Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅନଲାଇନ୍ ଠକେଇ ଧରିଦେବ AI, ଏହି ଆପ୍ କରିଦିଅନ୍ତୁ ଇନଷ୍ଟଲ ତା’ପରେ…

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଅନଲାଇନ୍ ଠକେଇ, ସ୍କାମ୍ ଓ ସାଇବର ଆକ୍ରମଣର ଶିକାର ହେବାର ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଗଲ୍ ନିଜର ନୂଆ AI ଭିତ୍ତିକ ସୁରକ୍ଷା ଉଦ୍ୟୋଗ ଆରମ୍ଭ କରିଛି। କମ୍ପାନୀ କହୁଛି ଯେ, AI ବ୍ୟବହାର କରି ଉପଭୋକ୍ତାମାନଙ୍କୁ…

ମାସକୁ ରାହୁଲ ଏତେ ଟଙ୍କା କରନ୍ତି ରୋଜଗାର ? ଜାଣିଲେ ତାଜୁବ ହୋଇଯିବେ…

ନୂଆଦିଲ୍ଲୀ: କଂଗ୍ରେସ୍‌ର ବରିଷ୍ଠ ନେତା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମାସିକ ରୋଜଗାର ବିଷୟରେ ସାଧାରଣ ଜନତାଙ୍କ ମନରେ ଉତ୍ସୁକତା ରହିଥାଏ। ନିକଟ ଲୋକସଭା ନିର୍ବାଚନୀ ଶପଥପାଠ ଏବଂ ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ରାହୁଲଙ୍କ ମୁଖ୍ୟ ରୋଜଗାର ହେଉଛି ସାଂସଦ…

ଯଦି ପୃଥିବୀ ହଠାତ୍ ବୁଲିବା ବନ୍ଦ କରିଦେଲା…. କିଏ ବଞ୍ଚିପାରିବ ?

ନୂଆଦିଲ୍ଲୀ: ହଠାତ୍ ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହୋଇଗଲା ପରେ ଆଉ କେବେ ଉଦୟ ହେଲା ନାହିଁ। ହଠାତ୍ ପବନ ଭୀଷଣ ଝଡ଼ ହୋଇଗଲା, ସମୁଦ୍ର ପାହାଡ଼ ଭଳି ଉଠି ସହରଗୁଡ଼ିକୁ ଗ୍ରାସ କରିନେଲା ଆଉ ଧରିତ୍ରୀ ନିଜ ବେଗରେ ଏକ ଝଟକାରେ ଭାଙ୍ଗିପଡ଼ିବା ଭଳି ଲାଗିଲା। ଏ କୌଣସି ସାଇନ୍ସ-ଫିକ୍ସନ ଚଳଚ୍ଚିତ୍ର…

Naxalites surrendered: ୧୫ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୪୮ଲକ୍ଷ

ରାୟପୁର:ଆଜି ୧୫ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମୁଣ୍ଡରେ ୪୮ଲକ୍ଷ ପୁରସ୍କାର ରାଶି ରହିଥିଲା । ମାଓବାଦୀମାନେ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ PLGA ବାଟାଲିୟନ…

ବାହାଘର ଦିନ କନ୍ୟାର ହେଲା ଦୁର୍ଘଟଣା, ଡାକ୍ତରଖାନାରେ ହେଲା ବିବାହ

ନୂଆଦିଲ୍ଲୀ: ଯିଏ ପ୍ରକୃତରେ ଭଲ ପାଇଥାଏ, ସେ ସମସ୍ତ ପରିସ୍ଥିତିରେ ଏହାକୁ ବଜାୟ ରଖିବା ପାଇଁ ଚାହିଁଥାଏ । ଏ ଭଳି ଏକ ଘଟଣା କେରଳରେ ଘଟିଛି ଯାହା, କି ପ୍ରକୃତ ପ୍ରେମର ପରିଭାଷାକୁ ବୁଝାଉଛି । ଏଠାରେ ବାହାଘର ଦିନ କନ୍ୟା ଦୁର୍ଘଟଣାର ଶୀକାର ହୋଇଥିଲା । ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇଥିବାରୁ…

‘ଟେଲ୍ସ ଅଫ୍ କାମସୂତ୍ର ମହୋତ୍ସବ’ କ’ଣ ? ଗୋଆରେ କାହିଁକି କରାଯାଉଛି ବିରୋଧ

ପାଣଜୀ: ଗୋଆରେ ଆୟୋଜିତ ଟେଲ୍ସ ଅଫ୍ କାମସୂତ୍ର ମହୋତ୍ସବ ଏବେ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି। ଏହି କାର୍ଯ୍ୟକ୍ରମ ବିରୋଧରେ ପ୍ରବଳ ବିରୋଧ କରାଯାଉଛି। ଏହି କାରଣରୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ ଏପରି କାର୍ଯ୍ୟକ୍ରମଗୁଡ଼ିକ ଯୌନ ପର୍ଯ୍ୟଟନକୁ ପ୍ରୋତ୍ସାହିତ…

Delhi Airport Flight Landing:ଟଳିଲା ବଡ଼ ଦୁର୍ଘଟଣା; ଦିଲ୍ଲୀ ବିମାନବନ୍ଦରରେ ଭୁଲ ରନୱେରେ ଅବତରଣ କଲା ଆଫଗାନ…

ନୂଆଦିଲ୍ଲୀ:ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ପାଇଲଟ୍ ଭୁଲବଶତଃ ବିମାନଟିକୁ ଉଡ଼ାଣ ପାଇଁ ବ୍ୟବହୃତ ରନୱେରେ ଅବତରଣ କରାଇ ଦେଇଥିଲେ। ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ (IGI Airport Delhi) ଏରିଆନା ଆଫଗାନ ଫ୍ଲାଇଟ୍ସର ଏକ…

SIR ଯୋଗୁଁ ଦୀର୍ଘ ୩୭ ବର୍ଷ ପରେ ହଜିଯାଇଥିବା ପୁଅକୁ ଫେରି ପାଇଲା ପରିବାର

କୋଲକାତା: ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ଏବେ ବିଭିନ୍ନ ରାଜ୍ୟରେ ତ୍ବରାନ୍ବିତ ହେଉଛି। ଏସଆଇଆର ଯୋଗୁଁ ପଶ୍ଚିବମଙ୍ଗରେ ଏକ ଅନନ୍ୟ ଘଟଣା ଘଟିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ୩୭ ବର୍ଷ ପୂର୍ବେ ପରିବାରଠାରୁ ଅଲଗା ହୋଇଯାଇଥିବା ପୁଅକୁ…

ହାଓଡା-ପୁରୀ ଧଉଳି ଏକ୍ସପ୍ରେସରେ ଅଘଟଣ; ମହିଳାଙ୍କୁ ଠେଲି ଦେଲେ ଲୁଟେରା, କଟିଲା ହାତ

କୋଲକାତା: ରବିବାର ହାଓଡା-ପୁରୀ ଧଉଳି ଏକ୍ସପ୍ରେସରୁ ଚେନ୍ ଛିନତାଇ କରିବାକୁ ଯାଇ ଜଣେ ମହିଳା ହାତ ହରାଇଛନ୍ତି। କୋଲକାତାର ଜଣେ ୪୫ ବର୍ଷୀୟା ମହିଳା ତାଙ୍କ ଡାହାଣ ହାତର ଏକ ଅଂଶ ହରାଇଛନ୍ତି। କୋଲକାତାର ବେହାଲାର ସୁରମା ହାଜରା ନାମକ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ଯାତ୍ରା କରୁଥିଲେ।…

ମା କ୍ଷୀରରେ ବିଷାକ୍ତ କେମିକାଲ!

ନୂଆଦିଲ୍ଲୀ: ନବଜାତ ଶିଶୁ ପାଇଁ ମାତୃ କ୍ଷୀର ସର୍ବୋତ୍ତମ ଖାଦ୍ୟ। କିନ୍ତୁ ଏଥିରେ ଯଦି ବିଷାକ୍ତ ରସାୟନ ମିଳେ ତାହେଲେ ସ୍ଥିତି ଯେ କଣ ହେବ ତାହା ଅନୁମାନ କରାଯାଇପାରେ। ଏଭଳୀ ଘଟଣା ବିହାରରେ ଦେଖାଯାଇଛି। ବିହାରର ଛଅଟି ଜିଲ୍ଲାରେ ମାତୃ କ୍ଷୀରରେ ମାରାତ୍ମକ ୟୁରାନିୟମ ଭଳି ପଦାର୍ଥ…