Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କେତେକ ସ୍ଥାନରେ କମ୍ପନ ଅନୁଭୂତ। କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ। ବୁଧବାର ଭୋରରୁ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି।ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି…

୧୦ ମିନିଟରେ ଘରେ ବସି ପାଆନ୍ତୁ ନୂଆ ସିମ୍ !

ନୂଆଦିଲ୍ଲୀ: ମୋବାଇଲ୍ ସିମ୍ କିଣିବା ପାଇଁ, ଆପଣଙ୍କୁ ଆଉ  ଦୋକାନକୁ ଯାଇ ଆପଣଙ୍କର ପସନ୍ଦର ନମ୍ବର ଚୟନ କରିବାକୁ ପଡିବ ନାହିଁ। ଆପଣ ମାତ୍ର ୧୦ ମିନିଟରେ ଆପଣଙ୍କ ଘରେ ସିମ୍ ପାଇଯିବେ। ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ କ୍ୱିକ୍ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍ ସହିତ ପାର୍ଟନରସିପ୍ କରିଛି…

ଟଏଲେଟ ପେପରରେ ଇସ୍ତଫା ପତ୍ର ଲେଖି କମ୍ପାନୀକୁ ବଡ଼ ବାର୍ତ୍ତା ଦେଲେ କର୍ମଚାରୀ

ନୂଆଦିଲ୍ଲୀ: ସିଙ୍ଗାପୁରରେ ଏକ କମ୍ପାନୀର ଜଣେ କର୍ମଚାରୀ ଟଏଲେଟ ପେପରରେ ଲେଖା ଇସ୍ତଫା ପତ୍ର ଦେଇଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଇସ୍ତଫା ପତ୍ର ଜରିଆରେ କର୍ମଚାରୀ ଜଣଙ୍କ ନିଜର ମାନସିକ ଅବସ୍ଥାକୁ ଚିଠି ଜରିଆରେ କମ୍ପାନୀ ପ୍ରତିଥିବା ଚିନ୍ତାଧାରାକୁ…

ସୋନିଆ ଓ ରାହୁଲଙ୍କ ନାଁରେ ଚାର୍ଜସିଟ୍‌, ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଫାଇଲ

ନୂଆଦିଲ୍ଲୀ:ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଦୁର୍ନୀତି ଫାଇଲ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ଚାର୍ଜସିଟରେ ଅନ୍ୟତମ କଂଗ୍ରେସ ନେତା ସାମ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ…

ଆଇନ ବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରାଚୀନ ବେଦ ସାମିଲ ହେବା ଉଚିତ୍: ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ: ଆଇନ ବିଦ୍ୟାଳୟର ପାଠ୍ୟକ୍ରମରେ ପ୍ରାଚୀନ ବେଦ ସାମିଲ ହେବା ଉଚିତ୍ ବୋଲି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ଜଜ୍ ପଙ୍କଜ ମିତ୍ତଲ। ସୁପ୍ରିମକୋର୍ଟର ୭୫ ବର୍ଷ ପୂରଣ ହେବା ଅବସରରେ ୧୨ ଏପ୍ରିଲରେ ଭୋପାଳର ନ୍ୟାସନାଲ୍ ଲ' ଇନଷ୍ଟିଚ୍ୟୁଟ୍ ୟୁନିଭରସିଟି (ଏନଏଲଆଇୟୁ) ରେ ଅନୁଷ୍ଠିତ…

କେବେ କମିବ ପେଟ୍ରୋଲ ଦର? ଆସିଲା ଅପଡେଟ !

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ନେଇ ସାଧାରଣ ଜନତାଙ୍କ ମନରେ ଏବେ ବଡ଼ ପ୍ରଶ୍ନ ହେଉଛି କେବେ କମିବ ମୂଲ୍ୟ ? ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର କିଛି ମାସ ଧରି ହଲଚଲ ରହିଥିବା ବେଳେ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ରହିଛି। ଓଡ଼ିଶାରେ ଆଜି ପେଟ୍ରୋଲ ଦର ପ୍ରାୟ ୧୦୦.୯୩ ଟଙ୍କା ପ୍ରତି…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଝଟକା, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ବେଙ୍ଗାଲୁରୁ: ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (ମୁଦା) ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଝଟକା ଲାଗିଛି। କାରଣ କର୍ଣ୍ଣାଟକର ସ୍ୱତନ୍ତ୍ର କୋର୍ଟ ମୁଦା ମାମଲାର ତଦନ୍ତ ଜାରି ରଖିବାକୁ ଲୋକାୟୁକ୍ତ ପୋଲିସକୁ ନିର୍ଦ୍ଦେଶ ଦେବା ସହ କ୍ଲିନଚିଟକୁ…

ବ୍ରାଜିଲରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ କୃଷି ମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି, କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏପ୍ରିଲ ୧୭ ତାରିଖରେ ବ୍ରାଜିଲ ଗସ୍ତ କରିବେ । ବ୍ରାସିଲିଆରେ ଅନୁଷ୍ଠିତ ହେବାକୁ ଥିବା ୧୫ତମ ବ୍ରିକ୍ସ କୃଷି ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଛନ୍ତି ।…

ନକ୍ସଲ ଆକ୍ରମଣ ପଣ୍ଡ; ୫ ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ହେଲା ପଣ୍ଡ । ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ରାସ୍ତାର ବିଭିନ୍ନ ସ୍ଥାନରେ…

ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମରେ ଉଡାଇଦେବାକୁ ମିଳିଲା ଧମକ

ଅଯୋଧ୍ୟା: ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମ୍ ରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆଇଡିକୁ ଇମେଲ୍ ମାଧ୍ୟମରେ ପଠାଯାଇଛି । ଏହା ପରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ଉତ୍ତର ପ୍ରଦେଶ ସରକାର ମନ୍ଦିରର ସୁରକ୍ଷା ପାଇଁ…