Latest Odisha News

BREAKING NEWS

Browsing Category

ଫିଚର

ବଲିଉଡ୍ ଇଣ୍ଡଷ୍ଟ୍ରିରେ ଖୁବ୍ ଶିଘ୍ର ମା’ ହେବେ ଏହି ଅଭିନେତ୍ରୀ, ଜାଣନ୍ତୁ ସେମାନଙ୍କ ନାଁ…

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ ଦିପିକା କକ୍କର ମା’ ହେବା ପରେ ଏବେ ଅଭିନେତ୍ରୀ ସାନା ଖାନ ମା’ ହୋଇଛନ୍ତି । ସାନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଏହି ଉଭୟ ଅଭିନେତ୍ରୀ ମାତୃତ୍ୱ ଉପଭୋଗ କରୁଛନ୍ତି | ମାତ୍ର ଆପଣ ଜାଣନ୍ତି କି ଏହି ସମୟରେ ବଲିଉଡ ଏବଂ ଟେଲିଭିଜନର ଅନେକ…

ନାଚି ନାଚି ଚାଲିଗଲା ୪୦୦ ଜୀବନ

ପ୍ୟାରିସ:  ନାଚି ନାଚି ଚାଲିଗଲା ୪୦୦ ଜୀବନ । ଖୁବ ସାଂଘାତିକ ଘଟଣା ନିଶ୍ଚୟ । ମନରେ ପ୍ରଶ୍ନ ଆସୁଥିବ କେଉଁଠି ଏବଂ କେମିତି ଘଟିଲା ଏ ଘଟଣା ? ହେଲେ ଏ ପ୍ରଶ୍ନର ଉତ୍ତର ବି ଆହୁରି ସାଂଘାତିକ । ଅବଶ୍ୟ ଘଟଣାଟି ଆଜି ବା କାଲିର ନୁହେଁ । ତଥାପି ଶତାଧିକ ବର୍ଷ ତଳର ଏହି ଘଟଣାଟି ଆଜି ବି ମନେ…

ଜାତିସଂଘ ମୂଖ୍ୟାଳୟ ସମ୍ମୁଖରେ ଛିଡା ହୋଇ ଭିଡିଓ ଜାରୀ କଲେ ଗୁରପତୱନ୍ତ ସିଂ ପନ୍ନୁ

ନ୍ୟୁୟର୍କ: ଶିଖ ଫର ଜଷ୍ଟିସର କୁଖ୍ୟାତ ନେତା ଗୁରପତୱନ୍ତ ସିଂ ପନ୍ନୁଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ଜୋରସୋରରେ ପ୍ରସାରିତ ହୋଇଥିଲା । ଏହି ଘଟଣାର ସତ୍ୟତା ପୃଷ୍ଟି ହୋଇ ନ ଥିବା ବେଳେ ଗୁରୁବାର ଏହି ଆତଙ୍କବାଦୀଜଣଙ୍କ ଜାତିସଂଘ ମୂଖ୍ୟାଳୟ ସମ୍ମୁଖରେ ଛିଡା ହୋଇଥିବା ଭିଡିଓ ଜାରୀ…

ସିଦ୍ଧି ପରିଶ୍ରା କାଣ୍ଡ: ମୁଖ୍ୟମନ୍ତ୍ରୀ ଶିବରାଜ ପୀଡିତ ଦଶମତଙ୍କ ପାଦ ଧୋଇଲେ, କ୍ଷମା ମାଗିଲେ

ସିଦ୍ଧି: ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଆଦିବାସୀ ଦଶମତ ରାୱତଙ୍କ ଉପରେ ବିଜେପି କାର୍ଯ୍ୟକର୍ତା ପରିଶ୍ରା କରିବା ଘଟଣା ସାରା ଦେଶରେ ହଇ ଚଇ ସୃଷ୍ଟି କରିଥିଲା । ଏହାର ଭିଡିଓ ଭାଇରାଲ ହେବା ପରେ ବିରୋଧୀମାନେ ସିଧାସଳଖ ବିଜେପି ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ଟାର୍ଗେଟ…

ଜାପାନରେ ଧମାଲ କରିବ ଫିଲ୍ମ ‘ପଠାନ’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ଚଳିତ ବର୍ଷ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଫିଲ୍ମ 'ପଠାନ' ଭଲ ଆୟ କରିଛି। ଚାରି ବର୍ଷ ପରେ ଶାହାରୁଖ ଖାନ ବଡ଼ ସଫଳତା ହାସଲ କରିଛନ୍ତି। ଚଳଚ୍ଚିତ୍ରଟି କେବଳ ରୋଜଗାର ଦିଗରେ ନୁହେଁ ବରଂ ବକ୍ସ ଅଫିସରେ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ଶାହରୁଖ ଖାନଙ୍କ ସର୍ବାଧିକ ଆୟ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟଅଫ ମାର୍କ; ଜାଣନ୍ତୁ, କେଉଁ କଲେଜରେ ରହିଛି କେତେ ପ୍ରତିଶତ ନମ୍ବର

ଭୁବନେଶ୍ୱର: ପ୍ରକାଶ ପାଇଲା  ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ । ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି  ରେଭେନ୍ସା କଲେଜ । ସେହିପରି ଏଫଏମ କଲେଜ ୨ୟରେ ଥିବାବେଳେ ତୃତୀୟରେ ରହିଛି ବିଜେବି କଲେଜ । କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି । ମିଳିଥିବା…

ଆୟକର ସ୍କାନରରେ ଡି୍ଏନ ଗ୍ରୁପ: ଆଜି ଦ୍ୱିତୀୟ ଦିନରେ ଚାଲିଛି ଚଢାଉ

ଭୁବନେଶ୍ୱର:ଡିଏନଗ୍ରୁପରେ କାଲିଠୁ ଚାଲିଥିବା ଆୟକର ବିଭାଗର ଚଢାଉ ଆଜି ବି ଜାରି ରହିଛି । ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଛି । ଗତକାଲି ଚଢଉ ବେଳେ ଆୟକର ବିଭାଗ ୩୦ କୋଟି ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଗତକାଲି ଆୟକର…

ସୁରକ୍ଷାକର୍ମୀଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ, ୧୦ ଯାଏ ଇଣ୍ଟରନେଟ୍ ନିଷେଧାଦେଶ ଜାରି

ଇମ୍ଫାଲ: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସା ବନ୍ଦ ହେବାର ନାମ ଧରୁନି। ପ୍ରତିଦିନ ରାଜ୍ୟରୁ ହିଂସା ଖବର ସାମ୍ନାକୁ ଆସୁଛି। ଏଥର ଉଗ୍ରବାଦୀମାନେ ସୁରକ୍ଷାକର୍ମୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ଘଟଣା ସମ୍ନାକୁ ଆସିଛି। ମଣିପୁର ହିଂସାକୁ ରୋକିବା ପାଇଁ ସରକାର ନିରନ୍ତର ପଦକ୍ଷେପ…

ବାପା,ମା’ଙ୍କ ଠାରୁ ଅଲଗା କରି ଅନାଥ କରିଦେଲେ ଭଗବାନ, ଆପଣାଇନେଲେ ଫିନଲ୍ୟାଣ୍ଡ ମହିଳା

ସମ୍ବଲପୁର: ଦିନେ ଭାଗବାନ କୁନି ଶିଶୁ ଖୁସିଠୁ ତା’ ବାପାମା’ଙ୍କୁ ଛଡ଼ାଇ ନେଇଥିଲେ । ଆଜି ଆପଣାଇନେଲେ ଫିନଲ୍ୟାଣ୍ଡ ମହିଳା । ସମ୍ବଲପୁର ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନାଥ ଶିଶୁ ଖୁସିକୁ ମିଳିଛି ମା’ଙ୍କ ପରିଚୟ । ଆଜି ପାଖରେ ମା’ଙ୍କୁ ପାଇ ଖୁସିରେ ଆତ୍ମହରା ଖୁସି । ଶିଶୁ କନ୍ୟା…

ଆଜିଠୁ ଓଜେଇଇ କାଉନେସଲିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଜିଠୁ  ଆରମ୍ଭ ହୋଇଛି ଓଜେଇଇ (OJEE) କାଉନସେଲିଂ। ଓଜେଇଇ ପକ୍ଷରୁ ବି. ଆର୍କ, ବି.ଟେକ୍‌, ବି.ପ୍ଲାନ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ସିଏ ପାଠ୍ୟକ୍ରମ ପାଇଁ  ଆଜିଠୁ ଆରମ୍ଭ ହେଉଛି କାଉନସେଲିଂ । ଛାତ୍ରଛାତ୍ରୀ  ଜୁଲାଇ ୧୨ତାରିଖ ଯାଏଁ ଚଏସ ଫିଲ କରି ପଞ୍ଜିକରଣ କରିବେ ଓ ୧୪…