Latest Odisha News

BREAKING NEWS

Browsing Category

ଫିଚର

ଲଭ୍ ଜିହାଦ ଏବଂ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଘରେ ଚାଲିଲା ବୁଲଡୋଜର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫତେହପୁରରେ ଲଭ୍ ଜିହାଦ ଏବଂ ଦୁଷ୍କର୍ମ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ଅଭିଯୁକ୍ତ ସିକନ୍ଦରଙ୍କ ଘରେ ଚାଲିଲା ବୁଲଡୋଜର। ଅଭିଯୁକ୍ତ ବିରୋଧରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାଧନଗର ଥାନା ଅଞ୍ଚଳର ଜଣେ ଯୁବତୀ ଜୁନ୍…

ପାହାଡରୁ ଖସିଲା ମୃତ୍ୟୁ: ବିରାଟ ପଥର ତଳେ ଚାପି ହୋଇଗଲା ୩ କାର

ନୂଆଦିଲ୍ଲୀ: ନାଗାଲାଣ୍ଡରେ ଭୟଙ୍କର ଭୂସ୍ଖଳନ । ଦିମାପୁର ଜିଲ୍ଲାର ଚୁମୁକେଦିମାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଯାଇଛି । ପାହାଡ ଧସି ବଡ ବଡ ପଥର ଖସି ରାସ୍ତା ଉପରେ ପଡି ରହିଛି । ବଡ  ପଥର ଖଣ୍ଡ ଧସି  ୨ଟି କାରକୁ ଚାପି ଦେଇଛି । ଫଳରେ କାର ଭିତରେ ଥିବା ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।…

ଭୁବନେଶ୍ୱରର ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆଇଟି ରେଡ: ଜବତ ହେଲାଣି ୩୦ କୋଟି

ଭୁବନେଶ୍ୱର:  ଭୁବନେଶ୍ୱରରେ ଆଇଟ ରେଡ । ଭୁବନେଶ୍ୱରର  ଏକ ବ୍ୟାବସାୟିକ ପ୍ରତିଷ୍ଠାନ  ଡିଏନ୍ ହୋମ୍ସ ପ୍ରା.ଲି.ରେ ଆଇଟି ପକ୍ଷରୁ ଆଜି ସକାଳୁ ସକାଳୁ ଚଢଉ ହୋଇଛି । ପ୍ରାୟ ୨୦ରୁ ଅଧିକ ସ୍ଥାନରେ ରେଡ୍ କରୁଛି ଆଇଟି  । ଏହି ବ୍ୟାବସାୟିକ ପ୍ରତିଷ୍ଠାନ ରେଡ୍ ବିରୋଧରେ ଟିକସ ଫାଙ୍କିବା ଅଭିଯୋଗ…

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ: ୪ ମୃତ, ୫ ଗୁରୁତର

ଶ୍ରୀନଗର: ଜମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଲା କାର୍। ଦୁର୍ଘଟଣାରେ ତିନି ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ,…

ଏସସିଓ ସମ୍ମିଳନୀରେ ଚୀନକୁ ଝଟକା, ବିଆରଆଇ ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଚୀନକୁ ଝଟକା ଦେଲା ଭାରତ। ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରକଳ୍ପକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତ ହେଉଛି ଏସସିଓର ଏକମାତ୍ର ସଦସ୍ୟ ଯିଏ ଚୀନ୍‌ର ବିଆରଆଇକୁ ସିଧାସଳଖ ବିରୋଧ…

ମାଟ୍ରିକ ସାର୍ଟିଫିକେଟ୍ ତ୍ରୁଟି ସଂଶୋଧନ ଲାଗି ସୁଯୋଗ, ଆଜିଠାରୁ ୧୪ ମଧ୍ୟରେ ହେବ ତ୍ରୁଟି ସଂଶୋଧନ

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ କରିଥିବା ସ୍କୁଲର କିଛି ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏହାକୁ ନଜରରେ ରଖି ବୋର୍ଡ ପକ୍ଷରୁ ମାଟ୍ରିକ ସାର୍ଟିଫିକେଟ୍ ତ୍ରୁଟି ସଂଶୋଧନ ଲାଗି ସୁଯୋଗ ଦିଆଯାଇଛି। ଜୁଲାଇ ୫ ତାରିଖରୁ ୧୪ ତାରିଖ ମଧ୍ୟରେ ବୋର୍ଡ ଦ୍ୱାରା…

ଆଜି ଧବଳେଶ୍ୱରକୁ ଖୋଲିବ କଂକ୍ରିଟ୍ ସେତୁ, ଶ୍ରଦ୍ଧାଳୁଙ୍କୁ ଯାତାୟତ ପାଇଁ ଅନୁମତି

ଆଠଗଡ଼: ଓଡ଼ିଶା ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠକୁ ଯାତାୟତ ପାଇଁ ଆଜି ଖୋଲୁଛି କଂକ୍ରିଟ୍ ସେତୁ। ଦୀର୍ଘ ମାସ ଧରି ଲାଗିରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ହେବ। ଏଣିକି ପୀଠକୁ ଭକ୍ତମାନେ ନିର୍ଭୟରେ ଯାତାୟତ କରିପାରିବେ। ପ୍ରଥମେ ପୀଠକୁ ଯିବା ପାଇଁ ଝୁଲା ପୋଲ ଲଗାଯାଇଥିଲା। ଏହାର…

ଆଇଏଏସ୍ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେସନକୁ ସହଜ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା; ଏମ୍‌ଓଏସ୍ ପିଏମଓ, କାର୍ମିକ, ଜନ ଅଭିଯୋଗ ଏବଂ ପେନ୍‌ସନ, ପରମାଣୁ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ରାଜ୍ୟ ସରକାର ମାନଙ୍କୁ ଆଇଏଏସ୍ ଏବଂ ଅନ୍ୟାନ୍ୟ ସର୍ବ -…

‘ଏକକ ନାଗରିକ ସଂହିତା ଲାଗୁ କରିବାରେ ବିଳମ୍ବ ହେଲେ ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ’

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌(ୟୁସିସି)ଭାରତ ଓ ତାହାର ଜାତୀୟତାବାଦକୁ ଅଧିକ ସୁଦୃଢ କରି ଏକତା ସୂତ୍ରରେ ବାନ୍ଧିବ । ୟୁସିସି ଲାଗୁ କରିବାରେ ଅଧିକ ବିଳମ୍ବ ହେଲେ ଏହା ଆମ ମୂଲ୍ୟବୋଧକୁ କ୍ଷତିଗ୍ରସ୍ତ କରିବ। ଆସାମର…

‘ମା’ ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ ସିଲାଇ ସାମଗ୍ରୀ ପହଁଚିବ ବିଶ୍ୱ ବଜାରରେ’

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲାଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକହୋଲଡର ମାନଙ୍କୁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…