Latest Odisha News

BREAKING NEWS

Browsing Category

ଫିଚର

ଲାଲଗଡ଼ରେ ଲାଲବାହିନୀର ଲଙ୍କାକାଣ୍ଡ : ଜାଳିଦେଲେ ୯ଟି ମେସିନ

ରାୟଗଡ଼ା : ଗତ କିଛିଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇ ଉଠିଛି ଲାଲବାହିନୀ । ଲାଲଗଡ଼ରେ ପୁଣି ଆତଙ୍କ ଖେଳାଇଲା ଲାଲବାହିନୀର ଲଙ୍କାକାଣ୍ଡ । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ଆତଙ୍କ ଖେଳାଇଛନ୍ତି ଲାଲବାହିନୀ । କ୍ରସରରେ ଥିବା ମୋଟ ୯ଟି ମେସିନ…

ଆଜି ରସଗୋଲା ଦିବସ : ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବେ ପ୍ରଭୁ ଶ୍ରୀଜଗନ୍ନାଥ

ଭୁବନେଶ୍ୱର : ଆଜି ରସଗୋଲା ଦିବସ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ବେଶ ଗୁରୁତ୍ୱ ରହିଛି । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ହେଉଛି ବଡ଼ଦେଉଳର ୬୦୦ରୁ ଅଧିକ ବର୍ଷର ପୁରୁଣା ବିଧି । ସେଥିପାଇଁ ପ୍ରତିବର୍ଷ ନୀଳାଦ୍ରିବିଜେ ଦିନକୁ…

ଆଜି ନୀଳାଦ୍ରିବିଜେ: କ’ଣ ଏହି ପରମ୍ପରା ଜାଣନ୍ତୁ…

ପୁରୀ: ଆଜି ଶ୍ରୀଜିଉଙ୍କ ନୀଳାଦ୍ରିବିଜେ। ଏହାପରେ ରତ୍ନସିଂହାସନକୁ ଫେରିଯିବା ସହିତ ସହିତ ଶେଷ ହୋଇଯିବ ରଥଯାତ୍ରା। ତେବେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମା'ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାକୁ ହେବ। ଦେବୀ ଲକ୍ଷ୍ମୀ ତାଙ୍କୁ ଭିତରକୁ ଛାଡ଼ିବେ…

ଟ୍ରକକୁ ଧକ୍କା ଦେଲା ଓଏସଆରଟିସି ବସ୍: ୮ ଆହତ, ୩ ଗୁରୁତର

କୁଚିଣ୍ଡା: ରାତି ବେଳେ ପୁଣି ବସ ଦୁର୍ଘଟଣାର ଶିକାର। କେନ୍ଦୁଝରରୁ ବଲାଙ୍ଗୀର ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି। ରାସ୍ତା କଡରେ ଟ୍ରକଟି ଛିଡା ହୋଇଥିବା ବେଳେ ବସଟି ପିଟି ହୋଇଯାଇଥିଲା। ତେଣୁ ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାଇପାସ…

ଡାଇମଣ୍ଡ ଲିଗ: ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାତେଇଲେ ନୀରୋଜ ଚୋପ୍ରା

ନୂଆଦିଲ୍ଲୀ: ଦେଶର ସୁନା ପୁଅ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଲୋଜାନ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଛନ୍ତି। ନୀରଜ ୮୭.୬୬ ମିଟର ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ହେଉଛି 'ଗୋଲଡେନ୍ ବୟ' ନୀରଜଙ୍କ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ ମେ…

‘ବାହାନଗା ଟ୍ରେନ ଦୁର୍ଘଟଣାର ସିଆରଏସ ରିପୋର୍ଟ ସାର୍ବଜନୀନ କରିବୁ ନାହିଁ’

ନୂଆଦିଲ୍ଲୀ: ବାଲେଶ୍ୱର ରେଳ ଦୁର୍ଘଟଣାରେ କମିଶନ ଅପ୍ ରେଲଓ୍ବେ ରିପୋର୍ଟ ବା ସିଆରଏସ ରିପୋର୍ଟକୁ ସାର୍ବଜନୀନ କରିବନି ଭାରତୀୟ ରେଳବାଇ। ଦୁର୍ଘଟଣାର ସିବିଆଇ ତଦନ୍ତକୁ ଏହା ପ୍ରଭାବିତ ନକରିବା ପାଇଁ ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ଖବର ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇଛନ୍ତି। ଏ ନେଇ…

ବାହନାଗା ଦୁର୍ଘଟଣା: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ହଟାଇଲା କେନ୍ଦ୍ର

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିହା ଲୋମହର୍ଷଣକାରୀ ଟ୍ରେନ୍ ଦୁର୍ଘଟଣାକୁ ମାସେ ପୂରିବାରୁ ଗୋଟିଏ ଦିନ ବାକି ରହିଛି। ଏହା ପୂର୍ବରୁ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ…

ଯାତ୍ରୀବାହୀ ବସରେ ଲାଗିଗଲା ନିଆଁ, ପୋଡ଼ି ହୋଇଗଲେ ୨୫ ଯାତ୍ରୀ

ମୁମ୍ବାଇ: ବିଳମ୍ବିତ ରାତିରେ ଅଘଟଣ। ଜଳିଗଲା ଯାତ୍ରୀବାହୀ ବସ। ପୋଡ଼ି ହୋଇଗଲେ ୨୫ ଯାତ୍ରୀ। ବିଳମ୍ବିତ ରାତିରେ ଏଭଳି ଏକ ଅଘଟଣ ଘଟିଛି। ମହାରାଷ୍ଚ୍ରର ବୁଲଧନରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସଟି ୟଭଟମଲରୁ ପୁଣେ ଆସୁଥିବା ବେଳେ ସମୃଦ୍ଧି ମହାମାର୍ଗରେ ଅଗ୍ନିକାଣ୍ଡର ଶିକାର…

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଶସ୍ତା ହେବ ମୋବାଇଲ ଫୋନ୍ ସମେତ ଘରୋଇ ଉପକରଣ

ନୂଆଦିଲ୍ଲୀ: କମିବ ଘରୋଇ ଉପକରଣ ସମେତ ବିଭିନ୍ନ ଜିନିଷର ଦାମ। ଆଗକୁ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସାଧାରଣ ଲୋକଙ୍କୁ ଏକ ବଡ ଉପହାର ଦେଇଛି। ସରକାରଙ୍କ ଜିଏସଟି ହାର କମାଇବା ପରେ ଏବେ ମୋବାଇଲ୍ ଫୋନ୍, ଟିଭି, ରେଫ୍ରିଜରେଟର ସମେତ ଅନେକ ଘରୋଇ ଉପକରଣ ଶସ୍ତା ହୋଇଯିବ।…

ତିନି ରଥରେ ଲାଗିହେଲା ଅଧରପଣା, ଆଜି ନିଳାଦ୍ରୀ ବିଜେ

ପୁରୀ: ରଥଯାତ୍ରା ସହିତ ଜଡିତ ଆକର୍ଷଣୀୟ ରୀତିନୀତି ଗୁଡିକ ମଧ୍ୟରେ ରହିଛି 'ଅଧର ପଣା'। ଶୁକ୍ରବାର  ସିଂହଦ୍ୱାର ନିକଟରେ ଛିଡା ହୋଇଥିବା ତିନି ରଥରେ ଏହି ଅଧରପଣା ନୀତି ପାଳନ କରାଯାଇଛି। ଏହି ଅନନ୍ୟ ବିଧି ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ, ନୀଳାଦ୍ରି ବିଜେ ପୂର୍ବରୁ ଓ ସୁନାବେଶ ପରେ…