Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଥମୁନି କରୋନା: ସାରାବିଶ୍ୱରେ ୧୮ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ପ୍ରଭାବରେ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ଅସମ୍ଭବ ଭାବେ ବଢିଚାଲିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୮ ଲକ୍ଷ ୪୬ ହଜାର ୬୮୦ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ…

କରୋନା ଅପଡେଟ୍: ଭାରତରେ ୯୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେତେ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୯୧୫୨ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ପଂଜାବ ପୋଲିସ ଏଏସ୍‌ଆଇଙ୍କ କଟାହାତ ଯୋଡି ହେଲା

ପଟିଆଲା : ରବିବାର ସକାଳେ ଦୁର୍ବୃତଙ୍କ ଆକ୍ରମଣରେ ପଂଜାବ ପୋଲିସ ଏଏସ୍‌ଆଇ ହରଜିତ୍ ସିଂଙ୍କ କଟି ଯାଇଥିବା ହାତକୁ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଯୋଡିବାରେ ସଫଳ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଟ୍ୱିଟ୍‌ରେ ସୂଚନା ଦେଇ ପଂଜାବ ପୋଲିସ ମହାନିର୍ଦ୍ଦେଶକ ପିଜିଆଇର…

ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୫

ନୂଆଦିଲ୍ଲୀ- ରବିବାର ଅପରାହ୍ନରେ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ଏନସିଆର ଅଂଚଳରେ ଏହି ଭୂମିକମ୍ପର ଝଝଟା ଅନୁଭୂତ ହୋଇଥିଲା । ପୂର୍ବ ଦିଲ୍ଲୀ ଏହାର କେନ୍ଦ୍ରସ୍ଥଳ ଥିଲା । ତୀବ୍ରତା ରିକ୍ଟର ସ୍କେଲରେ ୩ଦଶମିକ ୫ ରହିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ…

କୋଭିଡ-୧୯ ମୁକାବିଲା: ‘ୟୁକ୍ତି’ ୱେବ୍ ପୋର୍ଟାଲର ଶୁଭାରମ୍ଭ

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ମୁକାବିଲା ପାଇଁ ଆରମ୍ଭ ହେଲା ୱେବ୍ପୋର୍ଟାଲ ‘ୟୁକ୍ତି’(YUKTI) । ଏହି ପୋର୍ଟାଲକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଶୁଭାରମ୍ଭ କରିଛନ୍ତି । ଏହି ପୋର୍ଟାଲ କୋଭିଡ-୧୯ ମୁକାବିଲା ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ…

ଉଜ୍ଜଳା ଯୋଜନାରେ ୮୫ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ମାଗଣା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଗିରବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି । ଆର୍ଥିକ ବିପର୍ୟ୍ୟସ୍ତ ଅବସ୍ଥାରେ ଗରିବମାନଙ୍କ ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଏହା ଲାଗୁ କରାଯାଇଛି । ଏହି ଯୋଜନା ଅନୁସାରେ ଉଜ୍ଜଳା ହିତାଧିକାରୀମାନଙ୍କ…

ପିଏମ୍ କେୟାର୍ସ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ପାଞ୍ଚଟି ବାଲୁକା କଳା ପେଣ୍ଟିଙ୍ଗ୍ ନିଲାମ ଘୋଷଣା କଲେ…

ପୁରୀ: କରୋନା ମୁକାବିଲା ପାଇଁ ଗଠିତ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସାହାଯ୍ୟ କରିବାକୁ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଗେଇ ଆସିଛନ୍ତି । ତାଙ୍କ ଦ୍ୱାରା ପ୍ରସ୍ତୁତ ପାଞ୍ଚଟି ସ୍ୟାଣ୍ଡ ଆର୍ଟ କାନଭାସ ପେଣ୍ଟିଂକୁ ନିଲାମ କରି ଏଥିରୁ…

ପ୍ରଜାପତି ଭାବେ ନିଜକୁ ଚିତ୍ରିତ କଲେ ମଡେଲ

ଫ୍ଲୋରିଡା: ଅବିଶ୍ୱାସ ହେଲେ ମଧ୍ୟ ଏହା ସତ । ଜନୈକ ମଡେଲ ଜଣେ କଳାକାର ଦ୍ୱାରା ନିଜର ନଗ୍ନ ଶରୀରକୁ ଗୋଟିଏ ଜୀବନ୍ତ ପ୍ରଜାପତି ଭାବେ ଚିତ୍ରିତ କରିଛନ୍ତି । ଦୀର୍ଘ ସମୟ ଧରି ଦେଖିବା ପରେ ସେ ପ୍ରଜାପତି ନୁହନ୍ତି ବୋଲି ଜଣାପଡିଛି । ଉତର ଇଟାଲିର ବଡି ଆର୍ଟ କଳାକାର ଜୋହାନେଦ ଷ୍ଟଟର ୨ ଘଂଟାରୁ…

ଏ ଯାଏଁ ୧,୮୬,୯୦୬ ନମୂନା ପରୀକ୍ଷା, ୪.୩% ପଜିଟିଭ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି । କରୋନା ରୋଗୀଙ୍କୁ ଅଧିକରୁ ଅଧିକ ଚିହ୍ନଟ କରିବା ପାଇଁ ନମୁନା ପରୀକ୍ଷା ଉପରେ ଜୋର ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧,୮୬,୯୦୬ ଜଣଙ୍କର ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ୪.୩ ପ୍ରତିଶତ ପଜିଟିଭ କେସ୍…

ତାଜ ହୋଟେଲର ୬ କର୍ମଚାରୀଙ୍କୁ କରୋନା

ମୁମ୍ବାଇ: ମୁମ୍ବାଇର ତାଜ ହୋଟେଲର ୬ କର୍ମଚାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହୋଟେଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି।…