Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ଲୋଭାକିଆରେ ‘ବ୍ରେଡ୍ ଆଣ୍ଡ ସଲ୍ଟ’ ଦେଇ ମୋଦିଙ୍କୁ ସ୍ୱାଗତ, ଜାଣନ୍ତୁ ଏହି ଅନନ୍ୟ ପରମ୍ପରାର ରହସ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରବିବାର ରାତିରେ ସ୍ଲୋଭାକିଆରେ ପହଞ୍ଚିଛନ୍ତି। ସେ ଜୁନ୍ ୧୬ ପର୍ଯ୍ୟନ୍ତ ସେଠାରେ ରହିବେ। ରାଜଧାନୀ ବ୍ରାଟିସ୍ଲାଭାରେ ଥିବା ତାଙ୍କ ହୋଟେଲରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ଅଗ୍ନିକାଣ୍ଡ ଗୁଜବ ଶୁଣି ଟ୍ରେନରୁ ଡେଇଁଲେ ଯାତ୍ରୀ, ଶିଶୁ ସମେତ ୪ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନାରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନେ ଅଗ୍ନିକାଣ୍ଡର ଗୁଜବ ଶୁଣି ଟ୍ରେନ୍ ରୁ ଡେଇଁ ପଡ଼ିଥିଲେ, ଯାହା ଫଳରେ ବିପରୀତ ଟ୍ରାକରେ ଆସୁଥିବା ପାତାଳକୋଟ ଏକ୍ସପ୍ରେସ୍ ଧକ୍କା ଦେଇଥିଲା। ଏହି ଘଟଣାରେ…

ଆମେରିକାରେ ବିମାନ ଦୁର୍ଘଟଣାଗ୍ରସ୍ତ, ସ୍କାଏଡାଇଭିଂ ପାଇଁ ଯାଉଥିଲେ ୧୨ ଯାତ୍ରୀ…

ନୂଆଦିଲ୍ଲୀ: ଆମେରିକାର ମିସୌରୀରେ ସ୍କାଏଡାଇଭିଂ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ସମସ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ମିସୌରୀ ଷ୍ଟେଟ୍ ହାଇୱେ ପାଟ୍ରୋଲ୍ ଏକ ବିବୃତ୍ତିରେ କହିଛି ଯେ ଏହାର କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବଟଲର୍…

ଇରାନ୍‌-ଆମେରିକା ଶାନ୍ତି ଡିଲ୍‌; ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖାଦେଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଡିଲ୍‌ ସୂଚନା ପରେ ବିଶ୍ୱ ସ୍ତରରେ ତୈଳ ମୂଲ୍ୟ ହ୍ରାସ ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳ ପ୍ରାୟ ୪% ହ୍ରାସ ପାଇ ବ୍ୟାରେଲ ପ୍ରତି $83.96 ରେ ପହଞ୍ଚିଛି।…

Nationalist Citizens Party, ଜାଣନ୍ତୁ କଣ ଏହି ଦଳ; ଯେଉଁଠି ‘ବୁଡ଼’ ପକାଇବେ ଟିଏମସିର ବିଦ୍ରୋହୀ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିରୋଧୀ ଦଳ ତୃଣମୂଳ କଂଗ୍ରେସ ବା ଟିଏମସିରେ ସୃଷ୍ଟି ହୋଇଥିବା ବଡ଼ ଧରଣର ବିଦ୍ରୋହ ଏବେ ଏକ ନୂଆ ମୋଡ଼ ନେଇଛି। ମମତା ବାନାର୍ଜୀଙ୍କ ଦଳର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଏକାଠି ହୋଇ 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ' (ଏନସିପିଆଇ) ରେ ସାମିଲ…

TMC Crisis: ଟିଏମସିରେ ବଡ଼ ବିଦ୍ରୋହ, Nationalist Citizens Partyରେ ସାମିଲ ହେବେ ବିଦ୍ରୋହୀ ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବା ଟିଏମସିରେ ଏକ ବଡ଼ ବିଦ୍ରୋହ ମୁଣ୍ଡ ଟେକିଛି। ଦଳର ପ୍ରାୟ ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଏବେ ତ୍ରିପୁରାର ଆଞ୍ଚଳିକ ଦଳ 'ନ୍ୟାସନାଲିଷ୍ଟ ସିଟିଜେନ୍ସ…

US Iran Peace Deal: ଆମେରିକା ଓ ଇରାନ ଯୁଦ୍ଧ ରୋକିବାରେ କେଉଁସବୁ ମୁସଲିମ ଦେଶର ରହିଛି ବଡ଼ ଭୂମିକା?

ଓ୍ୱାଶିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିର ଅନ୍ତ ଘଟିଛି। ଉଭୟ ଦେଶ ଐତିହାସିକ ଶାନ୍ତି ଚୁକ୍ତି ପାଇଁ ସହମତି ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦର ସମାଧାନ କରିବାରେ ବିଶ୍ୱର ପ୍ରମୁଖ ମୁସଲିମ ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା…

US-Iran Peace Deal: ଆମେରିକା ଓ ଇରାନ ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି, ଖୋଲିବ ହର୍ମୁଜ ପ୍ରାଣାଳୀ!

ନୂଆଦିଲ୍ଲୀ: ଶେଷରେ ରାଜି ହେଲେ ଆମେରିକା ଏବଂ ଇରାନ। ଯୁଦ୍ଧ ବିରତି ପାଇଁ ସାରା ବିଶ୍ୱ ଅନାଇ ବସିଥିଲା ଶେଷରେ ଏବେ ସତ ହେବାକୁ ଯାଉଛି। ଦୀର୍ଘ ଦିନର ବିବାଦ ଓ ଯୁଦ୍ଧ ପରିସ୍ଥିତି ପରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଐତିହାସିକ ଶାନ୍ତି ଚୁକ୍ତି ସମ୍ପନ୍ନ ହୋଇଛି। ଆମେରିକା ରାଷ୍ଟ୍ରପତି…

ପ୍ଲେନ ଟଏଲେଟ୍ ପାଲଟିଲା ଟ୍ରେଜେରୀ, ସାଉଣ୍ଡ ସିଷ୍ଟମରେ ଲୁଚାଇ ରଖିଥିଲେ ୨୪ ସୁନା ବିସ୍କୁଟ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣକାରୀମାନେ ବିଦେଶରୁ ଆମଦାନି ହୋଇଥିବା ସୁନାକୁ ଲୁଚାଇବା ପାଇଁ ଭିନ୍ନ ଭିନ୍ନ କୌଶଳ ବ୍ୟବହାର କରନ୍ତି। କେତେକ ପୋଷାକରେ ଏହାକୁ ଲୁଚାଇ ରଖନ୍ତି, ତ ଆଉ କେତେକ ଖାଦ୍ୟ ଏବଂ ପ୍ରସାଧନ ସାମଗ୍ରୀରେ। କିନ୍ତୁ, ଦୁବାଇରୁ ଗୁଜରାଟ ଯାଉଥିବା ଜଣେ ବ୍ୟକ୍ତି ଏକ ବିମାନର…

ସାନି NEET-UG ପାଇଁ ଆସିଲା ଆଡମିଟ୍‌ କାର୍ଡ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ସାନି NEET UG 2026 ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ପ୍ରକାଶ କରିଛି। ଜୁନ୍ ୨୧, ୨୦୨୬ ରେ ହେବାକୁ ଥିବା ପୁନଃପରୀକ୍ଷା ପାଇଁ ପ୍ରାର୍ଥୀମାନେ ଏବେ ସରକାରୀ ୱେବସାଇଟ୍ neet.nta.nic.in କୁ ଯାଇ ସେମାନଙ୍କର ହଲ୍ ଟିକେଟ୍ ଡାଉନଲୋଡ୍…