Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୬ବର୍ଷ ବୟସରେ ବାବା ଖେତାନାଥଙ୍କୁ ବିକ୍ରି କରିଦେଇଥିଲେ ବାପା, ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗରେ ଅଛନ୍ତି ସେ,…

ନୂଆଦିଲ୍ଲୀ: ନା ଥିଲା ମନରେ କିଛି ଇଚ୍ଛା, ନା ଯିବାକୁ କୌଣସି ରାସ୍ତା । କୋମଳ ଶାନ୍ତ ମନରେ ଛୋଟ ବେଳୁ ଘରୁ ବାହାରି ସନ୍ୟାସି ହୋଇଯାଇଥିଲେ ସେ । ବୟସ ମାତ୍ର ୬ ବର୍ଷ । ଗଣ୍ଠିଲିରେ କିଛି ଲଡୁ ଓ ହଳେ ମାତ୍ର ପୋଷାକ ନେଇ ଘରୁ ବାହାରିଯାଇଥିଲା ସେଇ ଛୋଟ ବାଳକଟି । ଆଉ ଆଜି ତାଙ୍କର ନାଁ…

ଦେଶର ସବୁଠାରୁ ସୁରକ୍ଷିତ ସହର ହେଉଛି କୋଲକତା

କୋଲକାତା: ଦେଶରେ ସବୁଠାରୁ ସୁରକ୍ଷିତ ସହର ହେଉଛି କୋଲକତା । ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରେକର୍ଡ ଅନୁସାରେ ୨୦୨୩ରେ ଦେଶର ସବୁଠାରୁ ସୁରକ୍ଷିତ ସହର ଭାବେ କୋଲକାତାକୁ ମାନ୍ୟତା ମିଳିଛି । ଲଗାତାର ୩ୟ ଥର ପାଇଁ କୋଲକାତାକୁ ଦେଶର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଛି । ପ୍ରତି…

ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ଗିରଫ ହେଲେ ୩ ଯୁବକ

ନୂଆଦିଲ୍ଲୀ: ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ମାତ୍ର ୧୨ ମିନିଟ୍‌ରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନିକଟରେ ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ୧୨ ମିନିଟ ମଧ୍ୟରେ ୩ଜଣ ମଦ୍ୟପଙ୍କୁ ଟ୍ରେନରୁ ଗିରଫ…

ବାତ୍ୟା ମିଗ୍‌ଜୋମ୍‌ରେ ଫସିଲେ ଅମୀର ଖାନ୍‌

ମୁମ୍ବାଇ: ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍‌ଜୋମ । ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍‌ଜମ ତାଣ୍ଡବ ରଚିଛି । ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ଫସି ଯାଇଛନ୍ତି ଅଭିନେତା ଅମୀର ଖାନ୍ । ଏନେଇ ସାଉଥ ସୁପରଷ୍ଟାର ବିଷ୍ଣୁ ବିଶାଲ ସୂଚନା ଦେଇଛନ୍ତି । ସେ…

ରାଜ୍ୟରେ କୃଷି ସମସ୍ୟା ନେଇ ଗର୍ଜିଲା ବିଜେପି; ଚାଷୀଙ୍କୁ ନ୍ୟାୟ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ରରୁ ଚାଷୀଙ୍କ ପାଇଁ ଆସୁଛି ସହାୟତା । ହେଲେ ଚାଷୀଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଦିନକୁ ଦିନ ବଢିଚାଲିଛି କୃଷି ଓ କୃଷକ ସମସ୍ୟା । ଦେଶରେ ବିଜେପି ୯ ବର୍ଷର ଶାସନକାଳରେ ଚାଷୀମାନଙ୍କ ଆୟ ଦୁଇ ଗୁଣା କରିଥିବାବେଳେ ବିଜେଡି ର ଦୀର୍ଘ ୨୪…

ତେଲେଙ୍ଗାନା ବିଧାନସଭା ପାଇଲା ୧୫ ଡାକ୍ତର

ହାଇଦ୍ରାବାଦ: ଚଳିତ ତେଲେଙ୍ଗାନା ବିଧାନସଭାରେ ପନ୍ଦର ଜଣ ଡାକ୍ତର ବିଜୟୀ ହୋଇଛନ୍ତି। ସେମାନେ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରିବାଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ନାଗରିକ ସମସ୍ୟା ପାଇଁ ଲଢ଼େଇ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ବିଜୟ ଗୁଡିକ ସାରା ରାଜ୍ୟରେ ଚର୍ଚ୍ଚାର…

ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଅନୁମୁଲା ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନାରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ଭାବେ ଚୟନ କରାଯିବା ପରେ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଟ ଫିଟିଛି। ଗୁରୁବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ବରିଷ୍ଠ ନେତା କେ.ସି ବେଣୁଗୋପାଳ ଏକ…

ଚର୍ଚ୍ଚାରେ ମିଜୋରାମର ସର୍ବ କନିଷ୍ଠ ବିଧାୟିକା

ନୂଆଦିଲ୍ଲୀ: ମିଜୋରାମ ବିଧାନସଭା ନିର୍ବାଚନରେ ଜେଡ଼ଏମପିର ତିନିଜଣ ମହିଳା ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ସେମାନଙ୍କ ଭିତରୁ ଜଣେ ବିଧାୟିକାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହି ବିଧାୟକ ଜଣକ ହେଉଛନ୍ତି ବେରିଲ୍ ଭାନେହସଙ୍ଗି । ଏବେ ସେ ମିଜୋରାମର ସର୍ବକନିଷ୍ଠ ବିଧାୟିକା ଭାବେ…

ଜମ୍ମୁ-କଶ୍ମୀରେ ଖାଇକୁ ଖସିଲା ଗାଡ଼ି, ୭ ପର୍ଯ୍ୟଟକ ମୃତ

ଜମ୍ମୁ-କଶ୍ମୀର: ଶ୍ରୀନଗର-ଲେହ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା। ଜୋଜିଲା ଦରେ ଅଞ୍ଚଳରେ ଖାଇକୁ ଭ୍ଯାନ ଖସି ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କେରଳର ବୋଲି ଜଣାପଡିଛି। ସମସ୍ତେ ଜମ୍ମୁ କଶ୍ମୀର ବୁଲିବା ପାଇଁ ଆସିଥିଲେ। ଦୁର୍ଘଟଣା ବେଳେ ଟ୍ୟାକ୍ସିରେ ଡ୍ରାଇଭର ସମେତ ୮ ଜଣ ଥିବା…

ପରାଜୟ ପରେ କଂଗ୍ରେସ ନେତା କହିଲେ ଇଭିଏମରେ ଚିପ୍ ଲାଗିଥିବାରୁ ହ୍ୟାକ ହୋଇପାରିବ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଅଭିଯୋଗ କରିଛନ୍ତି ଯେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ହ୍ୟାକ୍ ହୋଇପାରେ ଏବଂ ସେ ୨୦୦୩ ମସିହାରୁ ଇଭିଏମ୍ ଭୋଟିଙ୍କୁ ବିରୋଧ କରି ଆସୁଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ…