Latest Odisha News

BREAKING NEWS

Browsing Category

ଫିଚର

କର୍ଣ୍ଣାଟକ ବିଜେପିକୁ କଂଗ୍ରେସ ଝଟକା! ବିନା ବିରୋଧୀ ଦଳ ନେତାରେ ଚାଲିଲା ବିଧାନସଭା

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜେପିର ଘର କଳି ଶୀର୍ଷରେ ପହଂଚିଛି। ସ୍ଥିତି ଏଭଳି ହୋଇଛି ଯେ ନିର୍ବାଚନ ଶେଷ ହୋଇ କଂଗ୍ରେସ ସରକାର ଗଠନ ହେବା ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଲାଣି। କିନ୍ତୁ ଏ ଯାଏ ବିଜେପି ବିରୋଧୀ ଦଳ ନେତା ଚୟନ କରିପାରି ନାହିଁ। ଏପରିକି ବିନା ବିରୋଧୀ ଦଳ ନେତା…

ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ମାଗିଲେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ପୁଣିଥରେ ଅଦଳ ବଦଳ ଚର୍ଚ୍ଚା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ବୈଠକ ଡାକିଛନ୍ତି। ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ବସିବ ଏହି ବୈଠକ। ସମସ୍ତ ମନ୍ତ୍ରୀଙ୍କୁ ଏହି ବୈଠକରେ ଯୋଗଦେବାକୁ କୁହାଯାଇଛି। ଏହି ସମୟରେ ସମସ୍ତ ମନ୍ତ୍ରୀ ନିଜ ନିଜ…

ଦଳରେ ବିଦ୍ରୋହ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର କହିଲେ ଏନସିପିର ଅଧ୍ୟକ୍ଷ କିଏ?

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ପାର୍ଟି ଏନସିପିରେ ଦେଖାଦେଇଥିବା କଳହ ଭିତରେ ଦାଦା ଓ ପୁତୁରା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଅଜିତ ପାୱାର ସିନ୍ଦେ-ଫଡନାଭିସ୍ ଶିବିରରେ ସାମିଲ ହେବା ପରେ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏନସିପି ରାଷ୍ଟ୍ରୀୟ ସଭାପତି ଶରଦ…

ଏମିତି ଏକ ହୁକ୍‌କା : ଯାହାର ଓଜନ ୬୦ କିଲୋଗ୍ରାମ, ଲାଗେ ୭ ଚିଲମ୍

ହରିୟାଣା: ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ସମସ୍ତେ ଜାଣନ୍ତି । ତଥାପି ହରିୟାଣାର ପ୍ରତ୍ୟେକ ଗାଁ, ଛକ, ଗଛମୂଳରେ ହୁକ୍‌କା ସାହାଯ୍ୟରେ ଲୋକେ ଧୂମପାନ କରୁଥିବା ଦେଖିବାକୁ ମିଳେ । ଏଠାରେ ହୁକ୍‌କା ଟାଣିବାରେ କିଛି ପ୍ରତିବନ୍ଧକ ନାହିଁ । ଯିଏ ଯେଉଁଠି ପାରିଲା ସେଠି ହୁକ୍‌କା…

ଠିକା ବନ କର୍ମଚାରୀ ନୁହେଁ ପୋଲିସ ଜଗିବେ  ଶିମିଳିପାଳ

ବାରିପଦା:ମାନୁ ନାହାନ୍ତି ଠିକା ବନ କର୍ମଚାରୀ  । ଯେତେ ବୁଝାଇଲେ ବୁଝୁ ନାହାନ୍ତି ।  ତେଣୁ ଆଗକୁ  ପୋଲିସ ଜଗିବ ଶିମିଳିପାଳ । ଆଜିଠୁ ମୟୂରଭଞ୍ଜ ଜିଲ୍ଲା ବାରିପଦା ଅନ୍ତର୍ଗତ ଶିମିଳିପାଳରେ   ପାଟ୍ରୋଲିଂ କରିବ ପୁଲିସ। ୧୬ଟି ରେଞ୍ଜରେ ୩୦ ଜଣ ପୁଲିସ କର୍ମଚାରୀ ପାଟ୍ରୋଲିଂ କରିବେ। । ଏନେଇ…

ଦିଲ୍ଲୀ ଏନସିଆର ର‌୍ୟାପିଡ ରେଲ ପ୍ରୋଜେକ୍ଟ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ରେଲ ପ୍ରୋଜେକ୍ଟ ନେଇ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ଭର୍ତ୍ସନା କରିଛି । ଏହି ପ୍ରୋଜେକ୍ଟ ପାଇଁ ଅର୍ଥର ଅଭାବ ରହିଛି ବୋଲି ଦିଲ୍ଲୀ ସରକାର ପକ୍ଷରୁ କୁହାଯାଇଥିଲା । ସୁପ୍ରିମକୋର୍ଟ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଜ୍ଞାପନ…

କାନବେରାରେ ଶ୍ରଦ୍ଧା ଓ ଭକ୍ତିରେ ପାଳିତ ହେଲା ଘୋଷଯାତ୍ରା

କାନବେରା: ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରଦ୍ଧା ଆଉ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇ ଯାଇଛି ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା  । ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆୟୋଜିତ ଏହି ଭବ୍ୟ ସମାରୋହର ସଫଳ କାର୍ଯ୍ୟାନ୍ଵୟନ ପାଇଁ ଅଷ୍ଟ୍ରେଲିଆ ଓଡ଼ିଆ…

ସଜା ହୋଇଥିଲା କୋକେଇ, ହେଲେ ଜୁଇକୁ ନ ଯାଇ ଡାକ୍ତରଖାନା ଗଲା ଶବ, ଆଉ ତା’ ପରେ…

ବାରିପଦା: ବନ୍ଧା ହୋଇ ସାରିଥିଲା କୋକେଇ.... ସଜଡା ସରିଥିଲା ଜୁଇ..ଆଉ କିଛି ସମୟ ପରେ ଜୁଇରେ ଶୋଇଥାନ୍ତେ ସୁହାଗିନୀ । ସବୁଦିନ ପାଇଁ । କାନ୍ଦ ବୋବାଳିରେ ଫାଟିପଡୁଥିଲା ଘରଠୁ ମଶାଣିଘାଟ । ହେଲେ ପରିବାର ଲାେକେ ହଠାତ ଜିଦ ଧରିଲେ ସେ ମରି ନାହାନ୍ତି ।  ସେ ଜୀବିତ । ଖାଲି ଜୀବିତ…

ଶାଶୁଙ୍କ ଡ଼୍ୟାନ୍ସ ଦେଖି ମଣ୍ଡପ ଛାଡ଼ି ଛୁ ମାରିଲା ବର

ଉତ୍ତରପ୍ରଦେଶ: ଏପଟେ କନ୍ୟାର ଫ୍ଲାଇଙ୍ଗ୍ କିସ ସେପଟେ ଶାଶୁର ସିଗାରେଟ ଧରି ଡ଼୍ୟାନ୍ସ । ଭୟର ବର ଫେରାର । ବ୍ୟାଣ୍ଡ, ବାଜା, ବାରାତ୍ ଧରି ବାହାଘର ମଣ୍ଡପରେ ପହଞ୍ଚିଲା ବର । ନାଚଗୀତରେ ମସଗୁଲ ଥିଲେ ବର ଓ କନ୍ୟା ପକ୍ଷ । ହେଲେ ବର ଆଖିରେ ପଡ଼ିଲା କନ୍ୟା ଆଉ ଶାଶୁର ରଙ୍ଗଢ଼ଙ୍ଗ । ଡ଼ିଜେର ତାଳେ…

ଗୋଲଡେନ ଆୱାରରେ ସିଦ୍ଧାନ୍ତ: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପଠାଇଲେ ଡାକ୍ତରଖାନା

ଭୁବନେଶ୍ୱର: ରିଲ ହିରୋ ଏବେ ରିଅଲ ହିରୋ । ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ  । ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି (STA)  ମଧ୍ୟ ପ୍ରଶଂସା କରି ଟୁଇଟ କରିଛନ୍ତି ।  ରିଲ ହିରୋରୁ ରିଅଲ ହିରୋ ପାଲଟିଥିବା ସିଦ୍ଧାନ୍ତ ମହାପାତ୍ରଙ୍କ କଥା । ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ଗୋଲଡେନ…