Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ମଝି ଆକାଶରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା, ଦିଲ୍ଲୀରେ ଜରୁରୀ ଅବତରଣ କଲା ଲୁଫଥାନ୍ସା ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କଳି। ବାଧ୍ୟହୋଇ ଜରୁରୀ ଅବତରଣ କରାଗଲା ବିମାନ। ଲୁଫଥାନ୍ସା ବିମାନ ସ୍ବିଜରଲାଣ୍ଡର ମ୍ୟୁନିଚ ସହରରୁ ଉଡାଣ ଆରମ୍ଭ କରିବା ବେଳେ ମଝି ଆକାଶରେ ହଠାତ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହି ବିମାନ ବ୍ୟାଙ୍କକକୁ…

ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି  । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆଉ ୫ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟରେ ମଞ୍ଜୁରୀ ହୋଇଛି । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ମାଗଣା…

ମସଜିଦରୁ ଲାଉଡସ୍ପିକର ହଟାଇବା ଆବେଦନକୁ ଖାରଜ କଲେ ହାଇକୋର୍ଟ

ଅହମଦାବାଦ: ମସଜିଦରେ ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଗୁଜୁରାଟ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଲାଉଡ ସ୍ପିକର ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ମସଜିଦରୁ ଆଜାନ ପାଇଁ ଲାଉଡ ସ୍ପିକର ବ୍ୟବହାର ଉପରେ…

ଆସନ୍ତୁ ନଜର ପକାଇବା ହିରୋ ସାଜିଥିବା ର‌୍ୟାଟ ହୋଲ ମାଇନର୍ସଙ୍କ ଦୁଃଖ ଭରା ଜୀବନୀ ଉପରେ

ସିଲକାୟାରା: ଭାରତବାସୀ ଆଶ୍ୱସ୍ତ ଓ ଖୁସି । ସେମାନଙ୍କ ଅତି ନଜର ୪୧ ଶ୍ରମିକ ୧୭ ଦିନ ପରେ ଭଲରେ ବାହାରକୁ ଆସି ପାରିଛନ୍ତି । ଏମାନଙ୍କ ଜୀବନ ବଂଚାଇବାରେ ହିରୋ ସାଜିଥିଲେ ର‌୍ୟାଟ ହୋଲ ମାଇନର୍ସ । ଯେଉଁଠାରେ ଅତ୍ୟାଧୂନିକ ଜ୍ଞାନ କୌଶଳ ଫେଲ ମାରୁଥିଲେ ସେଠାରେ ଏହି ପ୍ରତିବନ୍ଧିତ ର‌୍ୟାଟ ହୋଲ…

ଦୀର୍ଘ ୧୭ ଦିନ ପରେ ଟନେଲରୁ ବାହାରିଲେ ଶ୍ରମିକ, ଫୋନରେ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରାଖଣ୍ଡ: ହାରିଲା ପାହାଡ, ଜିତିଲା ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଦୀର୍ଘ ୧୭ଦିନ ପରେ ଗତକାଲି ସୁରକ୍ଷିତ ଉଦ୍ଧାର କରାଯାଇଛି । ଟନେଲରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ…

ସବୁ ପ୍ରତୀକ୍ଷାର ଅନ୍ତ କରି ଶେଷରେ ଘରକୁ ଫେରିବେ ଶ୍ରମିକ, ଖୁସିରେ ପରିବାର ଲୋକେ ପାଳିଲେ ଦୀପାବଳି

ଉତ୍ତରାଖଣ୍ଡ: ଶତାବ୍ଦୀର ସବୁଠାରୁ ବଡ ରେସକ୍ୟୁ ଅପରେଶନ । ୪ଶହରୁ ଅଧିକ ଘଣ୍ଟାର ମହା ଅପରେସନ୍ । ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା । ୭ରୁ ଅଧିକ ଏଜେନ୍ସିର ଅକ୍ଲାନ୍ତ ପରିଶ୍ରମ ପରେ ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଲା ୪୧ ଜୀବନ । ସବୁ ପ୍ରତୀକ୍ଷାର ଅନ୍ତ କରି ଶେଷରେ ଘରକୁ ଫେରିବେ ଶ୍ରମିକ…

ପ୍ରୋସେଶନରେ ଟଙ୍କା ଉଡାଇଲେ କଟିବ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ

ନୂଆଦିଲ୍ଲୀ: ବରଯାତ୍ରୀ ପ୍ରୋସେଶନରେ ଟଙ୍କା ଉଡ଼ାଇଲେ କଟିକ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ । ଯାହା ଲୋକଙ୍କ ବିଶ୍ୱାସ ଯୋଗ୍ୟ ନୁହେଁ । ଦିଲ୍ଲୀ ପୋଲିସ ଏହି ନିୟମ କରିବା ସହ ନିକଟରେ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ ବି କାଟିଛି । ନିକଟରେ ରାସ୍ତାରେ ଷ୍ଟଣ୍ଟକରୁଥିବା ବାଇକ ଏବଂ କାରର ଭିଡିଓ…

ୟୁକ୍ରେନର ଗୋଇନ୍ଦା ମୂଖ୍ୟ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

କୀଭ: ୟୁକ୍ରେନର ଗୋଇନ୍ଦା ବିଭାଗ ମୂଖ୍ୟଙ୍କ ପତ୍ନୀଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ କରାଯାଇଛି । ଲେଫଟନାଂଟ ଜେନେରାଲ କିରିଲୋ ବୁଡାନୋବାଙ୍କ ପତ୍ନୀ ମାରିୟାନା ବୁଡାନୋୱାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ୟୁକ୍ରେନର…

ସୁଡଙ୍ଗ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୫ ଓଡ଼ିଆଙ୍କ ସମେତ ୪୧ ଶ୍ରମିକ

ଉତ୍ତରକାଶୀ: ୧୭ ଦିନ ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ଉତ୍ତରାଖଣ୍ଡରେ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗ ତଳେ ଫସିଯାଇଥିବା ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି। ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏକ ସଫଳତା ମିଳିଥିଲା ଯେତେବେଳେ ରେଟ୍ ହୋଲ୍ ଶ୍ରମିକମାନଙ୍କ ନିକଟରେ…

ଲୋକସଭାରେ ଲଢ଼ିବା ପାଇଁ ଏନଡିଏରେ ଲାଗିଲାଣି ଯୁଦ୍ଧ !

ଭୁବନେଶ୍ୱର: ମହାରାଷ୍ଟ୍ରର ଶାସକ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ଥିବାବେଳେ ସିନ୍ଦେ, ବିଜେପି, ଅଜିତ ସରକାରରେ ନିଜ ନିଜ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି।…