍ଟ ସିଲେକସନ" ବ୍ୟବସ୍ଥା ପ୍ରଚଳନ କରାଯିବ, ଯାହା ଅଧିକ କୁଶଳୀ ଏବଂ ଅଧିକ ଦରମାପ୍ରାପ୍ତ ବିଦେଶୀ କର୍ମଚାରୀଙ୍କୁ…

Letter to Jacqueline Fernandez: ଜେଲରୁ ଜ୍ୟାକଲିନଙ୍କ ପାଇଁ ଚିଠି ଲେଖିଲା ସୁକେଶ, ଅଡୁଆରେ ଅଭିନେତ୍ରୀ

ନୂଆଦିଲ୍ଲୀ:  ଦିଲ୍ଲୀର ମାଣ୍ଡୋଲି ଜେଲରେ ବନ୍ଦୀ ଥିବା କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି। ଖ୍ରୀଷ୍ଟମାସର ବିଶେଷ ଅବସରରେ ସେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି। ଏହି ଚିଠିରେ ସୁକେଶ କେବଳ ଜ୍ୟାକଲିନ୍…

ହିନ୍ଦୁମାନେ ୪ ଛୁଆ ଜନ୍ମ କରନ୍ତୁ, ନଚେତ୍ ପକିସ୍ତାନ; କାହିଁକି ଏଭଳି କହିଲେ ବିଜେପି ନେତ୍ରୀ…

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ନବନୀତ ରାଣା ହିନ୍ଦୁ ସମ୍ପ୍ରଦାୟକୁ ଅତି କମରେ ତିନିରୁ ଚାରୋଟି ସନ୍ତାନ ଜନ୍ମ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ବହୁ ସଂଖ୍ୟକ ସନ୍ତାନ ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି,…

Next-Generation Akash Missile: Akash-NGର ସଫଳ ପରୀକ୍ଷଣ;ଭାରତର ସୁରକ୍ଷାକୁ ଆହୁରି କରିବ ସୁଦୃଢ଼ ​​

ନୂଆଦିଲ୍ଲୀ:ଭାରତୀୟ ସେନା ମଙ୍ଗଳବାର ଦିନ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜରେ ଆକାଶ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ଉନ୍ନତ ସଂସ୍କରଣ, ଆକାଶ ନେକ୍ସଟ୍ ଜେନେରେସନ୍ ( Akash Next Generation missile system)(ଆକାଶ-ଏନଜି)ର ସଫଳ ପରୀକ୍ଷଣ କରିଛି । ଏହାକୁ ଦେଶର…