Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମ୍ୟାନମାରକୁ ଭାରତ ଦେଲା ୨ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟାବଲେଟ

ନୂଆଦିଲ୍ଲୀ:କରୋନା ମହାମାରୀକୁ ରୋକିବା ପାଇଁ କିଛି ମାତ୍ରାରେ ସହାୟ ହେଉଛି ହାଇଡ୍ରୋକ୍ସିକ୍ଲୋରୋକୁଇନ । ମ୍ୟାନମାରର ଅନୁରୋଧ କ୍ରମେ ଭାରତ ଏହି ଗେମ ଚେଞ୍ଜର ଟାବଲେଟ ପଡୋଶୀ (ମ୍ୟାନମାର) ଦେଶକୁ ଦେଇଛି । ରିପୋର୍ଟ ମୁତାବକ ଭାରତ ୨ଲକ୍ଷ ଟାବଲେଟ ସମେତ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ମଧ୍ୟ…

ଇସ୍ରାଏଲ ପାଖରେ କୋଭିଡ-୧୯ ଟୀକା !

ଜେରୁଜେଲମ: ସାରା ବିଶ୍ୱରେ କରୋନା ତାରା କାୟା ମେଲାଇଛି । ଏଯାଏଁ ଏହି ମହାମାରୀର କୌଣସି ଟୀକା ବାହାରି ନାହିଁ । ଟୀକା ପାଇଁ ସାରା ଦେଶର ବୈଜ୍ଞାନିକମାନେ ଲାଗିପଡିଛନ୍ତି । ସେମାନେ ଦିନ ରାତି ଏକ କାରିସାରିଲେଣି । ତେବେ ଏହାରି ଭିତରେ ଇସ୍ରାଏଲ କୋଭିଡ-୧୯ ଭୂତାଣୁର ଟୀକା ବାହାର କରିିଛି ।…

୬୪ଟି ବିମାନରେ ବିଦେଶରୁ ଫେରିବେ ୧୪ହଜାର ୮ଶହ ପ୍ରବାସୀ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ବାହାର ରାଜ୍ୟରେ ଫଶି ରହିଛନ୍ତି ହଜାର ହଜାର ପ୍ରବାସୀ । ଏମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି । ଏମାନଙ୍କୁ ଫେରାଇ ଆଣିବା ପାଇଁ ୬୪ଟି ବିମାନର ବ୍ୟବସ୍ଥା କରାଯାଇଛି । ଏହି ବିମାନରେ ପ୍ରାୟ ୧୪,୮୦୦…

ଉଗ୍ର ହେଲା କରୋନା: ଦେଶରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ହେଉଛି ମହାମାରୀ କରୋନା । ଏହା ଦେଶରେ ଗୁରୁତର ଆକାର ଧାରଣ କଲାଣି । ଗତ ୨୪ ଘଂଟାରେ ଭାରତରେ ରେକର୍ଡ ସଂଖ୍ୟକ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୨୪ ଘଂଟାରେ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର…

କୋଭିଡ୍‌-୧୯: ଘରଭଡ଼ା ଆଦାୟ ନ’କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିିଲ୍ଲୀ: ଲକ୍‌ଡ଼ାଉନ ସମୟରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନ’କରିବା ନେଇ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ପିଟିସନରେ ଏକମାସ ଲାଗି ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନକରିବାକୁ ଆବେଦନ ହୋଇଥିଲା । କେନ୍ଦ୍ର ଗୃହ…

ଦିଲ୍ଲୀରେ ୭ ଟଙ୍କା ୧୦ ପଇସା ବଢିଲା ଡିଜେଲ୍ ଦର

ନୂଆଦିଲ୍ଲୀ: ମଦ ଉପରେ ଅତିରିକ୍ତ ୭୦ ପ୍ରତିଶତ ସ୍ୱତନ୍ତ୍ର କରୋନା ଫି ବୃଦ୍ଧି ହେବା ପରେ, ଏବେ ଦିଲ୍ଲୀ ସରକାର ମଙ୍ଗଳବାର ଦିନ ଇନ୍ଧନ ଉପରେ ଭାଲ୍ୟୁ ଆଡ଼େଡ୍ ଟ୍ୟାକ୍ସ (ଭାଟ୍‌) ବୃଦ୍ଧି କରିଛନ୍ତି । ଲିଟର ପିଛା ପେଟ୍ରୋଲ୍ ୧ଟଙ୍କା ୬୭ ପଇସା ବୃଦ୍ଧି ହୋଇଛି । ତେବେ ଦିଲ୍ଲୀରେ ଡିଜେଲ୍ ଦର…

ଜୁଲାଇରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷା ଲାଗି ଘୋଷଣା ହୋଇଛି ତାରିଖ । ଜୁଲାଇ ୧୮ରୁ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୮ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହା ୨୩ ପର‌୍ୟ୍ୟନ୍ତ ଚାଲିବ । ସେହିଭଳି ଜୁଲାଇ ୨୬ରୁ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ମାନବ…

କରୋନା ଅପଡେଟ: ଓଡିଶା ସମେତ, ଦେଶ ଓ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ବର୍ତ୍ତମାନ ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ ‘ସିଲଭର ଲେକ୍‌’

ମୁମ୍ବାଇ/ଭୁବନେଶ୍ୱର:ପ୍ରାଇଭେଟ୍ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଜିଓ ପ୍ଲାଟଫର୍ମ ଲିମିଟେଡ୍‌ରେ ୫,୬୫୫.୭୫ କୋଟି ଟଙ୍କା ବିନିଯୋଗ କରିବା ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମ ଲିମିଟେଡ୍ ପକ୍ଷରୁ  ଘୋଷଣା କରାଯାଇଛି । ଏହି ବିନିଯୋଗ ଜିଓ ପ୍ଲାଟଫର୍ମସ୍‌ର ମୋଟ…

୨୪ ଘଣ୍ଟାରେ ଦ୍ଵିତୀୟ ଏନକାଉଣ୍ଟର: ୩ ସିଆରପିଏଫ ଯବାନ ଶହୀଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ହନ୍ଦୱାଡାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗତ ୨୪ ଘଣ୍ଟାରେ ଦ୍ଵିତୀୟ ଥର ପାଇଁ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ତିନି ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଭାରତୀୟ ସୁରକ୍ଷା ବଳ ଜଣେ ଆତଙ୍କବାଦୀକୁ ମଧ୍ୟ ନିପାତ…