Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନକ୍ସଲ ଆକ୍ରମଣ ପଣ୍ଡ; ୫ ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ହେଲା ପଣ୍ଡ । ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ରାସ୍ତାର ବିଭିନ୍ନ ସ୍ଥାନରେ…

ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମରେ ଉଡାଇଦେବାକୁ ମିଳିଲା ଧମକ

ଅଯୋଧ୍ୟା: ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମ୍ ରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆଇଡିକୁ ଇମେଲ୍ ମାଧ୍ୟମରେ ପଠାଯାଇଛି । ଏହା ପରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ଉତ୍ତର ପ୍ରଦେଶ ସରକାର ମନ୍ଦିରର ସୁରକ୍ଷା ପାଇଁ…

ଚଳିତ ବର୍ଷ ଭାରତରେ ହେବ ସ୍ବାଭାବିକ ଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ: ଏବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ଭାରତରେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବା ସହିତ ସ୍ବାଭାବିକ ୮୭ ସେମି ତୁଳନାରେ ପ୍ରାୟ ୧୦୫ ପ୍ରତିଶତ ଅଧିକ ବର୍ଷା ସମ୍ଭବାନା ରହିଛି । ଏନେଇ…

କୁଲର ପାଇଁ ଉପଯୁକ୍ତ ଘାସ ନା ହନି କମ୍ବ ପ୍ୟାଡ୍? କିଏ ଦେଇଥାଏ ଅଧିକ ଥଣ୍ଡା ପବନ..

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ, ଯେତେବେଳେ ତାପମାତ୍ରା ବହୁତ ବଢ଼ିଯାଏ, ସେତେବେଳେ କେବଳ ପଙ୍ଖାରେ କାମ ଚଳେ ନାହିଁ । ଏସି ମଧ୍ୟ ସମସ୍ତଙ୍କ ବଜେଟରେ ଆସିନଥାଏ । ଏପରି ପରିସ୍ଥିତିରେ, କୁଲର ଏକ ଭଲ ଏବଂ ଆର୍ଥିକ ବିକଳ୍ପ । କିନ୍ତୁ ଯେତେବେଳେ ଆମେ ଏକ କୁଲର କିଣିଥାଉ କିମ୍ବା ସେଥିରେ ଏକ ନୂତନ…

ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ଡିଜିଟାଲ ଆରେଷ୍ଟ ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ନୂଆଦିଲ୍ଲୀ: ଆଜିର ତାରିଖରେ ଦେଶର ସବୁଠାରୁ ବଡ଼ ଠକେଇ ପାଲଟିଛି ସାଇବର ଅପରୀଧି। ପ୍ରତିଦିନ ହଜାର ହଜାର ଲୋକ ଏହାର ଶିକାର ହେଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଡିଜିଟାଲ ଆରେଷ୍ଟ ଠକମାନେ ଏତେ ବୃତ୍ତିଗତ ଯେ ସେମାନଙ୍କର ଅଧିକାଂଶ ଶିକାର ଶିକ୍ଷିତ ଲୋକ। ଏବେ କେନ୍ଦ୍ରୀୟ ତଦନ୍ତ…

ଇତିହାସରେ ପ୍ରଥମ: ମହାକାଶ ବୁଲି ଫେରିଲେ ୬ ମହିଳା

ନୂଆଦିଲ୍ଲୀ: ଇତିହାସରେ ଏହା ପ୍ରଥମ ଥର ଯେ ଛଅ ଜଣ ମହିଳା ଏକାଠି ମହାକାଶ ଯାତ୍ରା କରିଛନ୍ତି। ଏହି ସ୍ୱତନ୍ତ୍ର ଯାତ୍ରା ଆମେରିକାର ଟେକ୍ସାସରୁ ଆରମ୍ଭ ହୋଇଥିଲା, ଯେଉଁଠାରୁ ବ୍ଲୁ ଅରିଜିନ୍ କମ୍ପାନୀର ରକେଟ୍ ଉଡ଼ାଣ କରିଥିଲା। ଏହି ରକେଟ୍ ସାହାଯ୍ୟରେ, ଏହି ସମସ୍ତ ମହିଳା କିଛି ମିନିଟ୍ ପାଇଁ…

ବିହାର ଫର୍ମୁଲା… ଛିଡୁନି ସିଟ୍ ଭାଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ‘ବିହାର’ ମନ୍ଥନ । ପାଟନା ଗଣିତ ନେଇ କଂଗ୍ରେସ-ଆରଜେଡି ଚର୍ଚ୍ଚା । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ । ଏପ୍ରିଲ ୧୭ତାରିଖରେ ମହାଗଠବନ୍ଧନ ନେତାଙ୍କ ବୈଠକ ହେବାକୁ…

‘ରାଜ୍ୟକୁ ଦରକାର ବେଶୀ କ୍ଷମତା’: ବିଧାନସଭାରେ ସ୍ବାୟତ୍ତ ପ୍ରସ୍ତାବ ରଖିଲେ ତାମିଲନାଡୁ ସରକାର

ଚେନ୍ନାଇ: ଏବେ ଲଗାତାର ତାମିଲନାଡୁ ରାଜନୀତି ସରଗରମ ରହିଛି । କେତେବେଳେ ଭାଷା ବିବାଦ, ତ ଆଉ କେତେବେଳେ ରାଜ୍ୟପାଳଙ୍କ ସହ ବିବାଦ, ଏହାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ତାମିଲନାଡୁ ସରକାର । ହେଲେ ଏହାରି ଭିତରେ ଏବେ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି ଷ୍ଟାଲିନ୍ ସରକାର । ରାଜ୍ୟପାଳଙ୍କ…

ୱାକଫ୍ ବିଲ୍ ପରେ ୟୁସିସି ପାଇଁ ପ୍ରସ୍ତୁତ ହେଉଛନ୍ତି କି ମୋଦି ସରକାର?

ନୂଆଦିଲ୍ଲୀ: ୱାକଫ ବିଲ୍ ପରେ ଏବେ ମୋଦି ସରକାର ୟୁସିସି ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କି? ଆମ୍ବେଦକର ଜୟନ୍ତୀରେ ରାଜନୈତିକ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ଆକ୍ରମଣ କରି ଏହା ସମ୍ବିଧାନ ଏବଂ ବାବା ସାହେବ ଆମ୍ବେଦକରଙ୍କୁ ଅପମାନ…

ଅମରନାଥ ଯାତ୍ରା ପାଇଁ ଅଫଲାଇନ୍ ପଞ୍ଜୀକରଣ ଆରମ୍ଭ, ବ୍ୟାଙ୍କ୍ ବାହାରେ ଗହଳି ଜମୁଛି 

ନୂଆଦିଲ୍ଲୀ: ବାର୍ଷିକ ଅମରନାଥ ଯାତ୍ରା ପାଇଁ ଅଫଲାଇନ୍ ପଞ୍ଜୀକରଣ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆଗ୍ରହୀ ତୀର୍ଥଯାତ୍ରୀମାନେ ସ୍ଥାନୀୟ କିଛି ବ୍ୟାଙ୍କ ଶାଖା ବାହାରେ ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଛି। ସେମାନେ ଏହି ଯାତ୍ରାରେ ପ୍ରଥମ ବ୍ୟାଚ୍‌ର ଅଂଶ ହେବା ପାଇଁ ଧାଡ଼ିରେ ଛିଡା ହୋଇଛନ୍ତି।…