Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୂଅରେ ଖସିପଡ଼ିଲା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ି; ଚାଲିଗଲା ୮ ଜୀବନ,ଅନେକ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ମାଲାଶିରସ ଅଞ୍ଚଳର ମହସୱାଡ-ପଣ୍ଢରପୁର ରାସ୍ତାରେ ଥିବା ତଣ୍ଡୁୱାଡି ଗାଁ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ରବିବାର ଦିନ ଏକ ପିକଅପ୍ ଗାଡ଼ି କୂଅ ଭିତରକୁ ଖସି ପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା…

ମଧ୍ଯପ୍ରାଚ୍ୟରେ ଉତ୍ତେଜନା, ହିଜବୁଲା ଉପରେ ଆକ୍ରମଣ କଲା ଇସ୍ରାଏଲ

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଘୋଷଣା କରିଛନ୍ତି ଯେ ଏହି ଚୁକ୍ତି ରବିବାର ଚୂଡ଼ାନ୍ତ ହେବ। ତଥାପି ଇସ୍ରାଏଲ ରବିବାର ଲେବାନନର ରାଜଧାନୀ ବେରୁତର ଦହିୟା ଅଞ୍ଚଳରେ ଏକ ବଡ଼ ଆକ୍ରମଣ କରିଥିଲା। ଏହି…

ଆମେରିକା-ଇରାନ ମଧ୍ୟରେ ବଡ଼ ବୁଝାମଣା: ପରମାଣୁ ଅସ୍ତ୍ର ନିର୍ମାଣରୁ ବିରତ ରହିବ ତେହେରାନ, ହଟିବ ତୈଳ ପ୍ରତିବନ୍ଧକ

ତେହେରାନ: ଥମିଯିବ କି ଯୁଦ୍ଧ ? ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ହୋଇଥିବା ଚୁକ୍ତିନାମା ସମ୍ପର୍କରେ ଅନେକ ଘଟଣା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ଇରାନୀ ଅଧିକାରୀ ଏକ ମିଡିଆକୁ କହିଛନ୍ତି ଯେ ଆମେରିକା ସହିତ ଚୁକ୍ତିନାମା ପାଇଁ ପ୍ରସ୍ତୁତ ଏମଓୟୁର ଚୂଡ଼ାନ୍ତ…

ଇନୋଭେସନ୍ ଭାରତର DNAରେ ରହିଛି: ମୋଦି

ନୂଆଦିଲ୍ଲୀ: 'ଭାରତ ଇନୋଭେଟ୍ସ ୨୦୨୬' ଉଦ୍‌ଘାଟନ କଲେ ମୋଦି-ମାକ୍ରନ। ଫ୍ରାନ୍ସର ନାଇସ୍‌ ସହରରେ ଉଦ୍‌ଘାଟନ କଲେ ବିଶ୍ବର ଦୁଇ ନେତା। ତିନି ଦିନିଆ ଇନୋଭେସନ୍ କନ୍‌କ୍ଲେଭ୍‌ରେ ଅନ୍ୟାନ୍ୟ ଦେଶର ଷ୍ଟାର୍ଟଅପ୍ ବି ସାମିଲ୍‌ ହୋଇଥିଲେ। ଉଦ୍‌ଘାଟନ ଅବସରରେ ଦୃଷ୍ଟିଭଙ୍ଗୀକୁ ନେଇ ପ୍ରଧାନମନ୍ତ୍ରୀ…

ମହାରାଷ୍ଟ୍ରରେ ‘ଅପରେସନ୍ ଟାଇଗର’ର ଭୟ; ଉଦ୍ଧବଙ୍କ ବୈଠକରେ ପହଁଞ୍ଚିଲେନି ବହୁ ସାଂସଦ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। "ଅପରେସନ୍ ଟାଇଗର" କୁ ନେଇ ଆଲୋଚନା ମଧ୍ୟରେ, ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ରବିବାର ସମସ୍ତ ଦଳୀୟ ସାଂସଦଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଏହି ବୈଠକ ମୁମ୍ବାଇର ଠାକରେ ପରିବାରର…

ଟିଏମସି ସାଂସଦଙ୍କ ମଧ୍ୟରେ ବିଦ୍ରୋହ: ନୀରବତା ଭାଙ୍ଗିଲେ ସାୟାନୀ ଘୋଷ

କୋଲକାତା: ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ସାଂସଦ ତଥା ଲୋକପ୍ରିୟ ଅଭିନେତ୍ରୀ ସାୟାନୀ ଘୋଷ ଶେଷରେ ନୀବରତା ଭାଙ୍ଗିଛନ୍ତି। ଟିଏମସିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ମମତାଙ୍କ ଶିଷ୍ୟା କୁହାଯାଉଥିବା ନେତ୍ରୀ ସାୟାନୀଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର ଚାଲିଥିବା ବେଳେ ଏବେ ମମତାଙ୍କ ହାତ…

ବଞ୍ଜି ଜମ୍ପିଙ୍ଗ ହେଲା କାଳ, ସୁରକ୍ଷା ରଶି ନ ବାନ୍ଧି ୧୫୦ ଫୁଟ୍ ଉପରୁ ଠେଲିଦେଲେ କର୍ମଚାରୀ

ନୂଆଦିଲ୍ଲୀ: ବ୍ରାଜିଲର ଲିମେରାରେ ପୋଣ୍ଟେ ଡୋ ଏସକାଲାଟୋ ଟ୍ରେଲରେ ବଞ୍ଜି ଜମ୍ପିଙ୍ଗ ସମୟରେ ଜଣେ ୨୪ ବର୍ଷୀୟ ମହିଳା ପ୍ରାୟ ୩୦ ମିଟର ତଳକୁ ଖସି ପଡ଼ି ମୃତ୍ୟୁବରଣ କରିଥିଲେ। CNN ବ୍ରାସିଲିଆ ଅନୁଯାୟୀ, ଆୟୋଜକ କମ୍ପାନୀର କର୍ମଚାରୀମାନେ ସୁରକ୍ଷା ରଶିକୁ ବାନ୍ଧି ନଥିଲେ। ଯାହା ଫଳରେ ଏହି…

କୁନି ଛୁଆ ସହ ୬ ମହଲାରୁ ଡେଇଁଲେ ମହିଳା

ହାଇଦ୍ରାବାଦ: ହାଇଦ୍ରାବାଦର ମିୟାପୁର ଅଞ୍ଚଳର ଜଣେ ୩୭ ବର୍ଷୀୟା ମହିଳା ତାଙ୍କ ଛଅ ମାସର ଶିଶୁ ସହିତ ଏକ ଆପାର୍ଟମେଣ୍ଟ କୋଠାର ୬ ମହଲାରୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ଇଶା ସାହୁ ବୋଲି ଜଣାପଡିଛି। ସେ ଏକ ସଫ୍ଟୱେୟାର ପୋଲିସ…

ଟ୍ରେନ୍ ଆସିବାରେ ବିଳମ୍ବ ହେବାରୁ ପାଟଳୀପୁତ୍ର ଷ୍ଟେସନରେ ହଙ୍ଗାମା, ପଥର ମାଡ଼ କଲେ ପରୀକ୍ଷାର୍ଥୀ..

ପାଟନା: ରବିବାର ଦିନ ବିହାର ପୋଲିସର ନିଯୁକ୍ତି ପରୀକ୍ଷାକୁ ନେଇ ପାଟଳୀପୁତ୍ର ରେଳ ଷ୍ଟେସନରେ ଉତ୍ତେଜନା ଦେଖାଦେଇଛି। ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବାର ଥିଲା। ସେଥିପାଇଁ ବିଳମ୍ବିତ ରାତିରେ ବହୁ ସଂଖ୍ୟକ ପ୍ରାର୍ଥୀ ଷ୍ଟେସନରେ ପହଞ୍ଚିଥିଲେ। ବିଳମ୍ବରେ ଆସିବାରୁ ଟ୍ରେନ୍‌କୁ…

From Divorce to Reunion: ହାରିଗଲା ଆଇନ୍, ଜିତିଗଲା ପ୍ରେମ!

ନୂଆଦିଲ୍ଲୀ: ଚିରିଦେଲେ ଛାଡ଼ପତ୍ର କାଗଜ.. ସ୍ବାମୀଙ୍କୁ କୁଣ୍ଡାଇ ପକାଇ ଭୋ ଭୋ କାନ୍ଦିଲେ ପ୍ରେମର ଏମିତି କାହାଣୀ ଶୁଣି ଆପଣଙ୍କ ଆଖି ବି ଭିଜିଯିବ… କେବେ ଯୌତୁକ ଅଭିଯୋଗ, କେବେ ଘରୋଇ ହିଂସା ମାମଲା, ଆଉ କେବେ ଛାଡ଼ପତ୍ରର ଲମ୍ବା ଲଢ଼େଇ, ଏମିତି କାହାଣୀ ଆପଣ ଅନେକ ଶୁଣିଥିବେ ।…