Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଟ୍ ପେପର ଲିକ୍ ଘଟଣା: ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ କହିଲେ ପ୍ରଧାନମନ୍ତ୍ରୀ, ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ…

ନୂଆଦିଲ୍ଲୀ: NEET 2026 ପେପର୍ ଲିକ୍ ମାମଲାକୁ ନେଇ ବିରୋଧୀ ଦଳ ମୋଦି ସରକାରଙ୍କ ଉପରେ ଲଗାତାର ଚାପ ପକାଉଛି। ଏହାରି ମଧ୍ୟରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି…

ଆଜିଠୁ କମନୱେଲଥ୍ ଗେମ୍ସ ୨୦୨୬, ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା…

ନୂଆଦିଲ୍ଲୀ: ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆଜି ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆରମ୍ଭ ହେବ। ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇଭେଣ୍ଟରେ ୭୪ଟି ଦେଶର ୩,୦୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ୧୦ଟି କ୍ରୀଡ଼ାରେ ୨୧୫ ସ୍ୱର୍ଣ୍ଣ ପଦକ ସମେତ ମୋଟ ୧,୧୬୮ ପଦକ ରହିବ। ୧୨୫ ଜଣ…

ରାହୁଲ ଗାନ୍ଧୀଙ୍କୁ ନଡ୍ଡାଙ୍କ ନିଶାନା: ପେପର ଲିକ୍‌କୁ ନେଇ ରାଜନୀତି ଠିକ୍ ନୁହେଁ, ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ…

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି। ଆଉ ଏହି ପ୍ରେସମିଟ୍‌ରେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ନଡ୍ଡା। ପେପର ଲିକ୍‌କୁ ନେଇ ରାଜନୀତି କରିବା ଉଚିତ୍…

ବଢୁଛି ସର୍ପାଘାତ: ୩ ବର୍ଷରେ ୯୮୭ ଜଣଙ୍କର ମୃତ୍ୟୁ, କ’ଣ କହୁଛି ସରକାରଙ୍କ ରିପୋର୍ଟ?

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ସାପ କାମୁଡ଼ାର ଶିକାର ହୁଅନ୍ତି। ଏହି ସମସ୍ୟା କେବଳ ଗାଁ କିମ୍ବା ଜଙ୍ଗଲ ପର୍ଯ୍ୟନ୍ତ ସୀମିତ ନୁହେଁ। ସଂସଦରେ ସରକାରଙ୍କ ଦ୍ୱାରା ଉପସ୍ଥାପିତ ସଦ୍ୟତମ ସଂଖ୍ୟା ଦର୍ଶାଉଛି ଯେ ଗତ ତିନି ବର୍ଷ ମଧ୍ୟରେ ସାରା ଦେଶରେ ୩୪୭,୦୦୦ରୁ ଅଧିକ ସାପ…

ଦୀର୍ଘ ୧୬ ବର୍ଷ ପରେ ଭାରତ ଫେରିବେ IPLର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦି

ନୂଆଦିଲ୍ଲୀ: IPLର ପ୍ରତିଷ୍ଠାତା ତଥା ପ୍ରଥମ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ୧୬ ବର୍ଷ ପରେ ଭାରତ ଫେରିବେ IPLର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦି। ୨୦୦୯ IPL ସମ୍ପର୍କିତ FEMA ମାମଲାରେ SAFEMA ଅପିଲେଟ୍ ଟ୍ରିବ୍ୟୁନାଲରୁ ଆଶ୍ୱସ୍ତି ମିଳିବା ପରେ…

ଗୋଟିଏ ଜାହାଜ ଉପରେ ଆକ୍ରମଣ ହେବ ଯଦି…ଇରାନକୁ ଟ୍ରମ୍ପଙ୍କ ଧମକ, ବିପଦରେ ତେହେରାନର ପୁଲ ଓ ପାଓ୍ବାରପ୍ଲାଣ୍ଟ

ଓ୍ବାଶିଂଟନ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ବିନାଶକାରୀ ପରିଣାମର ସିଧାସଳଖ ଏବଂ କଠୋର ଚେତାବନୀ ଦେଇଛନ୍ତି । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଯଦି ଇରାନ ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜକୁ ଟାର୍ଗେଟ କରେ, ତେବେ ଆମେରିକା…

ମଣିପୁରରେ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ ୪୬ ଉଗ୍ରବାଦୀ

ଇମ୍ଫାଲ୍: ମଣିପୁରରେ ଆତ୍ମସମର୍ପଣ କରିଛନ୍ତି ୪୬ ଜଣ ଉଗ୍ରବାଦୀ । ଇମ୍ଫାଲର ମନ୍ତ୍ରୀ ପୁଖରୀସ୍ଥିତ ଆସାମ ରାଇଫଲ୍ସ ମୁଖ୍ୟାଳୟରେ ମଣିପୁର ଗୃହ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର "ହୋମକମିଂ" କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ସମସ୍ତ ଉଗ୍ରବାଦୀ ମୁଖ୍ୟମନ୍ତ୍ରୀ ଯୁମ୍ନାମ ଖେମଚାନ୍ଦ…

ଛାତ୍ରଙ୍କ ଉପରେ ଲାଠିଚାର୍ଜ ମାମଲା: କେନ୍ଦ୍ର ଓ ପୋଲିସକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ଏହି ମାମଲାରେ ଚାରି ସପ୍ତାହ ମଧ୍ୟରେ ଏକ…

ଫୋନ ହ୍ୟାକ କରି ହ୍ୟାକର ସାଜିଲା ଏଆଇ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସ ଏବେ ହ୍ୟାକର ସାଜିଛି । ଏ ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଓପନଏଆଇ ପକ୍ଷରୁ କୁହାଯାଇଛି ଇଂଟରନାଲ ଟେଷ୍ଟିଙ୍ଗ ଅବସରରେ ଏକ ଅତ୍ୟାଧୂନିକ ଏଆଇ ମଡେଲ ଅନ୍ୟ ଏକ ଏଆଇ କମ୍ପାନୀର ହଗିଙ୍ଗ ଫେସର ସିଷ୍ଟମରେ ପ୍ରବେଶ କରିପାରିଛି । ଏଆଇ…

ମହିଳା ସାଂସଦଙ୍କୁ ଅପମାନ କରି ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ

ନୂଆଦିଲ୍ଲୀ: ଦଳରେ ବିଭାଜନ ସତ୍ତ୍ୱେ ମମତା ବାନାର୍ଜୀଙ୍କ ପ୍ରତି ବିଶ୍ୱସ୍ତ ରହିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ। ଆଜି ତାଙ୍କୁ ସଂସଦ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। କାରଣ ମହିଳା ସାଂସଦଙ୍କ ପ୍ରତି ଅପମାନଜନକ ଟିପ୍ପଣୀ ଦେଇଛନ୍ତି ସାଂସଦ। ଯାହା…