Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୁଣ କେଜିର ଦାମ ୩୦ ହଜାର, ଏହାକୁ ଖାଇଲେ ଦୂର ହୋଇଯିବ ସବୁ ରୋଗ !

ଭୁବନେଶ୍ୱର : ଖାଇବା ଥାଳି ହେଉ କିମ୍ୱା ରୋଷେଇ ଶାଳ ସବୁଠି ଲୁଣ ଅପରିହାର୍ଯ୍ଯ । ବିନା ଲୁଣରେ ସ୍ୱାଦ କିଛିର ସ୍ୱାଦ ନାହିଁ । ସେଥିପାଇ ବଜାରରେ ସବୁ ଦୋକାନରେ ଲୁଣ ସହଜରେ ମିଳିଯାଏ, ତାହା ପୁଣି ଖୁବ ଟଙ୍କାରେ । ହେଲେ ଦୁନିଆର ସବୁଠାରୁ ମହଙ୍ଗା ଲୁଣ ମଧ୍ୟ ରହିଛି । ଯାହାର ଦାମ ଶୁଣିଲେ ଆପଣ…

ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ଆକ୍ରମଣ, ୩ ଯବାନ ଗୁରୁତର

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି  ଦେଖ ଦେଇଛି ନକ୍ସଲ ହିଂସା। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ମୃତ୍ୟୁବରଣ ସହ ଲୁଚି ଛପି ପଳାୟନ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚି ରହୁଛନ୍ତି…

୨୦୫୦ ସୁଦ୍ଧା ପାକିସ୍ତାନ ହେବ ୩ୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ

ଇସଲାମାବାଦ: ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ୨୦୫୦ ସୁଦ୍ଧା ପାକିସ୍ତାନ ଜନସଂଖ୍ୟା ବୃଦ୍ଧିରେ ଆମେରିକାକୁ ପଛେଇ ବିଶ୍ୱର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ପାଲଟିବ। ଯଦିଓ ପାକିସ୍ତାନର ଆର୍ଥିକ ଅବସ୍ଥା ସମେତ ବିଭିନ୍ନ ଦୃଷ୍ଟିରୁ ପଛରେ ରହିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନର…

ରାହୁଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ

ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ । ବିଜେପି ସାଂସଦ ନିଶିକାନ୍ତ ଦୁବେ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପାଖରେ ଏନେଇ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାହୁଲ ଗାନ୍ଧିଙ୍କୁ ସ୍ବାଧୀକାର ଭଙ୍ଗ ନୋଟିସ୍ ଜାରି କରିବାକୁ ଦାବି…

ଆରମ୍ଭ ହେଲା ଆମେରିକାରୁ ବେଆଇନ ଭାରତୀୟଙ୍କୁ ତଡ଼ିବା ପ୍ରକ୍ରିୟା, ତାଜୁବ କଲା ଭିଡିଓ

ନୂଆଦିଲ୍ଲୀ: ଆରମ୍ଭ ହେଲା ବେଆଇନ ଭାରତୀୟଙ୍କୁ ଆମେରିକାରୁ ତଡ଼ିବା ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ୨୦୫ ଜଣ ଭାରତୀୟଙ୍କୁ ଆମେରିକାରୁ ତଡ଼ାଯାଇଛି । ସ୍ବତନ୍ତ୍ର ସାମରିକ ବିମାନରେ ସେମାନଙ୍କୁ ଭାରତ ପଠାଇ ଦିଆଯାଇଛି । ଟେକ୍ସାସରୁ ଆମେରିକା ସେନାର C-17 ଏୟାରକ୍ରାଫ୍‌ଟରେ ଏହି ଲୋକମାନଙ୍କୁ…

କୁମ୍ଭମେଳା ଦଳାଚକଟା ଉପରେ ବିବାଦୀୟ ବୟାନ ଦେଇ ଫଶିଲେ ହେମା ମାଳିନୀ

ନୂଆଦିଲ୍ଲୀ: ଜାନୁଆରୀ ୨୯ ତାରିଖରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଦଳାଚକଟା ଘଟି ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଲଗାତାର ରାଜନୈତିକ ବୟାନବାଜି ଜାରି ରହିଛି । ମଥୁରାର ବିଜେପି ସାଂସଦ ହେମା ମାଳିନୀ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏହା…

ଏଇଠି ହେବ ମନମୋହନ ସିଂଙ୍କ ସ୍ମାରକୀ, ସରକାର ଦେଲେ ପ୍ରସ୍ତାବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ରାଜଘାଟ ପରିସରରେ ଜମି ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଗତ ଡିସେମ୍ବରରେ ଦେହାନ୍ତ ହୋଇଥିଲା। ଯାହା ପରେ ସରକାର ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା…

କୁମ୍ଭମେଳା ଦଳାଚକଟା ଘଟଣା; ‘ମୃତଦେହ ସବୁ ପାଣିରେ ପକାଯାଇଛି’

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ ୨୦୨୫ ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି । ସେ କହିଛନ୍ତି ଯେ, ଯେ କୌଣସି ସ୍ଥାନରେ ଏତେ ବଡ଼ ଭିଡ଼ କିପରି ହୋଇପାରେ । ମହାକୁମ୍ଭ ଦଳାଚକଟା ପୀଡିତଙ୍କ ମୃତଦେହ ନଦୀରେ…

ଖୁବଶୀଘ୍ର ‘ମାସିକ ଟୋଲ ଟ୍ୟାକ୍ସ ସ୍ମାର୍ଟ କାର୍ଡ’ ପ୍ରଚଳନ କରିବେ ସରକାର, ମିଳିବ ବଡ ଆଶ୍ବସ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ମାସିକ ଟୋଲ ଟ୍ୟାକ୍ସ ସ୍ମାର୍ଟ କାର୍ଡ’ ପ୍ରଚଳନ କରିବାକୁ ବିଚାର କରୁଛନ୍ତି । ଏହି ସ୍ମାର୍ଟ କାର୍ଡ ଦେଶର ସମସ୍ତ ଟୋଲ ପ୍ଲାଜାରେ ବୈଧ ହେବ ଏବଂ କାର୍ଡଧାରକଙ୍କୁ ଟୋଲ ଟ୍ୟାକ୍ସରେ ମଧ୍ୟ ଛାଡ଼ ମିଳିବ । ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ବିଶେଷକରି ବାଣିଜ୍ୟିକ…

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ; ସେମିଫାଇନାଲରେ ଯିବେ ଏହି ୪ ଦଳ

ନୂଆଦିଲ୍ଲୀ: ଫେବୃଆରୀ ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। କିନ୍ତୁ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ  ଦୁବାଇରେ ଖେଳିବ। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ…