Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ ଆର୍ମି ମୁଖ୍ୟ ଦାୟିତ୍ୱ ନେଲେ ଜେନେରାଲ ଆସିମ ମୁନିର

ଇସଲାମାବାଦ୍: ପାକିସ୍ତାନର ୧୭ତମ ଆର୍ମି ଚିଫ୍ ହେଲେ ଆସିମ ମୁନିର । ଅବସରେ ନେଲେ ଜାବେଦ ବାଜଓ୍ୱା । ବ୍ୟାଟନ ଅଫ୍ କମାଣ୍ଡ ବା କମାଣ୍ଡ ଷ୍ଟିକ୍ ହସ୍ତାନ୍ତର କରିବା ପରେ ଆର୍ମି ମୁଖ୍ୟ ହୋଇଛନ୍ତି ଆସିମ ମୁନିର । ରାଓ୍ୱଲପିଣ୍ଡିରେ ସ୍ୱତନ୍ତ୍ର ଉତ୍ସବରେ କମାଣ୍ଡ ଷ୍ଟିକ୍ ହସ୍ତାନ୍ତର ହୋଇଛି ।…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ତାୱାରେ ପିଟି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ : ସ୍ୱାମୀ  ସ୍ତ୍ରୀ ସମ୍ପର୍କ ହେଉଛି ପବିତ୍ର ବନ୍ଧନ । ପ୍ରତ୍ୟେକ ଘରେ ସ୍ୱାମୀ  ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ଝଗଡ଼ା ଲାଗି ରହିଥାଏ  । ତେବେ ଏହାରି ଭିତରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ  । ଏଭଳି ଅମାନବୀୟ ଘଟଣା ମୁମ୍ବାଇର ଭଣ୍ଡୁପରେ…

ଭାରତୀୟ ଏୟାରପୋର୍ଟରୁ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ

ଡେରାଡୁନ: ଭାରତରେ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ । ଡେରାଡୁନ ଏୟାର ପୋର୍ଟରୁ ଦିନ ତାଙ୍କୁ ଗିରଫ କରାଯାଇଛି । ରୁଷ ମନ୍ତ୍ରୀ ବିକ୍ଟର ସେମେନୋବ ରବିବାର ସନ୍ଧ୍ୟାରେ ଯଥେଷ୍ଟ ପ୍ରମାଣ ପତ୍ର ନ ଦେଇ ଏକ ସାଟେଲାଇଟ ଫୋନ ନେଇ ଏୟାରପୋର୍ଟ ଯାଇଥିବାରୁ  ତାଙ୍କୁ ଗିରଫ କରାଯାଇଛି । ଅନୁମତି…

ମଶା କାମୁଡିବାରୁ ୩୦ ଅସ୍ତ୍ରୋପଚାର, କୋମାରେ ରୋଗୀ

ମଶା କାମୁଡ଼ିବା ଦ୍ବାରା ଡେଙ୍ଗୁ, ମେଲେରିଆ ପରି ରୋଗ ହୋଇଥାଏ  । ହେଲେ  ମଶା କାମୁଡ଼ିବାରୁ  ୩୦ ଅପେରସନ ! ବିଶ୍ୱାସ ତ ହୁଏନି  । କିନ୍ତୁ କଥାଟା ସତ । ୩୦ ଅପରେଶନ ପରେ ବି ରୋଗୀ ଭଲ ହେଲେନି । ଶେଷରେ ପଡ଼ିଗଲେ  କୋମାରେ । ଘଟଣା ଘଟିଛି ଜର୍ମାନୀର ରୋଡରମାର୍କ ଅଞ୍ଚଳରେ । ଘଟଣାଟି…

ଅଜଣା ଗାଡ଼ି ଧକ୍କାରେ ୩ ସାମ୍ବାଦିକ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ସଲାମତପୁର ଥାନା ଅନ୍ତର୍ଗତ ଲମ୍ବାଖେଡାଠାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି   । ଦୁର୍ଘଟଣାରେ ପ୍ରେସ କ୍ଲବ ସଭାପତିଙ୍କ ସମେତ ତିନିଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି  । ସମ୍ବାଦିକ ମାନେ ଯାଉଥିବା ସମୟରେ ଏକ ଅଜଣାଗାଡ଼ି ଧକ୍କା ଦେଇଥିଲା ।…

୩୮ ବର୍ଷ ପରେ ଲାଭା ଉଦଗୀରଣ କଲା ହୱାଇର ଜ୍ୱାଳାମୁଖୀ

ହୱାଇ: ହୱାଇର ପୁରାତନ ଜ୍ୱାଳାମୁଖୀ ମାଉନା ଲାଓ ୩୮ ବର୍ଷ ଲାଭା ଉଦଗୀରଣ କରିଛି । ୟୁଏସ ଜିଓଲୋଜିକାଲ ସର୍ଭେ ଅନୁସାରେ ରବିବାର ରାତିରେ ଏ ନେଇ ସୂଚନା ମିଳି ସାରିଥିଲା । ସେଥିପାଇଁ ଏର୍ମଜେନ୍ସି କ୍ରୁକୁ ଆଲର୍ଟ ରଖାଯାଇଛି । ଲାଭା ଉଦଗୀରଣ ହେବା ପରେ କୌଣସି କ୍ଷୟ କ୍ଷତି ହୋଇ ନାହିଁ ।…

ଗୁଜରାଟର ନିଆରା ଗାଁ; ୧୯୮୩ରୁ ଗାଁରେ ଦଳ ଓ ପ୍ରଚାର ଉପରେ ଲାଗିଛି ରୋକ୍

ଗୁଜରାଟ: ଗୁଜରାଟରେ ଏପରି ଗାଁ ରହିଛି ଯେଉଁଠି ୧୯୮୩ ପରେ ହେଉନି ନିର୍ବାଚନୀ ପ୍ରଚାର । କୌଣସି ରାଜନୈତିକ ଦଳ ଓ ଦଳୀୟ ପ୍ରଚାରକୁ ବ୍ୟାନ କରାଯାଇଛି ଏଠାରେ। ଏମିତିକି ଭୋଟ୍ ପାଇଁ ହୋଇଛି କଡ଼ା ନିୟମ । ରାଜକୋଟସ୍ଥିତ ଏହି ଗାଁର ନାଁ ହେଉଛି ସମାଧିୟାଲା । ଯଦି କେହି ଭୋଟ୍ ନଦିଅନ୍ତି, ତେବେ…

ଗ୍ୟାଙ୍ଗଷ୍ଟର ଲିଙ୍କ୍ ସନ୍ଦେହରେ ଦେଶର ୨୦ଟି ସ୍ଥାନରେ ଏନଆଇଏ ରେଡ୍

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ଲ ବିଶ୍ନୋଇ ଉପରେ ଏନଆଇଏ ଶିକୁଳି । ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଜେରା କରିଛନ୍ତି ଏନଆଇଏ ଓ ଦିଲ୍ଲୀ ପୋଲିସ । ଏହାପରେ ଜଣାପଡିଛିଯେ ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜେଲରେ ରହି ନିଜ ନେଟଓ୍ୱର୍କ ଜାରି ରଖିଛନ୍ତି । ତେଣୁ ପ୍ରାୟ ୬ଟି ଜିଲ୍ଲାର ମୋଟ ୨୦ଟି ଠିକଣାରେ…

ସ୍କୁଲ ଛାତ୍ରୀଙ୍କୁ ମାଗଣା ପ୍ୟାଡ୍ ପ୍ରଦାନ ନେଇ କେନ୍ଦ୍ର ଓ ରାଜ୍ୟମାନଙ୍କ ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍କୁଲ ଛାତ୍ରୀଙ୍କ ମାସିକ ସମୟରେ ସ୍ୱଚ୍ଛତା ସମ୍ପର୍କୀତ ସମସ୍ୟାର ସମାଧାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସେମାନଙ୍କୁ ସ୍କୁଲରେ ମାଗଣାରେ ପ୍ୟାଡ୍ ପ୍ରଦାନ, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସ୍କୁଲ ଗୁଡିକରେ ଖୁବଶୀଘ୍ର ଠୋସ୍ ବ୍ୟବସ୍ଥା ହେବାକୁ ଯାଉଛି । ମାସିକ,…

ମୋର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି: ରାହୁଲ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ସହରରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ମିଡିଆର ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ବିଜେପିକୁ ବାଣ ମାରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ସୋମବାର, ଭାରତ…