Latest Odisha News

BREAKING NEWS

କୋଭିଡ୍‌-୧୯: ଘରଭଡ଼ା ଆଦାୟ ନ’କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିିଲ୍ଲୀ: ଲକ୍‌ଡ଼ାଉନ ସମୟରେ ଛାତ୍ରଛାତ୍ରୀ ଓ ପ୍ରବାସୀ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନ’କରିବା ନେଇ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ଏହି ପିଟିସନରେ ଏକମାସ ଲାଗି ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କଠାରୁ ଘରଭଡ଼ା ଆଦାୟ ନକରିବାକୁ ଆବେଦନ ହୋଇଥିଲା ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ଏନେଇ ମାର୍ଚ୍ଚ ୨୯ ତାରିଖରେ ଏହାକୁ ପାଳନ କରିବାକୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା ।

Leave A Reply

Your email address will not be published.