Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜସ୍ଥାନରେ ବିଜୟ ସତ୍ବେ ବିଜେପିକୁ ଅଡ଼ୁଆ ବସୁନ୍ଧରା ରାଜେ?

ଜୟପୁର: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି। ନିକଟରେ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।…

ଡିଏମକେ ନେତାଙ୍କ ବିବାଦୀୟ ବୟାନ, ବିଜେପି ‘ଗୋମୂତ୍ର ରାଜ୍ୟ’ରେ ହିଁ କେବଳ ଜିତିବ

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ଯାଣ୍ଡରେ ବିଜେପିର ବିଜୟକୁ ଗୋମୂତ୍ର ରାଜ୍ୟ ବୋଲି କହି ବିବାଦରେ ଡିଏମକେ ନେତା। ସେ କହିଛନ୍ତି ବିଜେପି କେବଳ ହିନ୍ଦୀ ଭାଷା ଭାଷି ବା ଗୋମାତାକୁ ଯେଉଁଠି ଗୁରୁତ୍ବ ଦିଆଯାଉଛି ସେଠାରେ ବିଜୟୀ ହୋଇପାରିବ। ଅନ୍ୟ ରାଜ୍ୟରେ ପାଦ ଚିହ୍ନ ରଖିପାରିବ ନାହିଁ।…

ଏମପିର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ରାଜ୍ୟ ରାଜନୀତିରୁ ‘ମାମା’ ନେବେ କି ବିଦାୟ?

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓରଫ ମାମା ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନା ଆଉ କିଏ ? ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିବା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ଏହି ଚର୍ଚ୍ଚା ଚାଲିଥିବା ବେଳେ ଆଜି ଶିବରାଜ ସିଂହ ଚୌହ୍ବାନ ଦେଇଥିବା ବୟାନ…

ସିକ୍କିମ ପ୍ରଳୟଙ୍କରୀ ବନ୍ୟାର ୬୦ ଦିନ ପରେ ବି ୭୭ ନିଖୋଜଙ୍କ ମିଳୁନି ପତ୍ତା

ଗ୍ୟାଙ୍ଗଟକ: ସିକ୍କିମର ତିସ୍ତା ନଦୀରେ ଫ୍ଲାସ ଫ୍ଲଡକୁ ୨ମାସ ବିତିଯାଇଛି। ହେଲେ ଏଯାଏ ନିଖୋଜ ଥିବା ୭୭ଜଣଙ୍କ ପତ୍ତା ମିଳୁନି । ୪୦ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜଙ୍କୁ ଖୋଜାଖୋଜି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସର ବରିଷ୍ଠ ଅଧିକାରୀ କହିଛନ୍ତି, ବନ୍ୟା ପରେ ୫ବର୍ଷ ପଛକୁ…

ଦୁର୍ଘଟଣାରେ ‘କ୍ୟାସ୍‌ ଲେସ୍‌’ ହେବ ଆହତଙ୍କ ଚିକିତ୍ସା !

ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ନିମନ୍ତେ କ୍ୟାସ୍‌ ଲେସ୍‌ ଚିକିତ୍ସା ବ୍ୟବସ୍ଥା କରାଯିବ। ଏଥିପାଇଁ ଯୋଜନା କରୁଛନ୍ତି…

ଚନ୍ଦ୍ର ଛାଡି ପୃଥିବୀ କକ୍ଷକୁ ଫେରିଲା ଚନ୍ଦ୍ରଯାନ-୩ ପ୍ରୋପଲସନ ମଡ୍ୟୁଲ

ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରୁ ପୃଥିବୀ କକ୍ଷପଥକୁ ଫେରିଲା ଚନ୍ଦ୍ରଯାନ-୩ ପ୍ରୋପଲସନ ମଡ୍ୟୁଲ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରୋ କହିଛି ଯେ ଏକ ନିଆରା ପରୀକ୍ଷଣରେ ଚନ୍ଦ୍ର ପରିକ୍ରମା କରୁଥିବା ଚନ୍ଦ୍ରୟାନ-୩ର ପ୍ରୋପଲସନ ମଡ୍ୟୁଲ ପୃଥିବୀର…

ପରାଜୟ ପରେ ବି କମଳନାଥଙ୍କ ମନରେ ସଂଶୟ : ବିଧାୟକମାନେ ନିଜ ଗାଁରେ ୫୦ ଖଣ୍ଡ ଭୋଟ ପାଇନାହାନ୍ତି, ଏହା କେମିତି ସମ୍ଭବ ?

ନୂଆଦିଲ୍ଲୀ: ସରିଲା ଭାଗ୍ୟ ପରୀକ୍ଷା । କିଏ ଜିତିଲା କିଏ ହାରିଲା..ସବୁ ସ୍ପଷ୍ଟ ହୋଇଗଲା ।  ଏବେ ଆତ୍ମସମୀକ୍ଷାର ବେଳ । ତିନି ରାଜ୍ୟରେ କଂଗ୍ରେସ ଶୋଚନୀୟ ଭାବେ ହାରିଛି । ହାତରୁ ଖସି ଯାଇଛି ୨ଟି ରାଜ୍ୟ । ତେଲେଙ୍ଗାନାରେ ବିଆରଏସକୁ ହରାଇ କ୍ଷମତାକୁ ଆସିଛି କଂଗ୍ରେସ । ତେବେ…

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା

ଜୟପୁର: ରାଜସ୍ଥାନରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳିକରି ହତ୍ୟା । ଆଜି ପୂର୍ବାହ୍ନରେ ଜୟପୁରର ଶ୍ୟାମନଗର ସ୍ଥିତ ଘର ଭିତରେ ପଶି କିଛି ଦୁର୍ବୃତ୍ତ ତାଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି…

ପ୍ରକୃତି ରଚୁଛି ତାଣ୍ଡବଲୀଳା, ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ଉବୁଟୁବୁ ଦୁଇ ରାଜ୍ୟ

ଭୁବନେଶ୍ଵର: ପ୍ରକୃତି ରଚୁଛି ତାଣ୍ଡବ । ପ୍ରାକୃତିକ ବିର୍ଯ୍ୟୟର ସାମ୍ନା କରୁଛି ଆନ୍ଧ୍ର ସହ ତାମିଲନାଡୁ । ଗତ ୩ ଦିନ ହେଲା ଜାରି ରହିଛି ଲଗାଣ ବର୍ଷା । ବାତ୍ୟା ମିଗଜୋମ୍ ପାଇଁ ଲଗାଣ ବର୍ଷାରେ ଉବୁଟୁବୁ ହେଉଛନ୍ତି ଲୋକେ । ଘର, ଅଫିସ, ରାସ୍ତାଘାଟ ସବୁଠି କେବଳ ପାଣି ହିଁ ପାଣି । ବନ୍ଦ…