Latest Odisha News

BREAKING NEWS

Browsing Category

ଦୁର୍ବିପାକ

Durbipaka

ବାଲେଶ୍ୱର ଓ ଭଦ୍ରକରେ ସନ୍ଧ୍ୟାରେ ବଢ଼ିପାରେ ପବନର ବେଗ: ଆଇଏମ୍‌ଡି

ନୂଆଦିଲ୍ଲୀ: ବତ୍ୟା ଅମ୍ଫାନ ଯୋଗୁଁ ଉତ୍ତର ଓଡ଼ିଶାରେ ବଢ଼ୁଛି ପବନର ବେଗ । ଏବେ ଏହା ପଶ୍ଚିମବଙ୍ଗକୁ ଗତି କରିଛି, କିନ୍ତୁ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡିଛି । ବାଲେଶ୍ୱରରେ ୯୧ କିଲୋମିଟର ବେଗରେ ପବନ ବହୁଛି । ଏନେଇ ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି । ସେହିପରି ଚାନ୍ଦବାଲିରେ ମଧ୍ୟ…

ପଶ୍ଚିମବଙ୍ଗରେ ପ୍ରଳୟ ରଚୁଛି ବାତ୍ୟା ‘ଅମ୍ଫାନ’

କୋଲକାତା: ପଶ୍ଚିମବଙ୍ଗରେ ପ୍ରଳୟ କରୁଛି ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ । ପଶ୍ଚିମବଙ୍ଗର ଦୀଘା, ବାଂଲାଦେଶ ହତିୟା ମଧ୍ୟରେ ସୁନ୍ଦରବନ ଦେଇ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାର ପ୍ରଭାବରେ କୋଲକାତାରେ ପ୍ରବଳ ବର୍ଷା ପବନ ଜାରି ରହିଛି । ଉତ୍ତର ୨୪ ପ୍ରଗ୍ରଣା, ଦକ୍ଷିଣ…

‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ସୁନ୍ଦରବନରେ ଛୁଇଁଲା ସ୍ଥଳଭାଗ

ଭୁବନେଶ୍ୱର: ଆରମ୍ଭ ହୋଇଛି ମହାବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି । ଧୀରେ ଧୀରେ ଅମ୍ଫାନର ସମ୍ମୁଖ ଭାଗ ସ୍ଥଳଭାଗକୁ ପ୍ରବେଶ କରୁଛି । ଏହି ଲ୍ୟାଣ୍ଡଫଲ ଶେଷ ହେବାକୁ ପ୍ରାୟ ୪ ଘଂଟା ସମୟ ଲାଗିବ । ଏନେଇ ଆଞ୍ଚଳିକ ପାଣିପାଗ…

କଟକରେ ‘ଅମ୍ଫାନ’ର ପ୍ରଭାବ, ଉପୁଡି ପଡିଛି ବଡ ବଡ ଗଛ

କଟକ: ସାମୁଦ୍ରିକ ଝଡ ତଥା ମହାବାତ୍ୟା ‘ଅମ୍ଫାନ’ ପ୍ରଭାବ ପୁରା ଉତ୍ତର ଓଡ଼ିଶାରେ ପଡିଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ଫଳରେ ଅଧିକ ପବନ ବହିବା ଯୋଗୁଁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । କଟକ ସହରରେ ମଧ୍ୟ ବାତ୍ୟା ଅମ୍ଫାନର ପ୍ରଭାବ…

ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଲା ବାତ୍ୟା ‘ଅମ୍ଫାନ’

ଭୁବନେଶ୍ୱର: ଧୀରେ ଧୀରେ ଓଡ଼ିଶା ଛାଡି ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଛି ବାତ୍ୟା ଅମ୍ଫନ । ଏବେ ଦୀଘାଠାରୁ ଏହା ମାତ୍ର ୯୫ କିଲୋମିଟର ଦୂରରେ ରହିଛି । ଏନେଇ ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ଆଜି ଅପରାହ୍ଣ ୪ଟାରୁ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାୟ ୧ଘଣ୍ଟାରୁ ୨…

ଅଗ୍ନିଶମ ଗାଡି ଭିତରେ କନ୍ୟା ସନ୍ତାନ ଜନ୍ମ କଲେ ମହିଳା

କେନ୍ଦ୍ରାପଡା: ବାତ୍ୟା ଅମ୍ଫାନକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାରେ ବଢ଼ିଛି ପବନ ବର୍ଷାର ବେଗ । ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରୁ ଆସିଛି ଏକ ଭିନ୍ନ ଖବର । ଆମ୍ବୁଲାନ୍ସ ନଆସିବାରୁ ଅଗ୍ନିଶମ ଗାଡିରେ କନ୍ୟା ସନ୍ତାନ ପ୍ରସବ କଲେ ମହିଳା । ସୂଚନା ମୁତାବକ, ମହାକାଳପଡ଼ା…

ପାରାଦୀପରେ କମୁଛି, ବାଲେଶ୍ୱର ଓ ଭଦ୍ରକରେ ବଢ଼ୁଛି ‘ଅମ୍ଫାନ’ର ପ୍ରଭାବ

ଭୁବନେଶ୍ୱର: ରିପୋର୍ଟ ଅନୁଯାୟୀ ଏବେ ବାତ୍ୟା ଅମ୍ଫାନ ଦକ୍ଷିଣ ଉତ୍ତର ଆଡକୁ ଧୀରେ ଧୀରେ ଗତି କରୁଛି । ଏଥିପାଇଁ ପାରାଦୀପରେ ପବନ କମୁଛି । କିନ୍ତୁ ଭଦ୍ରକ ଓ ବାଲେଶ୍ୱରରେ ଏହାର ପ୍ରଭାବ ବଢ଼ିବାରେ ଲାଗିଛି । ଭାତରୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ରୟ ଏନେଇ ସୂଚନା…

ଅମ୍ଫାନ୍ ପ୍ରଭାବ: ଭଦ୍ରକରେ ବ୍ୟାପକ ଗଛ ଉପୁଡ଼ି ରାସ୍ତା ଅବରୋଧ

ଭଦ୍ରକ: ବାତ୍ୟା ଅମ୍ଫାନର କରାଳ ରୂପ ଦେଖାଇଛି ଭଦ୍ରକ ଜିଲ୍ଲାରେ । ଏହି ଜିଲ୍ଲାର ଅଧିକାଂଶ ସ୍ଥାନରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଭାବେ ଗଛ ଉପୁଡ଼ି ପଡ଼ିଛି । ଅଧିକ ପଢନ୍ତୁ: ଅମ୍ଫାନ ପ୍ରଭାବ: ଭଦ୍ରକରେ କାନ୍ଥ ପଡ଼ି ୩ ମାସର ଶିଶୁପୁତ୍ର ମୃତ ମିଳିଥିବା ସୂଚନାନୁଯାୟୀ, ଭଦ୍ରକ…

‘ଅମ୍ଫାନ’ ଭୟ: ଲୁହା ଚେନ୍‌ରେ ବନ୍ଧାଗଲା ଟ୍ରେନ୍‌ର ବଗି

କୋଲକତା: ମହାବାତ୍ୟା ‘ଅମ୍ଫାନ’ର ପ୍ରଭାବ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ଅନୁଭତି ହେଲାଣି । ଧୀରେ ଧୀରେ ଏହାର ବେଗ ବଢ଼ିଲାଣି । ଆଜି ଅପରାହ୍ଣ ଏହା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ । ତେବେ ଅମ୍ଫନା ଭୟରେ ହାୱଡା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ରେଳ ଡବାଗୁଡ଼ିକୁ…

‘ଅମ୍ଫାନ’ ନେଲା ଆଉ ଏକ ମୁଣ୍ଡ, କେନ୍ଦ୍ରାପଡାରେ ଜଣେ ମୃତ

କେନ୍ଦ୍ରାପଡା: ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ‘ଅମ୍ଫନ’ । ଏହାର ପ୍ରଭାବର ପୁରା ଉତ୍ତର ଓଡ଼ିଶାରେ ପଡିଥିବା ଦେଖିବାକୁ ମିଳିଛି । ଅମ୍ଫାନ ବାତ୍ୟାରେ କେନ୍ଦ୍ରାପଡା ସାତଭାୟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିିଳିଛି । ମୃତ ମହିଳାଙ୍କ ବୟସ ୫୭ ବର୍ଷ । ତାଙ୍କ ନାଁ…